ବାଛନ୍ତୁ ଗୋଟିଏ କ୍ରିଷ୍ଟାଲ ବଲ, ଜାଣନ୍ତୁ ନିଜର ସମସ୍ୟା ଓ ତାହାର ସମଧାନ

କେତେ ଥର ଜୀବନରେ ଏମିତି ମୋଡ ଆସିଥାଏ ଯେତେବେଳେ ଆପଣ ସମସ୍ୟାର ସମାଧାନ ଖୋଜି ଖୋଜି ଆହୁରି ବି ଚିନ୍ତିତ ହୋଇ ଯାଆନ୍ତି । ଲଗାତର ପ୍ରୟାସ ପରେ ବି ଯେତେବେଳେ ସମସ୍ୟାର ଅନ୍ତ ହୁଏ ନାହିଁ ତେବେ ହୃଦୟ ନିରାଶ ହୋଇଯାଏ । ଏହିଭଳି ପରିସ୍ଥିତିରେ ଆପଣ କେବେ ଏହା ଚିନ୍ତା କରିଛନ୍ତି କି ବାରମ୍ବାର ପ୍ରୟାସ କରିବା ସତ୍ବେ ବି ଆପଣଙ୍କ କଷ୍ଟ କମ କାହିଁକି ହେଉ ନାହିଁ । କେଉଁଠି ଏହି ସବୁ ସମସ୍ୟା ଆପଣଙ୍କ ପୂର୍ବ ଜନ୍ମର କର୍ମ ସହ ଯୋଡି ନାହିଁ ତ ।

ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ତିନୋଟି କ୍ରିଷ୍ଟାଲ ବଲ ନେଇ ଆସିଛୁ । ଯେଉଁଥିରୁ ଆପଣଙ୍କୁ ଗୋଟିଏ ବାଛିବାର ଅଛି ଓ ଯାହାକୁ ବାଛିଛନ୍ତି ତାହା ଆପଣଙ୍କ ପୂର୍ବ ଜନ୍ମ ସହ ଜଡିତ ପ୍ରଭାବ ଗୁଡିକ ବିଷୟରେ କହିବ । ଆପଣ ଏହା ଭିତରୁ ଗୋଟିଏ କ୍ରିଷ୍ଟାଲ ବଲ ଚୟନ କରିବା ଦ୍ଵାରା ଏହା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ବିଷୟରେ କହିଦେବ । ଏହି ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ କଣ କରିବା ଦରକାର ତାହା ବି ଆପଣଙ୍କୁ କହିଦେବ ।

ପ୍ରଥମ କ୍ରିଷ୍ଟାଲ ବଲ

ଆପଣଙ୍କୁ ପୂର୍ବ ଜନ୍ମରେ କେତେକ ଲୋକମାନେ ଆପଣଙ୍କୁ ଏକୁଟିଆ ଛାଡି ଦେଉ ଥିଲେ ସେଥିପାଇଁ ପୂର୍ବ ଜନ୍ମରେ ଆପଣ ବହୁତ ସମୟ ଏକୁଟିଆ ରହିଛନ୍ତି । ଏହାର ପ୍ରଭାବ ଆପଣଙ୍କ ଏହି ଜୀବନ ଉପରେ ବି ପଡୁଛି । ଆପଣ ଏମିତି ବ୍ୟକ୍ତି ଅଟନ୍ତି ଯିଏ ନିଜର ସମ୍ପର୍କକୁ ବଞ୍ଚାଇବା ପାଇଁ କୌଣସି ବି ସୀମା ପାର କରି ପାରିବେ । କେବେ କେବେ ନିଜ ସହ ଜଡିତ ବ୍ୟକ୍ତିଙ୍କ ବିଷୟରେ ଭଲ ଚିନ୍ତାଧାରା ଥାଏ ଏହି କାରଣ ଅଟେ କି ଆପଣ ତାଙ୍କ ସହିତ ନିଜର ସମ୍ପର୍କକୁ ଖରାପ ହେବାକୁ ଦିଅନ୍ତି ନାହିଁ ।

ପୂର୍ବ ଜନ୍ମର ଅନୁଭବ ଦ୍ଵାରା ଆପଣଙ୍କ ଅନ୍ତର ମନରେ କେତେକ ସମ୍ପର୍କକୁ ହରାଇବାର ଭୟ ଥାଏ । କେତେ ଥର ଏହି କାରଣରୁ ବି ଆପଣଙ୍କ ସମ୍ପର୍କ ଖରାପ ବି ହୋଇଯାଏ । ଏଥିରୁ ବାହାରିବା ପାଇଁ ଏକମାତ୍ର ରାସ୍ତା ଏହା ଅଟେ କି ଯେତେବେଳେ ବି ଆପଣଙ୍କ ସାମ୍ନାରେ ଏହିଭଳି ପରିସ୍ଥିତି ଆସିବ ତାହାକୁ ସାହସର ସହ ସାମ୍ନା କରନ୍ତୁ । ଆପଣଙ୍କୁ କହିଦେଉଛୁ କି ଆପଣଙ୍କ ସବୁ ନିଷ୍ପତି ଆପଣଙ୍କ ମସ୍ତିଷ୍କ, ହୃଦୟ ଓ ସ୍ୱାସ୍ଥ୍ୟ ଉପରେ ବି ପ୍ରଭାବ ପକାଇ ଥାଏ । ସେଥିପାଇଁ ସମ୍ପର୍କ ପ୍ରତି ନିଜର ପୂର୍ବ ଜନ୍ମର ପ୍ରଭାବରୁ ବାହାରିବାକୁ ଚେଷ୍ଟା କରନ୍ତୁ ।

