ନୂଆବର୍ଷର ଜାନୁୟାରୀ ମାସଟି ଏହି ୫ଟି ରାଶି ପାଇଁ ଆଣିବ ବହୁତ ଖୁସି, ଜାଣନ୍ତୁ ଆପଣଙ୍କ ରାଶି କଣ କହୁଛି

ସବୁ ମଣିଷ ନିଜ ଜୀବନରେ କିଛି ନା କିଛି ଅସୁବିଧାର ସମ୍ମୁଖୀନ ହୋଇଥାଏ । ସେଥିପାଇଁ ବହୁତ ଲୋକ ଏହି ଅସୁବିଧାରୁ ମୁକ୍ତ ହେବା ପାଇଁ ବିଭିନ୍ନ ଉପାୟ ଖୋଜିଥାନ୍ତି, ହେଲେ କେତେଜଣ ସଫଳ ହୁଅନ୍ତି ତ କେତେଜଣ ନିରାଶ । ହିନ୍ଦୁ ଧର୍ମରେ ଜ୍ୟୋତିଷ୍ ଶାସ୍ତ୍ର ଅନୁସାରେ ଗ୍ରହର ଚଳଣି ଅନୁସାରେ ରାଶି ଗୁଡିକ ଉପରେ ପ୍ରଭାବ ପଡିଥାଏ । ଆସୁଥିବା ନୂଆବର୍ଷ ର ଜାନୁୟାରୀ ମାସରେ କିଛି ଗ୍ରହ ଦିଗ ବଦଳାଇବେ, ଯାହାର ପ୍ରଭାବ କିଛି ରାଶି ଉପରେ ପଡିବ । ଏହି ରାଶି ଗୁଡିକର ଭାଗ୍ୟ ବଦଳିଯିବ, ଯାହାଫଳରେ ସେମାନଙ୍କର ଆଗାମୀ ଜୀବନ ସୁଖମୟ ହେବ । ତେବେ ଆସନ୍ତୁ ଜାଣିବା ଏହି ରାଶି ଗୁଡିକ ବିଷୟରେ ।

ଧନୁ ରାଶି

Image courtesy: Google

ଧନୁ ରାଶି ପାଇଁ ଜାନୁୟାରୀ ମାସ ବହୁତ ଶୁଭ ରହିବ । ଆପଣ ନିଜର କ୍ରୋଧ ଓ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । କାରଣ କ୍ରୋଧ ଦ୍ଵାରା କୌଣସି ଦୁର୍ଭାବନା ସୃଷ୍ଟି ହୋଇପାରେ । ନିଜର ପରିବାରକୁ ଏହି ମାସରେ କୌଣସି ଟ୍ରିପରେ ବୁଲେଇବା ପାଇଁ ନେଇପାରନ୍ତି । ସମାଜରେ ଆପଣଙ୍କୁ ମାନସମ୍ମାନ ମିଳିବ । ବ୍ୟାପାର କରୁଥିବା ଲୋକମାନଙ୍କୁ ବହୁତ ଲାଭ ମିଳିବ । ଆପଣଙ୍କର ପରିବାର ସୁଖମୟ ରହିବ ।

ତୁଳା ରାଶି

Image courtesy: Google

ତୁଳା ରାଶିର ଲୋକମାନଙ୍କ ପାଇଁ ଏହି ଜାନୁୟାରୀ ମାସ ବହୁତ ଫଳପ୍ରଦ ରହିବ । ଏହି ମାସ ଆପଣ ନିଜର ସମସ୍ତ ଅସୁବିଧାକୁ ବହୁ ସହଜରେ ସମାଧାନ କରିବେ । ନିଜର ମନର ଶାନ୍ତି ପାଇଁ ଆପଣ କୌଣସି ସାମାଜିକ ଆୟୋଜନରେ ଯୋଗ ଦେଇ ପାରନ୍ତି । ପୁରୁଣା କରଜରୁ ମୁକ୍ତି ପାଇବେ ଓ ଧନଲାଭ ହେବ । ପରିବାର ଓ ଆପଣଙ୍କ ଜୀବନ ସାଥିଙ୍କ ତରଫରୁ ଆପଣଙ୍କୁ ଉଭୟ ପ୍ରେମ ଓ ଅପମାନ ମିଳିବ ।

କୁମ୍ଭ ରାଶି

Image courtesy: Google

ଜାନୁୟାରୀ ମାସଟି କୁମ୍ଭ ରାଶିର ଲୋକମାନଙ୍କ ପାଇଁ ବହୁତ ଫଳପ୍ରଦ ହେବ । ନିଜର ବ୍ୟକ୍ତିଗତ ଜୀବନରେ ଆଗକୁ ବଢିବା ପାଇଁ ଆପଣଙ୍କୁ ମଉକା ମିଳିବ । ଚାକିରି କ୍ଷେତ୍ରରେ ଆପଣଙ୍କୁ ପ୍ରମୋଶନ ମିଳିପାରେ । ସ୍ୱାସ୍ଥ୍ୟରେ ସୁଧାର ଆସିବ ଓ ଆପଣଙ୍କୁ ସମାଜରେ ମାନ ସମ୍ମାନ ଅର୍ଜନ ହେବ ।

ମିଥୁନ ରାଶି

Image courtesy: Google

ମିଥୁନ ରାଶି ପାଇଁ ଜାନୁୟାରୀ ମାସ ବହୁତ ଶୁଭ ରହିବ । ଏହି ମାସରେ ଆପଣଙ୍କୁ ହଠାତ ଧନଲାଭ ହୋଇପାରେ । ନିଜର ଟ୍ୟାଲେନ୍ଟ ରେ ଆପଣ ସଫଳତା ହାସଲ କରିବେ । କୌଣସି ଟ୍ରିପ ବା ଯାତ୍ରାରେ ଯିବାର ମଉକା ମିଳିପାରେ ।

ସିଂହ ରାଶି

Image courtesy: Google

ସିଂହ ରାଶିକୁ ବହୁତ କଷ୍ଟ କରିବାର ଆବଶ୍ୟକ ଅଛି । ବ୍ୟାପାରରେ ନିବେଶ କରିବା ପାଇଁ ଏହି ସମୟ ଭଲ ରହିବ । ଆପଣ ନିଜର ପାର୍ଟନରଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ଚାକିରି କ୍ଷେତ୍ରରେ ପ୍ରମୋଶନ ହୋଇପାରେ । ପରିବାର ଓ ସାଥିଙ୍କ ଠାରୁ ପୁରା ସହଯୋଗ ମିଳିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।