Ashwin ଦେଲେ ଆରନ Finchଙ୍କୁ ଏମିତି ଚେତାବନୀ, ପଣ୍ଟିଙ୍ଗଙ୍କ ରିଆକ୍ସନ ହେଉଛି ଭାଇରାଲ ଦେଖନ୍ତୁ!

କହିବାକୁ ଗଲେ IPLର ୧୯ ତମ ମ୍ୟାଚ ଗତ କାଲି ଦିଲ୍ଲୀ ଓ ବାଙ୍ଗଲୋର ମଧ୍ୟରେ ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଇଥିଲା । ଏହି ମ୍ୟାଚ ବି ସବୁ ମ୍ୟାଚ ଭଳି ବହୁତ ରୋମାଞ୍ଚକ ପୂର୍ଣ ଥିଲା । ଏହି ମ୍ୟାଚରେ ଦିଲ୍ଲୀ ୫୯ ରନରେ ବାଙ୍ଗଲୋରକୁ ପରାଜୟ କରି ଏକ ଐତିହାସିକ ବିଜୟ ହାସଲ କରିଛି । କହିବାକୁ ଗଲେ ଦିଲ୍ଲୀ ବାଙ୍ଗଲୋରକୁ ୧୯୭ ରନର ଟାର୍ଗେଟ ଦେଇଥିଲା । କିନ୍ତୁ ବାଙ୍ଗଲୋର ଟିମର ଖେଳାଳିମାନେ କେବଳ ୧୩୭ ରନ ହିଁ କରି ପାରିଲେ ।

ବାଙ୍ଗଲୋର ଟିମର କ୍ୟାପଟେନ ବିରାଟ କୋହଳି ହିଁ ସର୍ବାଧିକ ୩୯ ଟି ବଳରେ ୪୩ ରନ କରିଥିଲେ । କିନ୍ତୁ ସେ ନିଜ ଟିମକୁ ଜିତେଇ ପାରିଲେ ନାହିଁ । ଏହି ବିଜୟ ପରେ ବର୍ତ୍ତମାନ ଦିଲ୍ଲୀ ପୟେନ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛି । କହିବାକୁ ଗଲେ ଦିଲ୍ଲୀ ୫ ଟି ମ୍ୟାଚ ଖେଳି ସେଥିରୁ ୪ ଟି ମ୍ୟାଚ ଜିତି ୮ ପୟେନ୍ଟରେ ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛି ।

https://twitter.com/i/status/1313166892501065728

କିନ୍ତୁ ଏହି ମ୍ୟାଚରେ ଯେତେବେଳେ RCB ବ୍ୟାଟିଙ୍ଗ କରୁଥିଲା ତେବେ ସେହି ସମୟରେ କିଛି ଏମିତି ଦେଖିବାକୁ ମିଳିଲା ଯାହା ସମସ୍ତଙ୍କର ଧ୍ୟାନ ଆକର୍ଷିତ କରି ନେଲା । ଏହି ମ୍ୟାଚରେ ଦିଲ୍ଲୀର ସ୍ପିନର ଅଶ୍ଵିନୀ ୪ ଓଭରରେ ୨୬ ରନ ଦେଇ ୧ ୱିକେଟ ନେଇଛନ୍ତି । କିନ୍ତୁ ସେ ଯେତେବେଳ ବୋଲିଙ୍ଗ କରୁଥିଲେ ତେବେ ଗୋଟିଏ ସମୟ ଏମିତି ଆସିଲା ଯେତେବେଳେ ଅଶ୍ଵିନୀ RCBର ବ୍ୟାତ୍ସମ୍ୟାନ ଆରନ ଫିଞ୍ଚଙ୍କୁ ମ୍ୟାଙ୍କେଡିଙ୍ଗ କରିବାକୁ ଯାଉଥିଲେ କି ସେ ଅଟକି ଗଲେ ।

କହିବାକୁ ଗଲେ ଅଶ୍ଵିନୀ ଯେତେବେଳ ବୋଲିଙ୍ଗ କରୁଥିଲେ ତେବେ ସେହି ସମୟରେ ଆରନ ଫିଞ୍ଚ କ୍ରିଚରୁ ବାହାରକୁ ବାହାରି ଗଲେ । ସେହି ସମୟରେ ଅଶ୍ଵିନୀ ରହିଗଲେ ଓ ବୋଲିଙ୍ଗ କରିଲେ ନାହିଁ । ସେ eହା ପରେ ଫିଞ୍ଚଙ୍କୁ କ୍ରିଚ ଭିତରେ ରହିବା ପାଇଁ ସନ୍ଦେଶ ଦେଇ ଆଉଟ କରିଲେ ନାହିଁ । କହିବାକୁ ଗଲେ ଅଶ୍ଵିନୀ ଅଷ୍ଟ୍ରେଲିୟାର ଏହି ବ୍ୟାତ୍ସମ୍ୟାନକୁ ଚେତବନି ଦେଲେ । ଅନ୍ୟ ପଟେ ଡଗ ଆଉଟରେ ବସିଥିବା ଦିଲ୍ଲୀର କୋଚ ରିକୀ ପଟିଂଗ ଏହି ଦୃଶ୍ୟକୁ ଦେଖି ହସୁଥିବାର ନଜର ଆସିଲେ ।

ମ୍ୟାଙ୍କେଡିଙ୍ଗ ମୁଦ୍ଦାରେ ଟୂର୍ନାମେଂଟ ପୂର୍ବରୁ ଅଶ୍ଵିନୀ ଓ ରିକୀ ପଟିଂଗ ମଧ୍ୟରେ କିଛି ମତଭେଦ ଥିଲା । କାରଣ ଅଶ୍ଵିନୀ ଗତ ବର୍ଷ IPLର ଏକ ମ୍ୟାଚରେ ଜସ ବଟଳରକୁ ଏହିଭଳି ଭାବରେ ଆଉଟ କରିଥିଲେ । ଏହା ପରେ ଏହି ଘଟଣାକୁ ନେଇ ପ୍ରାୟତଃ ସବୁ ବଡ ବଡ ଖେଳାଳି ମାନେ ଅଶ୍ଵିନୀଙ୍କର ଖେଳ ପ୍ରତି ଥିବା ଭାବନାକୁ ନେଇ ଆଲୋଚନା ବି କରିଥିଲେ । କିନ୍ତୁ ICC ନିୟମ ଅନୁସାରେ ଏହା ନିୟମ ବିରୁଦ୍ଧ ନୁହେଁ ।

IPL ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲର କୋଚ ରିକୀ ପଟିଂଗ ବି ଏହି ମୁଦ୍ଦା ଉପରେ କହିଥିଲେ କି ସେ ଏଥର ନିଜର ବୋଲରମାନଙ୍କୁ ମ୍ୟାଙ୍କେଡିଙ୍ଗ କରିବା ପାଇଁ ମନା କରିବେ । କିନ୍ତୁ ଏହା ପରେ ଅଶ୍ଵିନୀ ନିୟମ ବିଷୟରେ କହିଲେ ତେବେ ରିକୀ ପଟିଂଗ ବି ତାଙ୍କ କଥାରେ ସହମତ ଦେଇଥିଲେ । କହିବାକୁ ଗଲେ ବୋଲିଙ୍ଗ କରିବା ପୂର୍ବରୁ ବ୍ୟାତ୍ସମ୍ୟାନର ଏହିଭଳି ଆଗକୁ ବାହାରିଯିବା ଠିକ ନୁହେଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।