ଦ୍ଵିତୀୟ କ୍ରିଷ୍ଟାଲ ବଲ

ପୂର୍ବ ଜନ୍ମରେ ଆପଣ କିଛି ଏମିତି ନିଷ୍ପତି ନେଇଛନ୍ତି ଯାହାର ପରିଣାମ ବହୁତ ଖରାପ ହୋଇଛି । ଏହି ସମସ୍ତ ନିଷ୍ପତି କାରଣରୁ ଆପଣ ଶାରୀରିକ, ଆର୍ଥିକ ଓ ମାନସିକ ରୂପରେ କଷ୍ଟରେ ପଡିତ ଅଛନ୍ତି । ଏହି ସମସ୍ତ ପରିସ୍ଥିତିରୁ ବାହାରିବା ପାଇଁ ଆପଣଙ୍କୁ ନିଜକୁ ବୁଝାଇବାକୁ ପଡିବ ଓ ଏହାକୁ କରିବା ପାଇଁ ନିଜ ପାଇଁ ବି ସମୟ ବାହାର କରିବାକୁ ପଡିବ । ବଡ ବଡ ନିଷ୍ପତି ନେବା ପାଇଁ ଅଳ୍ପ ସମୟ ନିଅନ୍ତୁ ।

କିନ୍ତୁ ନିଜ ଉପରେ ବିଶ୍ଵାସ କରିବା ଶିଖନ୍ତୁ । ସବୁବେଳେ କେତେକ ଲୋକମାନଙ୍କ ରାୟ ସହିତ କାମ କରିବା ଜରୁରୀ ହୋଇ ନ ଥାଏ । ନିଜ ଉପରେ ବିଶ୍ଵାସ କରନ୍ତୁ । ଲୋକମାନଙ୍କ ରାୟ ସହିତ ଚଳାଇବା ପାଇଁ ଚେଷ୍ଟା କରିବେ ତେବେ କଠିନ ପରିସ୍ଥିତିରେ ବି ସମାଧାନ ବାହାର କରିବା ପରିବର୍ତ୍ତେ ଅସମଞ୍ଜସ ସ୍ଥିତି ମିଳିବ ।

ତୃତୀୟ କ୍ରିଷ୍ଟାଲ ବଲ

ଆପଣ ବି ଆପଣଙ୍କ ପୂର୍ବ ଜନ୍ମରେ କେତେକ ଲୋକମାନଙ୍କ ଠାରୁ ଧୋଖା ଖାଇଛନ୍ତି । ଏମାନେ ସେହି ଲୋକମାନେ ଅଟନ୍ତି ଯେଉଁମାନଙ୍କ ଉପରେ ଆପଣ ସବୁଠୁ ଅଧିକ ବିଶ୍ଵାସ କରିଥିଲେ ଓ ଏହି କାରଣ ଅଟେ ଆପଣ କାହା ଉପରେ ଅଧିକ ବିଶ୍ଵାସ କରି ପାରନ୍ତି ନାହିଁ । ଏହା ଦ୍ଵାରା ଭୟ କରନ୍ତି । ଏହିଭଳି ପରିସ୍ଥିତିରେ କେବଲ ନିଜ ମନର ଆବାଜ ଶୁଣନ୍ତୁ ଓ ତାହା ଉପରେ ବିଶ୍ଵାସ କରନ୍ତୁ ।

ଆପଣଙ୍କୁ କିଛି ଏମିତି ସଂକେତ ମିଳିବ ଯାହା ସବୁ ସମସ୍ୟାରୁ ଆପଣଙ୍କୁ ବାହାର କରି ପାରିବ । ଲୋକମାନଙ୍କ ଉପରେ ବିଶ୍ଵାସ କରିବା ପୂର୍ବରୁ ଦୁଇ ତିନି ମାସର ସମୟ ନିଅନ୍ତୁ । ତାଙ୍କୁ ଜାଣିବାକୁ ଚେଷ୍ଟା କରନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଭିତରେ ଯେଉଁ ଅବିଶ୍ଵାସୀୟ ଭାବନା ଅଛି ତାହା ଧୀରେ ଧୀରେ ଦୂରେଇ ଯିବ । ଯାହା ଦ୍ଵାରା ଆପଣ ଲୋକମାନଙ୍କୁ ଚିହ୍ନିବା ଶିଖିଯିବେ ଓ ନିଜ ଉପରେ ବିଶ୍ଵାସ କରିବା ଶିଖିଯିବେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।