ବାଛନ୍ତୁ ଗୋଟିଏ ଝିଅ ଓ ଜାଣନ୍ତୁ ନିଜର ବର୍ତ୍ତମାନ ସ୍ଥିତି ବିଷୟରେ

ଯଦି ଆପଣଙ୍କୁ ଲାଗୁଛି କି ଆମର ବ୍ୟକ୍ତିତ୍ବ ସର୍ବଦା ସମାନ ରହିଥାଏ ତେବ ଏହି ମାମଲାରେ ଆପଣ ବିଲକୁଲ ଭୁଲ ଅଟନ୍ତି । କହିବାକୁ ଗଲେ ଆମର ମାନସିକ ସ୍ଥିତି କେମିତି ଅଟେ ଏହା ଆମର ବ୍ୟକ୍ତିତ୍ବକୁ ପ୍ରାୟତଃ ପ୍ରଭାବିତ କରିଥାଏ । ସେଥିପାଇଁ ଯେତେବେଳେ ବି ଆପଣଙ୍କ ସାମ୍ନାରେ କୌଣସି ପର୍ଶନାଲିଟି ଟେଷ୍ଟ ଆସିବ ଓ ଆପଣଙ୍କୁ ତାହାର ଜବାବ ଦେବାର ଅଛି ତେବେ ଆପଣଙ୍କୁ ଏହା ବିଷୟରେ ଆଶ୍ଵସ୍ତ ରହିବା ଦରକାର କି ଆପଣଙ୍କ ଜବାବ କେବଳ ଆପଣଙ୍କ ବର୍ତ୍ତମାନ ସ୍ଥିତି ବିଷୟରେ କହୁଛି ।

ଆପଣଙ୍କୁ ଏହି କଥା ମଜା ଲାଗୁଥିବ । କିନ୍ତୁ ଏହା ସତ୍ୟ ଅଟେ କି ଆପଣଙ୍କ ଦ୍ଵାରା କରାଯାଇଥିବା ଛୋଟ ଛୋଟ କାମ ବି ଆପଣଙ୍କ ମସ୍ତିଷ୍କ ମଧ୍ୟରେ ହେଉଥିବା କାର୍ଯ୍ୟକଳାପକୁ ଦର୍ଶାଇ କରିଥାଏ । ଆପଣଙ୍କ ଚାଲିବା ଠାରୁ ନେଇ ଆପଣଙ୍କ କହିବାର ଷ୍ଟାଇଲ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ । ଯାହା ବିଷୟରେ ଆପଣ ନିଜେ ବି ଜାଣି ନ ଥିବେ । ବର୍ତ୍ତମାନ ଆପଣଙ୍କ ସାମ୍ନାରେ ଆଜି ଆମେ ଏକ ଫଟୋ ନେଇ ଆସିଛୁ ।

ଯେଉଁଥିରେ ୫ ଜଣ ଯୁବତୀଙ୍କ ପିଠି ନଜର ଆସୁଛି । ବର୍ତ୍ତମାନ ଆପଣଙ୍କୁ ଓ ଆମକୁ ଏହା ବିଲକୁଲ ବି ଜଣା ନାହିଁ କି ଯେତେବେଳେ ଏହି ଯୁବତୀମାନେ ବୁଲିବେ ତେବେ ଏମାନଙ୍କ ମଧ୍ୟରେ ସବୁଠୁ ଆକର୍ଷକ କିଏ ହୋଇଥିବ । ଆପଣଙ୍କୁ କେବଳ ଏହି ଯୁବତୀ ମଧ୍ୟରୁ ଜଣଙ୍କୁ ବାଛିବାର ଅଛି ଓ ଆପଣଙ୍କ ଏହି ଜବାବ ହିଁ କହିବ କି ଆପଣଙ୍କ ବର୍ତ୍ତମାନର ମାନସିକ ସ୍ଥିତି ଅର୍ଥାତ ଆପଣଙ୍କ ବିଚାର ଧାରା କେଉଁ ଦିଗକୁ ଯାଉଛି । ତେବେ ବାଛନ୍ତୁ ନିଜ ପସନ୍ଦର ଏକ ଯୁବତୀ ।

ପ୍ରଥମ ଯୁବତୀ

ଯଦି ଆପଣଙ୍କୁ ଲଗାଉଛି କି ପ୍ରଥମ ଯୁବତୀ ଜଣକ ବହୁତ ଆକର୍ଷକ ଅଟେ ତେବେ ଏହାର ଅର୍ଥ ଆପଣ ବହୁତ ଶାନ୍ତ ଓ ଆତ୍ମବିଶ୍ଵାସରେ ପରିପୂର୍ଣ ବ୍ୟକ୍ତି ଅଟନ୍ତି । ଆପଣ ନିଜ ଜୀବନରେ ଆସୁଥିବା ବାଧାକୁ ଭୟ କରନ୍ତି ନାହିଁ ଓ ସମସ୍ତ ସମସ୍ୟାକୁ ସମଧାନ କରିବା ପାଇଁ ପ୍ରସ୍ତୁତ ଥାନ୍ତି । ଧର୍ଯ୍ୟ ପୂର୍ବକ ନିଜର ଲକ୍ଷକୁ ପ୍ରାପ୍ତ ବି କରିଥାନ୍ତି ।

