ବାଛନ୍ତୁ ଗୋଟେ ଆତ୍ମା ଜାଣନ୍ତୁ ନିଜର ବର୍ତ୍ତମାନ ସ୍ଥିତି ବିଷୟରେ

ସାଧାରଣତଃ ଆମର ଚେତନ ମନ ଯେଉଁ ଜିନିଷକୁ ଅନୁଭବ କରି ନ ପାରେ ତାକୁ ଚେତନ ମନ ଅନୁଭବ କରିପାରେ । ବେଳେ ବେଳେ ଆପଣଙ୍କୁ ଅନୁଭବ ହୋଇଥାଏ କି ସବୁ କିଛି ଠିକ ଅଛି ତଥାପି ଆପଣଙ୍କୁ ଏକୁଟିଆ ଅନୁଭବ ହୋଇଥାଏ । ବେଳେ ବେଳେ ସବୁ ଜିନିଷ ଆପଣଙ୍କ ବିପରୀତ ଥାଇ ମଧ୍ୟ ଆପଣଙ୍କୁ ସାମାନ୍ୟ ଲାଗିଥାଏ । ସାଧାରଣ ଲୋକଙ୍କୁ ଏହି କଥାର ଧାରଣା ନ ଥାଏ । ଆପଣଙ୍କ ପାଇଁ ଏହା ଏକ ଆଶ୍ଚର୍ଯ୍ୟ କଥା ହୋଇଥାଏ । କିନ୍ତୁ ଯେଉଁମାନେ ନିଜର ଅନ୍ତର ଚେତନାକୁ ବୁଝିଥାନ୍ତି ସେମାନେ ଏହି ସଂକେତକୁ ବୁଝିପାରି ବର୍ତମାନ ପରିସ୍ଥିତିର ବାସ୍ତବିକ ଅର୍ଥ ବୁଝିପାରନ୍ତି ।

ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ  ୪ଟି ଚିତ୍ର ନେଇ ଆସିଛୁ । ସବୁ ଚିତ୍ରରେ ଆତ୍ମାର ଏକ ରେଖାଙ୍କନ ଅଛି । ବର୍ତ୍ତମାନ ଆପଣଙ୍କୁ କେବଳ ଏହା ମଧ୍ୟରୁ ଗୋଟିଏ ଆତ୍ମାକୁ ବାଛିବାର ଅଛି । ଆପଣଙ୍କର ପସନ୍ଦ କହିଥାଏ କି ବର୍ତ୍ତମାନ ଜୀବନରେ ଆପଣ କଣ ଅନୁଭବ କରୁଛନ୍ତି । ପସନ୍ଦ କରନ୍ତୁ ଏହି ୪ ଟି ଆତ୍ମାର ଛବିକୁ ଓ ଜାଣନ୍ତୁ ନିଜର ବର୍ତମାନ ବିଷୟରେ ।

ପ୍ରଥମ ଛବି

ଆପଣ ଯଦି ପ୍ରଥମ ଛବିକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କୁ ନିଜ ଉପରେ ବହୁତ ବିଶ୍ୱାସ ଅଛି । ଆପଣଙ୍କ ଭିତରେ ଏତେ ଆତ୍ମବିଶ୍ୱାସ ଥାଏ କି ଆପଣ ଯାହା କରୁଛନ୍ତି ତାହା ଠିକ ହିଁ ଥିବ । ଆପଣ ସବୁ କାର୍ଯ୍ୟକୁ ସନ୍ତୁଳିତ ଭାବେ କରିଥାନ୍ତି । ଆପଣ ନିଜ କମଜୋରିକୁ ଚିହ୍ନି ତାକୁ ଦୂର କରିବାରେ ସକ୍ଷମ ହୋଇଥାନ୍ତି । ଏଥିପାଇଁ ଲୋକମାନେ ଆପଣଙ୍କୁ ଭଲ ପାଆନ୍ତି ।

