ସ୍ଵାମୀ ଠାରୁ ସ୍ତ୍ରୀ ସବୁବେଳେ ଲୁଚାଇ ରଖିଥାଏ ଏହି ୨ ଟି କଥା

କୁହାଯାଏ କି ସ୍ଵାମୀ – ସ୍ତ୍ରୀଙ୍କୁ ପରସ୍ପର ଠାରୁ କୌଣସି ବି କଥା ଲୁଚାଇ ରଖିବା ଉଚିତ ନୁହେଁ । କିନ୍ତୁ ବର୍ତ୍ତମାନ ସମୟରେ ବହୁତ କିଛି ବଦଳି ଯାଇଛି । ସମୟ ଲୋକମାନଙ୍କର ଚିନ୍ତାଧାରା ଓ ମାନବତା ବି ବଦଳାଇ ଦେଇଛି । ୧୦୦ ରୁ ୨୦ କିମ୍ବା ୩୦ % ଦମ୍ପତି ଅଛନ୍ତି ଯେଉଁମାନେ ପରସ୍ପରକୁ ସବୁକିଛି କହିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ପତ୍ନୀମାନେ ସବୁବେଳେ ନିଜର ସ୍ଵାମୀଙ୍କ ଠାରୁ ଲୁଚାଇ ରଖିଥାନ୍ତି ଏହି ୨ଟି କଥା ।

ସ୍ଵାମୀଙ୍କ ଠାରୁ ସବୁବେଳେ ଲୁଚାଇ ରଖିଥାନ୍ତି ଏହି ୨ ଟି କଥା

ସଂସାରରେ ସ୍ଵାମୀ ସ୍ତ୍ରୀଙ୍କର ସମ୍ବନ୍ଧକୁ ପବିତ୍ର ବୋଲି କୁହାଯାଇଛି ଓ ଏହି ପବିତ୍ରତାକୁ ବଞ୍ଚାଇ ରଖିବା ପାଇଁ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ, ସମ୍ମାନ ଓ ବିଶ୍ଵାସ ରହିବା ଦରକାର । ଏହା ଦ୍ଵାରା ଜୀବନରେ ଖୁସି ରହିଥାଏ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବିଶ୍ଵାସ ରହିବା ଦରକାର ।

ଏମିତି ହିଁ ସମ୍ପର୍କକୁ ବଞ୍ଚାଇବା ପାଇଁ ଓ ଘରେ ଶାନ୍ତି ରଖିବା ପାଇଁ ମହିଳାମାନେ କିଛି କଥା କାହାକୁ ବି କୁହନ୍ତି ନାହିଁ, ନିଜ ସ୍ଵାମୀଙ୍କୁ ବିନୁହେଁ । ଆଜି ଆମେ ଆପଣମାନଙ୍କୁ ମହିଳାମାନଙ୍କ ଦ୍ଵାରା ଲୁଚାଯାଉଥିବା କଥା ବିଷୟରେ କହିବୁ ।

୧. ଏମିତିରେ ସେମାନେ ନିଜର ବଞ୍ଚାଇଥିବା କିମ୍ବା ଲୁଚାଇଥିବା ଟଙ୍କା ବିଷୟରେ କାହାକୁ ବି କୁହନ୍ତି ନାହିଁ । ଗୋଟିଏ ପତ୍ନୀ ନିଜର ସ୍ଵାମୀର ଅସଲ ବନ୍ଧୁ ହୋଇଥାଏ କିନ୍ତୁ ତଥାପି ସେ ନିଜର ଏହି କଥା ବିଷୟରେ କାହାକୁ ବି କୁହେ ନାହିଁ । ପ୍ରାୟତଃ ମହିଳାମାନେ ଏହା ଏଥିପାଇଁ କରିଥାନ୍ତି ଯାହା ଦ୍ଵାରା ସେମାନେ ସେହି ଟଙ୍କାକୁ ନିଜର ପରିବାର ସୁଖ ପାଇଁ ଓ ଭଲ କାର୍ଯ୍ୟରେ ଲଗାଇ ପାରିବେ । ଭାରତରେ ପ୍ରାୟତଃ ମହିଳାମାନେ କିଛି ନା କିଛି ଟଙ୍କା ଲୁଚାଇ ରଖନ୍ତି ।

୨. ଅନ୍ୟ କଥାଟି ହେଉଛି ନିଜ ସନ୍ତାନର ଛୋଟ ମୋଟ ସମସ୍ୟା । ସେ ଏହି କଥା ବିଷୟରେ ବି ସ୍ଵାମୀଙ୍କୁ କିମ୍ବା ଅନ୍ୟ କାହାକୁ ବି କୁହେ ନାହିଁ । ସ୍ଵାମୀ ଦିନସାରା ଅଫିସର ଟେନସନରେ ଥାଏ ଓ ଘରକୁ ଆସି ପୁଣି ଟେନସନ ନେବେ ଏହା ଚିନ୍ତା କରି ମହିଳାମାନେ ନିଜର ସ୍ଵାମୀଙ୍କୁ ଅଧିକ ଟେନସନ ଦିଅନ୍ତି ନାହିଁ । ପିଲାମାନଙ୍କର ଏହି ସମସ୍ୟାକୁ ସେମାନେ ନିଜେ ହିଁ ସମାଧାନ କରି ଦିଅନ୍ତି । କିନ୍ତୁ ଯଦି ସମସ୍ୟା ବଡ ହୋଇଥାଏ ତେବେ ଯାଇ ସେମାନେ ସ୍ଵାମୀଙ୍କୁ କହି ଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।