ବାଛନ୍ତୁ ମହତ୍ମା ବୁଦ୍ଧଙ୍କର ଗୋଟିଏ ଫଟୋ ଓ ଜାଣନ୍ତୁ ନିଜ ବିଷୟରେ ଏକ ଜରୁରୀ କଥା

ବୌଦ୍ଧ ଧର୍ମ ଶାନ୍ତିର ସନ୍ଦେଶ ଦେଇଥାନ୍ତି । ଜଣେ ରାଜାଙ୍କର ପୁତ୍ର ହେବା ସତ୍ବେ ବି ବୌଦ୍ଧ ଧର୍ମ ନିଜର ରାଜପାଠ ଛାଡି ଏକ ସନ୍ୟାସୀ ରୂପରେ ନିଜର ଜୀବନ ବ୍ୟତୀତ କରିଲେ । ଏତିକି ନୁହେଁ ସେ ନିଜର ଜ୍ଞାନକୁ ନିଜ ମଧ୍ୟରେ ସୀମିତ ନ ରଖି ସମସ୍ତଙ୍କୁ ସହିତ ବାଣ୍ଟି ଥିଲେ । ଆଜି ଦେଶ ବିଦେଶର କୋଟି କୋଟି ଲୋକମାନେ ତାଙ୍କର ଆଦର୍ଶରେ ଚାଲୁଛନ୍ତି । ଆଜି ଆମେ ଆପଣଙ୍କ ସାମ୍ନାରେ ବୁଦ୍ଧ ଦେବଙ୍କ ସମ୍ବନ୍ଧିତ ଗୋଟିଏ ପହେଳି ନେଇ ଆସିଛୁ ।

ଯାହାର ଆଧାରରେ ଆପଣ ଜାଣି ପାରିବେ କି ଭବିଷ୍ୟତରେ ଆପଣଙ୍କ ସହିତ କଣ ହେବ । ଆପଣଙ୍କ ସାମ୍ନାରେ ଗୋଟିଏ ଫଟୋ ଅଛି । ଯେଉଁଥିରେ ବୁଦ୍ଧ ଦେବଙ୍କ ୫ଟି ଅଲଗା ଅଲଗା ସ୍ୱରୂପ ଅଛି । ଏହି ଫଟୋ ଗୁଡିକ ମଧ୍ୟରେ କେଉଁ ଫଟୋ ଆପଣଙ୍କୁ ଅଧିକ ଆକର୍ଷିତ କରୁଛି ଏହି କଥା ହିଁ ଆପଣଙ୍କ ଭବିଷ୍ୟତ ନିର୍ଧାରଣ କରିପାରେ । ତେବେ ବାଛନ୍ତୁ ଗୋଟିଏ ଫଟୋ ।

ପ୍ରଥମ ଫଟୋ

ଯଦି ଆପଣଙ୍କୁ ପ୍ରଥମ ଫଟୋ ପସନ୍ଦ ଆସିଛି ତେବେ ଏହାର ଅର୍ଥ ଏହା ଅଟେ କି ଆପଣ ମାଟି ସହ ଜଡିତ ବ୍ୟକ୍ତି ଅଟନ୍ତି । ଯିଏ ନିଜର ଆଖପାଖ ଲୋକଙ୍କୁ ବହୁତ ଭଲ ପାଆନ୍ତି । ଆପଣ ସବୁ ପରିସ୍ଥିତିରେ ଶାନ୍ତ ରହିବା ଜାଣିଛନ୍ତି । ଆପଣ ନିଜର ଛବିକୁ ନେଇ ବହୁତ ଜାଗୃତ ରହିଥାନ୍ତି ।

ଦ୍ଵିତୀୟ ଫଟୋ

ଯଦି ଆପଣଙ୍କୁ ବୁଦ୍ଧ ଦେବଙ୍କ ଦ୍ଵିତୀୟ ଫଟୋ ଅଧିକ ଆକର୍ଷିତ ଲାଗୁଛି ତେବେ ଏହାର ଅର୍ଥ ଏହା ଅଟେ କି ଆପଣ ଜଣେ ମଜବୁତ ବ୍ୟକ୍ତିତ୍ବ ବାଲା ମଣିଷ ଅଟନ୍ତି । ଯାହାକୁ ନିଜର ସ୍ଵତନ୍ତ୍ରତା ବହୁତ ଭଲ ଲାଗେ । ଏମିତି କିଛି ନାହିଁ ଯାହା ଆପଣଙ୍କୁ ଭୟଭୀତ କରି ପାରିବ ।

ତୃତୀୟ ଫଟୋ

ଯେଉଁ ଲୋକମାନଙ୍କୁ ଏହି ଫଟୋ ପସନ୍ଦ ଆସିଛି ତେବେ ଏହାର ଅରଥ ଆପଣଙ୍କ ଭିତରେ ଧର୍ଯ୍ୟ ଶକ୍ତି ଅଛି । ଏହା ସହିତ ଆପଣଙ୍କ ଉପରେ ବିଶ୍ଵାସ ବି କରି ହେବ । ଆପଣ କାହାକୁ ବି ଦୁଖିତ କରନ୍ତି ନାହିଁ ।

ଚତୁର୍ଥ ଫଟୋ

ଏହି ଫଟୋକୁ ବାଛିଥିବା ବ୍ୟକ୍ତି ନିଜ ଅପେକ୍ଷା ଅନ୍ୟର ଧ୍ୟାନ ଅଧିକ ରଖନ୍ତି । ଯେତେବେଳେ ବି କାହାକୁ ସାହାର୍ଯ୍ୟ ଦରକାର ହୋଇଥାଏ ତେବେ ସେତେବେଳେ ସେ ଆପଣଙ୍କୁ ହିଁ ଦେଖନ୍ତି । ଆପଣ ବହୁତ ନମ୍ର ଓ ସ୍ଵତନ୍ତ୍ର ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣଙ୍କ ଆଖପାଖରେ ଥିବା ଲୋକମାନଙ୍କ ପାଇଁ ଆପଣ ବହୁତ କିଛି କରନ୍ତି ।

ପଞ୍ଚମ ଫଟୋ

ବୁଦ୍ଧଙ୍କର ପଞ୍ଚମ ଫଟୋ କହୁଛି କି ଆପଣଙ୍କ ସ୍ଵପ୍ନ ଓ ଉଦ୍ଦେଶ୍ୟ ବହୁତ ବଡ ଅଟେ । ଆପଣ ରଚନାତ୍ମକ ସ୍ଵଭାବର ବ୍ୟକ୍ତି ଅଟନ୍ତି ଓ ନିଜ ସଫଳତାକୁ ଅଧିକ ମହତ୍ଵ ଦିଅନ୍ତି । ଆପଣଙ୍କୁ ନିଜ ଉପରେ ବିଶ୍ଵାସ କରିବାକୁ ପଡିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।