ଦ୍ଵିତୀୟ ଛବି

ଆପଣ ଯଦି ନିଜକୁ ଏକୁଟିଆ ପଣ ଅନୁଭବ କରୁଛନ୍ତି ତେବେ ଏହାର କାରଣ ଆପଣ ଜାଣି ପାରୁ ନାହାନ୍ତି ଓ ଏହି ଭବନା ଦ୍ୱାରା ଆପଣ ଜୀବନରେ ଦୁଖ ଅନୁଭବ କରନ୍ତି । ଆପଣଙ୍କୁ ଆପଣଙ୍କ ଜୀବନରେ ମିଳିଥିବା ଉପଲବ୍ଧି ଗୁଡିକ ପ୍ରତି ବି ଅସନ୍ତୁଷ୍ଟ ହୋଇଥାନ୍ତି । କିନ୍ତୁ ଜୀବନରେ ଆପଣ ବହୁତ କିଛି ପାଇଛନ୍ତି ତଥାପି ଆପଣଙ୍କୁ ଲାଗେ କି ଆପଣଙ୍କୁ ଆହୁରି ବହୁତ କିଛି ପାଇବାକୁ ବାକିଅଛି । ଯଦି ଆପଣ ଆପଣଙ୍କର ଏହି ଏକୁଟିଆପଣ ଦୂର କରିବା ପାଇଁ ସଠିକ ପ୍ରୟାସ କରିଛନ୍ତି ତେବେ ଆପଣ ଆପଣଙ୍କ ଜୀବନରେ ବହୁତ ଆଗକୁ ଯିବେ ।

ତୃତୀୟ ଛବି

ଆପଣ ବ୍ୟକ୍ତି ଗତ ଜୀବନରେ ଜଣେ ବହୁତ ଭଲ ମଣିଷ ଅଟନ୍ତି । ଏହା ସତ୍ବେ ଆପଣ ନିଜକୁ ଏଭଳି ମାନନ୍ତି ନାହିଁ । ଏହାର ଏକ ବଡ କାରଣ ହେଲା ଆପଣ ସବୁବେଳେ  ପର୍ଫେକ୍ସନକୁ ଖୋଜିଥାନ୍ତି ଓ ଆପଣ ନିଜ କାମରେ ସବୁବେଳେ ଭୁଲ ଖୋଜିଥାନ୍ତି । ଆପଣଙ୍କୁ ଏହା ଜାଣିବାକୁ ହେବ କି ଦୁନିଆରେ କେହି ବି ପରଫେକ୍ଟ ନୁହନ୍ତି । ଯେଉଁ ଦିନ ଆପଣ ଏହାକୁ ମାନି ନେବେ ସେଦିନ ଆପଣଙ୍କ ଜୀବନରେ କେବଳ ଖୁସି ହିଁ ଖୁସି ଆସିବ ।

ଚତୁର୍ଥ ଛବି

ଦୁନିଆ ସାମ୍ନାରେ ଆପଣ ଯାହା ବି ଦେଖାନ୍ତୁ ବାସ୍ତବରେ ଆପଣଙ୍କ ଗୁଣ ବା କମଜୋରିର କୌଣସି ମହତ୍ଵ ନାହିଁ । ଉଚିତ ବାସ୍ତବରେ ଏହା ଦୁଇ ପରିସ୍ଥିତିରେ ହୋଇଥାଏ କି ଆପଣ ବହୁତ ଆଧ୍ୟାତ୍ମିକ ଓ ବୁଦ୍ଧିମାନ ମଣିଷ ଅଟନ୍ତି କିମ୍ବା ଆପଣ ଏକ ସିଧା ସାଧା ହିନ ଜୀବନ ଯାପନ କରନ୍ତି । ଯାହା ଫଳରେ କି ଆପଣଙ୍କୁ କୌଣସି କ୍ଷେତ୍ରରେ କିଛି ଫରକ ପଡେ ନାହିଁ । ଆପଣ ନିଜକୁ ଅନ୍ୟ ସହ ତୁଳନା କରନ୍ତି ନାହିଁ ଏଥିପାଇଁ ଆପଣ ସନ୍ତୁଷ୍ଟ ଭାବରେ ଦେଖାଯାନ୍ତି । ଆପଣ ସବୁ ପରିସ୍ଥିତିରେ ନିର୍ବିକାର ଭାବରେ ଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।