ବାଛନ୍ତୁ କୌଣସି ଗୋଟିଏ ଇମୋଜି ଓ ଜାଣନ୍ତୁ ନିଜର ଏକ ଖାସ ଗୁଣ ବିଷୟରେ- Personality Test

ବାଛନ୍ତୁ ଏଥିରୁ ଗୋଟିଏ ଇମୋଜୀ ଏବଂ ଜାଣନ୍ତୁ ଆପଣ କ’ଣ ଅଟନ୍ତି ଏବଂ କେମିତି ଅଟନ୍ତି ! ମାନା ଯାଏ ଯେ ବ୍ୟକ୍ତିର ପସନ୍ଦ ନାଁ ପସନ୍ଦ ତାହାର ବ୍ୟକ୍ତିତ୍ଵ ସ୍ବଭାବର ଆଇନା ହୋଇଥାଏ । କାହାର ପସନ୍ଦ ବ୍ୟକ୍ତିର ସେହି ବ୍ୟକ୍ତିର ସ୍ବଭାବ ସହ ଯୋଡ଼ି ହୋଇଥିବା କିଛି ଲୁଚି ରହିଥିବା ରହସ୍ୟ ବିଷୟରେ ଯୋଡ଼ି ହୋଇ ଥାଏ । ଆଜିର ଏହି ଖେଳରେ ଆମେ ଆପଣଙ୍କୁ ମଜାଦାର କୁଇଜ୍ ଖେଳ ଦିଆଯାଇଛି । ଆମେ ଏହି ଠାରେ ଆପଣଙ୍କୁ ୫ଟି ଭିନ୍ନ ଭିନ୍ନ ପ୍ରକାରର ଇମୋଜୀ ଦେଖାଇବୁ ଯେଉଁ ମାନଙ୍କ ଭିତରୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏକ ଇମୋଜୀ ବାଛିବାକୁ ହେବ ।

ସେଥିପାଇଁ ଆପଣଙ୍କୁ ମାତ୍ର ୫ ସେକେଣ୍ଡ ର ସମୟ ମିଳିବ । ତାପରେ ଆପଣ ବାଛିଥିବା ଇମୋଜୀରୁ ଆମେ ଆପଣଙ୍କୁ କହିବୁ କି ଆପଣ କେମିତି ଅଟନ୍ତି ଏବଂ କେଉଁପରି ଅଟନ୍ତି । ତେବେ ଆସନ୍ତୁ ଏହି ଖେଳ ଟି ଆରମ୍ଭ କରିବା । ବର୍ତ୍ତମାନ ଆପଣ ଏଥିରେ ଗୋଟିଏ ଇମୋଜୀ ବାଛନ୍ତୁ ଏବଂ ଜାଣନ୍ତୁ ଆପଣ କ’ଣ ଅଟନ୍ତି ? ବାଛନ୍ତୁ ଏଥିରୁ ଗୋଟିଏ ଇମୋଜୀ ୧, ୨, ୩, ୪, ଏବଂ ୫ ।


୧- ସର୍ବପ୍ରଥମେ କଥା ହେବା ତାଙ୍କର ଯେଉଁମାନେ ୧ ନଂ ଇମୋଜୀ ବାଛିଛନ୍ତି । ଜଦି ଆପଣ ବାଛିଛନ୍ତି ପ୍ରଥମ ନଂ ଇମୋଜୀ ତେବେ ଆପଣ ବହୁତ ସ୍ଵିଟ଼ ଏବଂ ସ୍ମାର୍ଟ ଅଟନ୍ତି । ଆପଣଙ୍କ ବ୍ୟକ୍ତିତ୍ଵ ବହୁତ ଆକର୍ଷଣୀୟ ଅଟେ । ଯେଉଁଥିପାଇଁ ସମସ୍ତ ଲୋକ ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇଥାନ୍ତି ।


୨- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ- ୨ ଚୟନ କରିଛନ୍ତି । ଜଦି ଆପଣ ବାଛିଛନ୍ତି ନଂ- ୨ ଇମୋଜୀ ତେବେ ଆପଣ ବହୁତ ସ୍ମାର୍ଟ ଏବଂ କଠିନ ପରିଶ୍ରମ କରୁଥିବା ବ୍ୟକ୍ତି ଅଟନ୍ତି । ଆପଣ ନିଜ ଲକ୍ଷକୁ ପାଇବା ପାଇଁ ଅନେକ କଠିନ ପରିଶ୍ରମ କରୁଥିବାର ଦେଖା ଯାଇଥାନ୍ତି ।

୩- ଏବେ କଥା ହେବା ତାଙ୍କର ଯେଉଁମାନେ ୩- ନଂ ଇମୋଜୀ ବାଛିଛନ୍ତି । ଜଦି ଆପଣ ବାଛିଛନ୍ତି ୩ୟ ନଂ ଇମୋଜୀ ତେବେ ଆପଣ ବହୁତ ବିଶ୍ବସ୍ତ ଏବଂ ସତ୍ୟବାଦୀ ଅଟନ୍ତି । ତାହା ସହିତ ଆପଣ ଆବେଗପ୍ରବଣ ବ୍ୟକ୍ତି ମଧ୍ୟ ଅଟନ୍ତି । ଏହାଛଡା ଆପଣଙ୍କ ଭିତରେ ଅଲଗା ପ୍ରକାରର ସୃଜନ୍ଶୀଳତା ଦେଖିବାକୁ ମିଳେ । ଯେଉଁଥିପାଇଁ ଆପଣ ସବୁବେଳେ ବଡ଼ ଖାସ୍ ବନି ଯାଆନ୍ତି । ଲୋକମାନେ ଆପଣଙ୍କ ପ୍ରଶଂସା କରିବାରେ ଥକନ୍ତି ନାହିଁ ।


୪- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ- ୪ ଇମୋଜୀ ବାଛିଛନ୍ତି । ଜଦି ଆପଣ ବାଛିଛନ୍ତି ନଂ-୪ ଇମୋଜୀ ତେବେ ଆପଣ ବହୁତ ଦୃଷ୍ଟି ଆକର୍ଷକ, ଅଦ୍ଭୁତ, ବିସ୍ମୟକର ଅଟନ୍ତି । ଆପଣ ଯେଉଁଠି ରୁହନ୍ତି ସେହି ଆଖ ପାଖର ବାତାବରଣକୁ ମଧ୍ୟ ହସଖୁସିରେ ପରିଣତ କରିଦିଅନ୍ତି ଯେଉଁ କାରଣ ପାଇଁ ଆପଣଙ୍କ ଉପରେ ସମସ୍ତ ଲୋକେ ଆପଣଙ୍କ ଉପରେ ଗଭୀର ଭାବରେ ପ୍ରଭାବିତ ରୁହନ୍ତି ।


୫- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୫ ଇମୋଜୀ ବାଛିଛନ୍ତି । ଜଦି ଆପଣ ବାଛିଛନ୍ତି ନଂ- ୫ ଇମୋଜୀ ତେବେ ଆପଣ ବହୁତ ସୁନ୍ଦର ଏବଂ ରୂପବାନ ଅଟନ୍ତି । ଆପଣ ବହୁତ ରୋମାଣ୍ଟିକ ଅଛନ୍ତି ଯେଉଁଥିପାଇଁ ନିଜ ଲଭର୍ କୁ ବହୁତ ଭଲ ପାଆନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।