ଦ୍ଵିତୀୟ ଯୁବକ

ଯଦି ଆପଣଙ୍କୁ ଲାଗୁଛି କି ଦ୍ଵିତୀୟ ଯୁବତୀ ଅଧିକ ଆକର୍ଷକ ହୋଇଥିବ ତେବେ ଏହାର ଅର୍ଥ ଏହା ଅଟେ କି ଆପଣ ବହୁତ ସାମାଜିକ ବ୍ୟକ୍ତି ଅଟନ୍ତି । ଆପଣଙ୍କ ଭିତରେ ଏକ ଛୋଟ ପିଲା ଲୁଚି ଅଛି । ବେଳେ ବେଳେ ଆପଣ କିଛି ଅଦ୍ଭୁତ ବ୍ୟବହାର ବି କରିଥାନ୍ତି । କିନ୍ତୁ ଆପଣଙ୍କୁ ଜଣା ଅଛି କି କେଉଁଭଳି ଭାବରେ ଆପଣଙ୍କୁ ନିଜ ଉଦ୍ଦେଶ୍ୟକୁ ପ୍ରାପ୍ତ କରିବାର ଅଛି । ଆପଣ ପ୍ରାୟତଃ ଭଲ ମୁଡରେ ରହିଥାନ୍ତି ।

ତୃତୀୟ ଯୁବତୀ

ଯଦି ଆପଣଙ୍କ ଅନୁସାରେ ତୃତୀୟ ଯୁବତୀ ଅଧିକ ଆକର୍ଷକ ଅଟେ ତେବେ ହୋଇ ପାରେ କି ଆପଣ ବହୁତ ଲାଜୁକ ଅଟନ୍ତି । ଆପଣ ଅଧିକ ଲୋକମାନଙ୍କ ସହିତ ମିଶିବାକୁ ପସନ୍ଦ କରନ୍ତି ନାହିଁ । ନା ହିଁ କାହା ସହିତ ଜଲ୍ଦି ବନ୍ଧୁତା କରନ୍ତି । ଆପଣ କାହାକୁ ଖୁସି କରିବା ପାଇଁ କୌଣସି ବି ସୀମା ପାର କରି ଦିଅନ୍ତି ।

ଚତୁର୍ଥ ଯୁବତୀ

ଯଦି ଆପଣଙ୍କୁ ଲାଗୁଛି କି ଏହି ୫ ଜଣ ଯୁବତୀ ମଧ୍ୟରୁ ସବୁଠୁ ଅଧିକ ଆକର୍ଷକ ହୋଇପାରେ ତେବେ ଏହାର ଅର୍ଥ ଏହା ଅଟେ କି ଆପଣଙ୍କୁ ଦୁବିଧାରେ ପକାଇବା ବିଲକୁଲ ବି ସହଜ ନୁହେଁ । ଆପଣ ହୃଦୟରୁ ଅଧିକ ମସ୍ତିସ୍କର ଶୁଣିଥାନ୍ତି । ଆପଣ ବହୁତ ସରଲ ବ୍ୟକ୍ତିତ୍ବର ଅଟନ୍ତି । ନିଜର ଉଦ୍ଦେଶ୍ୟକୁ ପ୍ରାପ୍ତ କରିବା ପାଇଁ ଆପଣ କାହାର ବି ଲାଭ ଉଠାନ୍ତି ନାହିଁ ।

ପଞ୍ଚମ ଯୁବତୀ

ଯଦି ଆପଣଙ୍କ ପସନ୍ଦ ପଞ୍ଚମ ଯୁବତୀ ଅଟେ ତେବେ ଏହାର ଅର୍ଥ ଅଟେ କି ଆପଣ ବହୁତ ସ୍ଵତନ୍ତ୍ର ଚିନ୍ତାଧାର ବାଲା ବ୍ୟକ୍ତି ଅଟନ୍ତି । ଏହା ଛଡା ଆପଣ ଅଧିକ ଆତ୍ମବିଶ୍ଵାସ ରଖନ୍ତି । ଆପଣ ବହୁତ ଜିଦ୍ଦି ଅଟନ୍ତି । ସେଥିପାଇଁ ଆପଣଙ୍କୁ କେହି ବି ନିଜ ଅନୁସାରେ କାମ କରିବା ପାଇଁ ପ୍ରସ୍ତୁତ କରି ପାରିବ ନାହିଁ । ଆପଣ ଲୋକମାନଙ୍କ ସହ ସାକ୍ଷାତ କରିବାକୁ ପସନ୍ଦ କରନ୍ତି ନାହିଁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।