ପଞ୍ଚମ ଫୋଟୋକୁ ଦେଖି ଆପଣ ବି କହିବେ ବାଇକ ଓ କାର ସହିତ ଏମିତିକା ‘ଯୁଗାଡ’ କେବଳ ଭାରତୀୟ ହିଁ କରି ପାରିବେ, ଦେଖନ୍ତୁ ଏହିସବୁ ମଜାଦାର ଫୋଟୋ

ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତିକା ମାଜାଦାର ଫୋଟୋ ଆଣି ଆସିଛୁ ଯିଏ ଏହି ସମୟରେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଫୋଟୋ ସବୁ ଭାରତୀୟ ଯୋଗାଡୁଙ୍କୁ ଦର୍ଶାଉଛି, କେମିତି ଆମେ ଭାରତୀୟ କୌଣସି ଜିନିଷକୁ ନିଜ ହିସାବରେ ବ୍ୟବହାର କରିଥାଉ । ତେବେ ଆଜି ଆମେ ଆପଣଙ୍କୁ କିଛି ଏମିତିକା ଫୋଟୋ ଦେଖାଇବୁ ଯେଉଁଥିରେ ଆପଣ ଦେଖିବେ କି କେମିତି ଲୋକ ନିଜ ଗାଡି ସହିତ ଯୁଗାଡ କରି ନିଅନ୍ତି ।

ଏହା ଦେଖନ୍ତୁ ଚପଲ ଲକ୍ କରିବାର ନୂଆ ଉପାୟ, ଯେମିତି ଆପଣଙ୍କ ଚପଲ କେହି ନେଇ ପାରିବେ ନାହିଁ, ନିଜେ କରି ଦେଖନ୍ତୁ ।

ଯଦି ଆପଣଙ୍କର ବାଇକ ରେ  ହର୍ଣ୍ଣ ନାହିଁ ତେବେ କୌଣସି ସାଇକେଲରୁ ଘଣ୍ଟି ଆଣି ଏହି ହର୍ଣ୍ଣ ଲଗେଇ ପାରନ୍ତି ।

ଯଦି ଆପଣଙ୍କର ବଜେଟ କମ ଅଛି ଓ ଆପଣ ନିଜ ବାଇକ ଠାରୁ କାର ଭଳି ସୁଖ ଚାହୁଁଛନ୍ତି ତେବେ ଏହା ବହୁତ ଭଲ ଯୁଗାଡ ଅଟେ ।

ଯଦି ଆପଣଙ୍କ ପାଖରେ କାର ଅଛି ତଥାପି ଆପଣଙ୍କୁ ଗରମ ଲାଗୁଛି ବା ଖରା ପଡୁଛି ତେବେ ଆପଣ ଏହାକୁ ଆପଣେଇ ଏହି ସମସ୍ୟାରୁ ମୁକ୍ତି ପାଇ ପାରନ୍ତି ।

ଡ୍ରାଇଭର ସିଟ ଗାୟବ ହୋଇଯାଇଥିଲା କିନ୍ତୁ କାମ ଅର୍ଜେଣ୍ଟ ଥିଲା ତ ଏହି ଚେୟାର ଲଗାଇ ଭାଇ ଚାଲିଲେ ।

ଲାଗୁଛି ଭାଇଙ୍କ କାରର ଲକ ଖରାପ ହୋଇଯାଇଛି ଓ ଏହି କାରଣରୁ ସେ ଚେନ ଦ୍ଵାରା ଟାୟାରକୁ ଲକ କରିଦେଇଛନ୍ତି । ଯଦି ଆପଣଙ୍କ ପାଖରେ ପଇସାର ଅଭାବ ଅଛି ଓ ଆପଣ ନିଜ କାର ର ସେଫଟି ଚାହୁଞ୍ଚନ୍ତି ତେବେ ଏହି ଉପାୟ ସବୁଠୁ ବେଷ୍ଟ ଅଟେ ।

ଏହିଭଳି ଅନେକ ମଜାଦାର ଫୋଟୋ ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଏହି ପୋଷ୍ଟଟି ପସନ୍ଦ ଆସିଲେ ନିଜ ସାଙ୍ଗ ମାନଙ୍କ ସହ ଶେୟାର କରନ୍ତୁ ।