ବାଛନ୍ତୁ କୌଣସି ଗୋଟେ ମୁଦି ଓ ଜାଣନ୍ତୁ ଆପଣଙ୍କୁ କେମିତିକା ଲାଇଫ ପାର୍ଟନର ମିଳିବ

କୌଣସି ବ୍ୟକ୍ତି ର ପସନ୍ଦ ତା ସ୍ଵଭାବ ଓ ବିଚାର ଆଇନା ହୋଇଥାଏ, ତାଙ୍କୁ କଣ ପସନ୍ଦ ଓ ନାହିଁ ଜାଣିଲେ ଆପଣ ତାଙ୍କ ସ୍ଵଭାବ ବିଷୟରେ ସହଜ ଭାବରେ କହି ପ୍ପାରିବେ । ଏହା ଦ୍ଵାରା ବ୍ୟକ୍ତି ର ଭିନ୍ନ ଭିନ୍ନ କଥା ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ ୪ଟି ମୁଦି ଦେଖେଇବାକୁ ଯାଉଛୁ ଯେଉନଥିରୁ ଆପଣଙ୍କୁ ଗୋଟେ ପସନ୍ଦ କରିବାକୁ ହବ ଓ ଏହା ଅନୁଯାଇ ଆମେ ଆପଣଙ୍କୁ ଏମିତି କିଛି କଥା କହିବୁ ।

ଯାହା ଅନୁଯାଇ ଆପଣ ଜାଣି ପାରିବେ ଯେ ଆପଣଙ୍କ ପାର୍ଟନର କେମିତିକା ହବ ଓ ଆପଣଙ୍କ ପାର୍ଟନରକୁ କଣ ପସନ୍ଦ ହବ ବା ସେ କେଉଁ ସ୍ଵଭାବର ହବ । ତେବେ ଆସନ୍ତୁ ବାଛନ୍ତୁ ଓ ଜାଣନ୍ତୁ ଆପଣଙ୍କ ଜୀବନସାଥୀ କିପରି ହୋଇବେ ।

୧. ଯଦି ଆପଣ ପ୍ରଥମ ମୁଦି ପସନ୍ଦ କରିଛନ୍ତି ତେବେ ଏହି ମୁଦି ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାର୍ଟନର ବହୁତ ଲଭିଙ୍ଗ ଓ କେଅରିଙ୍ଗ ଏବଂ ରୋମାନ୍ଟିକହୋଇଥାନ୍ତି । ଆପଣଙ୍କ ପାର୍ଟନର ଆପପଣଙ୍କ ସବୁ କଥା ମାନିବେ, ଆପଣଙ୍କ ପାର୍ଟନର ଆପଣଙ୍କ ସବୁ କଥା ଶୁଣି ଆପଣଙ୍କୁ ଭଲ ବିଚାର ମଧ୍ୟ କୁହନ୍ତି ଓ ଜୀବନ କୌଣସି ଖରାପ ସମୟରେ ଆପଣଙ୍କ ହାତ ଛାଡନ୍ତି ନାହିଁ । ଆପଣଙ୍କ ପାର୍ଟନର କେବେ ଆପଣଙ୍କୁ ଦୁଃଖୀ ଦେଖି ପାରନ୍ତି ନାହିଁ, ତେବେ ଆପଣଙ୍କୁ ବିଶେଷ ଅନୁଭବ କରାଇବା ପାଇଁ ଆପଣଙ୍କ ପାର୍ଟନର ସବୁ ସମ୍ଭବ ପ୍ରୟାସ କରନ୍ତି ।

୨. ଯଦି ଆପଣ ଦୁତୀୟ ମୁଦି ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପାର୍ଟନର ବହୁତ ଲାଜୁଆ ହୋଇଥାନ୍ତି ଓ ଆପଣଙ୍କ ପ୍ପାର୍ଟନର ବହୁତ ଶୀଘ୍ର ଭାଉକ ହୋଇଥାନ୍ତି । ଆପଣଙ୍କ ପାର୍ଟନର ଭାଉକ ହାବା ସହ ବହୁତ ପ୍ରୋଟେକଟିବ ମଧ୍ୟ ହୋଇଥାନ୍ତି । ଆପଣଙ୍କ ଜୀବନସାଥୀ ଆପଣଙ୍କ ସବୁ କଥା ମାନନ୍ତି ଓ ଆପନାଙ୍କୁ ସବୁ କାମରେ ସପୋର୍ଟ ମଧ୍ୟ କରନ୍ତି ଆପଣ ମଧ୍ୟ ଆପଣଙ୍କ ପାର୍ଟନର ପାଇଁ ବହୁତ ଲକି ସାବ୍ୟସ୍ତ ହୋଇଥାନ୍ତି । ଆପଣ ଧୈନକ ଯୋଡି ବହୁତ ଭଲ ରହିବ କାହିଁକିନା ଆପଣ ଦୁହେଁ ପରସ ପରକୁ ବହୁତ ସମ୍ମାନ ଓ ଭଲ ପାଇବା ଦେବେ ।

୩. ଯଦି ଆପଣ ତୃତୀୟ ମୁଦି ପସନ୍ଦ କରିଛନ୍ତି ତେବେ ଆପଣ ଦୁହେଁ ମିଶି ବହୁତ ଭଲ ପରିବାର ଗଧିବେ ଆପଣ ମାନଙ୍କ ସଂସ୍କାର ଏତେ ଭଲ ଯେ ଦୁହିଙ୍କ ପରିବାର ଏହି ସମ୍ପର୍କ ଦ୍ଵାରା ଲାଭ ପ୍ରାପ୍ତ କରିବ । ଆପପନ ମାନେ ନିଜ ସମ୍ପର୍କ ନିଭେଇବା ପାଇଁ କିଛି କରିବା ପାଇଁ ରାଜି ଅଟନ୍ତି । ଆପଣଙ୍କ ପାର୍ଟନର ଆପଣଙ୍କ ସବୁ କଥା ମାନିବା ସହ ସବୁ ନିଷ୍ପତ୍ତି ବେଳେ ଆପଣଙ୍କୁ ପଚାରିବେ ।

୪. ଯଦି ଆପଣ ଚତୁର୍ଥ ମୁଦି ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପାର୍ଟନର ବହୁତ ସ୍ଵିଟ ଓ ଦାଇତ୍ଵୱାନ ହୋଇଥିବେ । ଆପଣଙ୍କ ପାର୍ଟନର ଆପଣଙ୍କୁ ଖୁସି କରିବା ପାଇଁ କିଛି କରିବା ପାଇଁ ରାଜି ରହିବେ । ଆପଣଙ୍କ ପାର୍ଟନର ଆପଣଙ୍କୁ ସବୁବେଳେ ଆଗକୁ ବଢିବା ପାଇଁ ପ୍ରେରିତ କରିବେ ଓ ସବୁ ପରିସ୍ଥିତି ରେ ଆପନାଙ୍କୁ ସମ୍ଭାଳିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।