Special Report: ATM ରୁ ଟଙ୍କା ବାହାର କରିବା ହେବ ମହଙ୍ଗା, ATM ବ୍ୟବହାର କରୁଛନ୍ତି କି ନିଶ୍ଚୟ ଜାଣି ରଖନ୍ତୁ ଏହି ଖବର !

ନମସ୍କାର ବନ୍ଧୁଗଣ । ବ୍ଯାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ ଖବର ଆସି ପହଞ୍ଚିଛି । ଏବେ ଏଟିଏମରୁ ପଇସା ବାହାର କରିବା ଗ୍ରାହକ ମାନଙ୍କ ପାଇଁ ମହଙ୍ଗା ପଡିବ । ନିଜ ବ୍ଯାଙ୍କ ବ୍ଯତୀତ ଅନ୍ୟ କୌଣସି ବ୍ଯାଙ୍କରେ ଟଙ୍କା ଉଠାଇଲେ ଅଧିକ ଚାର୍ଜ ଦେବକାଉ ପଡିବ ।

ତେବେ ଆସନ୍ତୁ ଜାଣିବା କେବେ ଠାରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛୁ ଓ ଏହା ପାଇଁ କେତେ ଟଙ୍କା ଚାର୍ଜ ଲାଗିବ । ଭାରତୀୟ ରିଜର୍ଭ ବ୍ଯାଙ୍କ ଠାରୁ ନେଉଥିବା କଷ୍ଟମର ଚାର୍ଜରୁ ଏବେ ବଢାଇ ଦିଆ ଯାଇଛି । ଯଦି ବ୍ଯାଙ୍କରୁ ଲିମିଟରୁ ଅଧିକ ଥର ଟଙ୍କା ଉଠାଯାଏ ତେବେ ଅଧିକ ଚାର୍ଜ ଦେବାକୁ ପଡିବ । ଏହି ନୂଆ ନିୟମ ଅଗଷ୍ଟ ମାସ ୧ ରୁ ଲାଗୁ ବୋଲି ବୋଲି କୁହା ଯାଇଛି । ପୂର୍ବରୁ ଲିମିଟରୁ ଅଧିକ ଟଙ୍କା ଉଠାଇଲେ ମାତ୍ର ୨୦ ଟଙ୍କା କଟୁଥିଲା । ଏହି ନୂଆ ନିୟମ ଅନୁଯାୟୀ ଲିମିଟରୁ ଅଧିକ ଟଙ୍କା ଉଠାଇଲେ ୨୧ ଟଙ୍କା କଟିବ ।

ଯଦି ଗ୍ରାହକ ମାନେ ଅନ୍ୟ ବ୍ଯାଙ୍କରେ ଅଧିକ ଥର ଲିମିଟ ବାହାରେ ଟଙ୍କା ଉଠାନ୍ତି ତେବେ ତାଙ୍କ ଆକାଉଣ୍ଟରୁ ୨୧ ଟଙ୍କା କଟିଯିବ । ଏହି ନୂଆ ନିୟମ ରିସାଇକେଲ ମେସିନ ଉପରେ ମଧ୍ୟ ଲାଗୁ କରାଯିବ । ଏହି ରିସାଇକେଲ ନିୟମ ୨୦୨୨ ଜାନୁଆରୀ ମାସରେ ଲାଗୁ ହେବ ବୋଲି ରିଜର୍ଭ ବ୍ଯାଙ୍କ ସୂଚନା ଦେଇଛି ।

ମେଟ୍ରୋ ସହରର ପ୍ରତି ଗ୍ରାହକ ମାନଙ୍କ ଠାରୁ ପ୍ରତି ମାସରେ ୩ ଥରରୁ ଅଧିକ ଥର ଟଙ୍କା ଉଠାଇଲେ ଅଧିକ ଚାର୍ଜ ପଡିଥାଏ । ସେହିପରି ଅନ୍ୟ ସହରର ଗ୍ରାହ ମାନଙ୍କ ଠାରୁ ୫ ଥରରୁ ଅଧିକ ଥର ଟଙ୍କା ଉଠାଇଲେ ଅଧିକ ଟଙ୍କା କଟିଥାଏ । ଏଟିଏମ ଟ୍ରାଞ୍ଜାକ୍ସନର ଇଣ୍ଟରଚେଞ୍ଜ ଫିସର ପରିବର୍ତ୍ତନ ୨୦୧୨ରେ ହୋଇଥିଲା ।

ଏହା ସହ ଗ୍ରାହକ ମାନଙ୍କ ଠାରୁ ନିଆଯାଉ ଥିବା ଚାର୍ଜ ୨୦୧୪ରେ ପରିବର୍ତ୍ତନ ହୋଇଥିଲା । ଦେଶର ପ୍ରତେକ ବ୍ଯାଙ୍କ ତାର ସୀମା ଯାଏଁ ଗ୍ରାହକ ମାନଙ୍କୁ ସେବା ଯୋଗାଇ ଥାଏ । ଅନ୍ୟ ବ୍ଯାଙ୍କ ଏଟିଏମରୁ ୫ ଥର ଟଙ୍କା ଉଠାଇଲେ ଅଧିକ ଟଙ୍କା କଟିଥାଏ । ବର୍ତ୍ତମାନ ରିଜର୍ଭ ବ୍ଯାଙ୍କ ଏହା ବଢାଇ ଦେଇଛି ।

ବର୍ତ୍ତମାନ ୨୦ ଟଙ୍କା ବଦଳରେ ଗ୍ରାହକ ମାନକର ଆକାଉଣ୍ଟରୁ ୨୧ ତାଙ୍କ କଟିବ । ଟଙ୍କା ଲେନ ଦେନ କରିବାରେ ଏଟିଏମ ଏକ ମାଧ୍ୟମ ଅଟେ । ଅତି ସହଜରେ ଆମେ ମାନେ ଏଟିଏମରୁ ଟଙ୍କା ଉଠାଇ ଏହାର ଉପୋଯୋଗ କରିଥାଉ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ସୂଚନା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