Personality Test – ବାଛନ୍ତୁ କୌଣସି ଗୋଟିଏ ଫୈରୀ ଓ ଜାଣନ୍ତୁ ନିଜ ବିଷୟରେ ଏକ ଆଶ୍ଚର୍ଯ୍ୟକର କଥା

ଫୈରୀ ଓ ଫରିସ୍ତା ଏହି ସବୁ ଅବଧାରଣା ଆଲଗା ଅଲଗା ଧର୍ମର ର ଆଲଗା ଅଲଗା ନାମରେ ପରିଚିତ ହୋଇଥାନ୍ତି । ସବୁ ଲୋକଙ୍କ ସହ କୌଣସି ନା କୌଣସି ଦୈବୀ ଶକ୍ତି ରହିଥାଏ । କେହି ତାକୁ ଫରିସ୍ତା କହିଥାଏ ତ କେହି ଫୈରୀ କହିଥାଏ ତ କେହି ସେହି ସର୍ବୋଚ୍ଚ ସତ୍ତାକୁ କୌଣସି ନାମ ଦେବାକୁ ଚାହାନ୍ତି ନାହିଁ । ହିନ୍ଦୁ ଧର୍ମର ଲୋକମାନେ ସେହି ସର୍ବୋଚ୍ଚ ଶକ୍ତିକୁ ନିଜ ନିଜର ଇଷ୍ଟ ଦେବତା ରୂପରେ ଜାଣିଥାନ୍ତି । ଆପଣ କୌଣସି ବି ନାଁ ଦିଅନ୍ତୁ ନା କାହିଁକି ଏହା ସତକଥା ଯେ ସମସ୍ତଙ୍କ ଚତୁର୍ପାଶ୍ୱରେ କିଛିନା କିଛି ଦୈବୀ ଶକ୍ତି ଥାଏ ଯେକି ଆମକୁ ସବୁ ସମସ୍ୟାରୁ ମୁକ୍ତି ଦେଇଥାଏ ।

ତାଙ୍କ ପ୍ରଭାବରୁ ହିଁ ଆମେ ଆମ ଜୀବନକୁ ଠିକ ଭାବେ ପରିଚାଳିତ କରିଥାଉ । ଆପଣଙ୍କୁ ଆମେ ଏହି ଭଳି 4 ଟି ଫୈରୀ ର ଚିତ୍ର ଦେଖେଇବୁ ସେଥି ମଧ୍ୟରୁ ଆପଣ ଗୋଟିଏ ଚିତ୍ର କୁ ପସନ୍ଦ କରନ୍ତୁ ଓ ଜାଣନ୍ତୁ ସେହି ଚିତ୍ର ଅନୁସାରେ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ।

ପ୍ରଥମ ଫୈରୀ

ଆପଣ ଯଦି ପ୍ରଥମ ଚିତ୍ର କୁ ପସନ୍ଦ କରନ୍ତି ତେବେ ଆପଣ ଜଣେ ଉର୍ଜାବାନ ବ୍ୟକ୍ତିତ୍ୱର ମନୁଷ୍ୟ ଅଟନ୍ତି । ଏହା ସହ ଆପଣ ଅନ୍ୟ ଲୋକମାନଙ୍କର ବାବନକୁ ଗୁରୁତ୍ୱ ଦିଅନ୍ତି । ଆପଣ ଉପରୁ ଦେଖିବାକୁ ଯେତେ କଠିନ ବା କଡା ଦେଖାଯାଆନ୍ତି ମନ ଭିତରୁ ଆପଣ ସେତେ ନରମ ପ୍ରକୃତିର ମନୁଷ୍ୟ ଅଟନ୍ତି । ଆପଣ ସବୁ ଜିନିଷକୁ ପୂର୍ବରୁ ହିଁ ପରଖି ନେଇଥାଆନ୍ତି ସେଥିପାଇଁ ଲୋକମାନେ ଆପଣଙ୍କ ପାଖକୁ ପରାମର୍ଶ ନେବା ପାଇଁ ଆସନ୍ତି ।

ଦ୍ଵିତୀୟ ଫୈରୀ

ଆପଣ ଜଣେ ପ୍ରକୃତି ପ୍ରେମୀ ମନୁଷ୍ୟ ଅଟନ୍ତି ସେ ପାହାଡ଼ ହେଉ କୁ ସମୁଦ୍ର କୁଳ ହେଉ ବା ଆପଣ ନିଜ ଘର ପାଖ ପାର୍କରେ ବସିବା ପାଇଁ ପସନ୍ଦ କରନ୍ତି ଓ ମାନସିକ ସନୁଷ୍ଟି ପ୍ରଦାନ କରିଥାଏ । ଆପଣ କାହା ସହିତ ନିବିଡ଼ ଦୋସ୍ତି କରନ୍ତି ନାହିଁ । ଆପଣ ଧର୍ଯ୍ୟ ଓ ପ୍ରଗତିର ଗୁଣକୁ ପସନ୍ଦ କରନ୍ତି । ଆପଣ ଜୀବନରେ ସ୍ଥିରତାକୁ ଖୋଜନ୍ତି ।

ତୃତୀୟ ଫୈରୀ

ଆପଣ ବହୁତ ବିଚାରବନ୍ତ ବ୍ୟକ୍ତି ଅଟନ୍ତି , ଯାହାର ମସ୍ତିସ୍କ ସବୁବେଳେ କାମ କରିଥାଏ ଏହି ସ୍ଥିତି ଆପଣଙ୍କୁ କୌଣସି ସମସ୍ୟାରେ ପକାଇପାରେ କାରଣ ମସ୍ତିଷ୍କରେ ସବୁବେଳେ ବିଚାର କରିବା ସ୍ଥିତି ରହିଲେ ଏହା ସ୍ୱସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ଆପଣ ଆପଣଙ୍କ ପାଖା ପାଖି ଲୋକଙ୍କ ଖୁସି ଓ ଭଲ ସ୍ୱସ୍ଥ୍ୟ ପ୍ରତି କାମନା କରନ୍ତି ।

ଚତୁର୍ଥ ଫୈରୀ

ଆପଣ ଜଣେ ବହୁତ ନମ୍ର ସ୍ଵଭାଵ  ଓ ଭଦ୍ର ବ୍ୟକ୍ତି ଅଟନ୍ତି । ଯାହାଫଳରେ ଆପଣଙ୍କୁ ଜୀବନରେ ବହୁତ ରୋମାଂଚ ପସନ୍ଦ ହୋଇଥାଏ ସେଥିପାଇଁ  ଆପଣଙ୍କ  ସହ କେହି ବୋର ହୁଅନ୍ତି ନାହିଁ କି ଆପଣଙ୍କ ବିନା କେହି ବାହାରକୁ ଯିବା ପସନ୍ଦ କରନ୍ତି ନାହିଁ । ଆପଣ ଏକ ହସ ଖୁସି ମିଯାଜର ବ୍ୟକ୍ତି ଅଟନ୍ତି । ଆପଣ ଜୀବନରେ ଚାଲେଞ୍ଜକୁ ପୂରଣ କରିବାକୁ ପସନ୍ଦ କରନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।