ବାଛନ୍ତୁ ଗୋଟିଏ ଫଟୋ ଓ ଜାଣନ୍ତୁ କଣ ଅଟେ ଆପଣଙ୍କର ପ୍ରକୃତ ଡର

ଭୟ ସମସ୍ତଙ୍କୁ ଲାଗିଥାଏ । ଏହି ଗୋଟିଏ ଶବ୍ଦ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ପରିଭାଷା, କାରଣ ଓ ମହତ୍ଵ ବି ରଖିଥାଏ । ସମସ୍ତେ କୌଣସି ନା କୌଣସି କାରଣ କିମ୍ବା ଅଲଗା ଅଲଗା ଜିନିଷକୁ ଦେଖି ଭୟ କରିଥାନ୍ତି । କିନ୍ତୁ କେଉଁଠି ନା କେଉଁଠି ସମସ୍ତଙ୍କର ଭୟ ସମାନ ହୋଇଥାଏ । କିନ୍ତୁ ବେଳେ ବେଳେ ଏହି ଭୟ ହିଁ ଆମର ଜୀବନକୁ ଏକ ଭିନ୍ନ ମାର୍ଗକୁ ନେଇ ଚାଲିଯାଏ । ଏହା ଆମର ଜୀବନକୁ ଏକ ଭିନ୍ନ ଦିଗ ଦେଇଥାଏ । ସମସ୍ତଙ୍କୁ ନିଜର ଭୟ ବିଷୟରେ ଜଣା ଅଛି ।

କିନ୍ତୁ କଣ ସେହି ଭୟ ଆପଣଙ୍କର ବାସ୍ତବିକ ଭୟ ଅଟେ । ଏହି ପ୍ରଶ୍ନର ଜବାବ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହି ୪ଟି ଫଟୋରୁ ଗୋଟିଏ ବାଛିବାର ଅଛି । ତେବେ ବାଛନ୍ତୁ ଗୋଟିଏ ଫଟୋ ।

ପ୍ରଥମ ଫଟୋ

ଯଦି ଆପଣ ପ୍ରଥମ ଫଟୋକୁ ବାଛିଛନ୍ତି ତେବେ ଆପଣଙ୍କୁ ଅସ୍ଥାୟିତ୍ଵରୁ ଭୟ ଲାଗିଥାଏ । ଜୀବନର ଅର୍ଥ କେବେ ବି ଏହା ହୁଏ ନାହିଁ କି ଆପଣ ଗୋଟିଏ ପ୍ରକାରର କାମ ଗୋଟିଏ ପ୍ରକାରର ସ୍ଥିତି ଗୁଡିକର ସାମ୍ନା କରିବେ । ଏହି ଜୀବନ ବହୁତ ନିରସ୍ତ ହୋଇଯାଏ । ଯଦି ଏହିଭଳି ହୋଇ ଯାଉଛି ତେବେ ଆପଣ କେବଳ ଏହା ଚିନ୍ତା କରି ଭୟ କରିବାକୁ ଲାଗନ୍ତି । ଆପଣଙ୍କୁ ସବୁଦିନ ଗୋଟିଏ ଛୁଟି ଦିନ ଭାବି ବଞ୍ଚିବାର ଅଭ୍ୟାସ ଅଛି । ଆପଣଙ୍କୁ ଅଧିକ କାମ କରିବାକୁ ଭଲ ଲାଗେ ନାହିଁ ।

ଦ୍ଵିତୀୟ ଫଟୋ

କୌଣସି ଅଜଣା ଜିନିଷ ଠାରୁ ହାରିବା ଆପଣଙ୍କର ସବୁଠୁ ବଡ ଭୟ ଅଟେ । ନିଜର ଉଦ୍ଦେଶ୍ୟ ନ ପ୍ରାପ୍ତ କରିବା ଭଳି ହାର ବି ଏଥିରେ ସାମିଲ ଅଛି । ଆପଣ ଯେତିକି ହାରକୁ ଘୃଣା କରିବେ ଓ ଏହା ବିଷୟରେ ଯେତିକି ଚିନ୍ତା କରିବେ ଏହା ଆପଣଙ୍କୁ ଆଗକୁ ବଢିବାକୁ ଅଟକାଇ ଦେବ । କହିବାକୁ ଗଲେ ଯଦି ଆପଣ ନିଜ ଜୀବନରେ ରିସ୍କ ନେବେ ତେବେ ଆପଣ ଆଗକୁ ବଢିବେ ।

ତୃତୀୟ ଫଟୋ

ଆପଣଙ୍କର ବୟସ ବଢିବା ଓ ବୁଦ୍ଧ ଅବସ୍ଥା ଆସିବା ଆପଣଙ୍କର ସବୁଠୁ ବଡ ଭୟ ଅଟେ । ଆପଣ ମୃତ୍ୟୁକୁ ଭୟ କରନ୍ତି ବୋଲି ଆମେ କହୁ ନାହୁଁ । ଆପଣ ସବୁବେଳେ ଚାହାଁନ୍ତି କି ଆପଣ ଯବାନ ରହିବେ । ଆପଣ ଚାହାନ୍ତି କି ସବୁ ପ୍ରିୟ ଜଣ ଆପଣଙ୍କ ସହିତ ରୁହନ୍ତୁ । ଆପଣ ନିଜକୁ ବୁଢା ହେଉଥିବାର ଦେଖି ପାରିବେ ନାହିଁ ।

ଚତୁର୍ଥ ଫଟୋ

ଯଦି ଆପଣ ଫଟୋକୁ ପସନ୍ଦ କରିଛନ୍ତି ତେବେ ଲୋକମାନେ ଆପଣଙ୍କ ବିଷୟରେ କଣ ଚିନ୍ତା କରୁଛନ୍ତି ଓ ଆପଣଙ୍କୁ କେଉଁ ନଜରରେ ଦେଖୁଛନ୍ତି ଏହି ସବୁ କଥା ଆପଣଙ୍କ ପାଇଁ ଅଧିକ ମହତ୍ଵ ରଖିଥାଏ । କିନ୍ତୁ ଆପଣ କାହା ସହିତ ବି ବହୁତ ଜଲ୍ଦି ମିଶି ଯାଆନ୍ତି । ଆପଣ ଏହି କଥାକୁ ନେଇ ବି ଅଧିକ ଚିନ୍ତା କରନ୍ତି କି ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କୁ ନେଇ କେଉଁ ପ୍ରକାରର ଦୃଷ୍ଟିକୋଣ ରଖନ୍ତି । ଏମିତିରେ ଆପଣ ନିଜ ଅନୁସାରେ ଜୀବନ ବ୍ୟତିତ କରି ପାରନ୍ତି ନାହିଁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।