Jyotish Shastra- ଟଙ୍କା ରଖିବା ପାଇଁ ଏବେ କିଣି ନିଅନ୍ତୁ ତିଜୋରି, କାରଣ 1, 2, 3, 4 ଫେବୃୟାରୀ ରେ ଏହି 4 ଟି ରାଶିକୁ ମିଳିବ ବଡ ଖୁସି ଖବର

ଏହି ଚାରୋଟି ରାଶିର ଲୋକମାନେ ହୋଇଯିବେ ମାଲାମାଲ କାରଣ ଜୋତିଶ ସାସ୍ତ୍ର ଅନୁସାରେ ସେହି ଭାଗ୍ୟ ଶାଳି ରାଶିମାନଙ୍କ ବିଷୟରେ କହିବାକୁ ଯାଉଛି ୧, ୨, ୩, ୪ ତାରିଖ ଫେବୃୟାରୀ ପରେ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି । ଏହି ସମୟ ରେ ଗ୍ରହ ଗୋଚର ଓ ନକ୍ଷତ୍ରଙ୍କ ମଧ୍ୟରେ ବଡ ପରିବର୍ତନ ଦେଖିବାକୁ ମିଳୁଛି । ଶନି ଗ୍ରହ ନକ୍ଷତ୍ର ପରିବର୍ତନ କରିପାରନ୍ତି । ବୁଧ ଗ୍ରହ ଉଦୟ ହୋଇପାରନ୍ତି ।

୧ ଫେବୃୟାରୀକୁ ରବି ଯୋଗ, ୨ ଫେବୃୟାରୀକୁ ଅମୃତ ସିଦ୍ଧି ଯୋଗ, ୩ ଫେବୃୟାରୀକୁ ସର୍ବସିଧି ଯୋଗ ହେଉଅଛି । ସେଥିପାଇଁ କିଛି ରାଶିମାନଙ୍କ ଜୀବନରେ ଥିବା କିଛି ଦୁଖ ଏବେ ଦୂର ହୋଇଯିବ ।

ଯଦି ଆପଣ କାହାକୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କର ମନର କଥାକୁ କହିଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ କାରଣରୁ ଜିବନରେ ବହୁତ ସଫଳତା ଆସିବାକୁ ଯାଉଛି । ଯଦି ଆପଣଙ୍କର କୌଣସି କାର୍ଯ୍ୟ ଅଟକି ରହିଯାଇଛି ତେବେ ଏବେ ପୁରା ହୋଇଯିବ । ଆପଣଙ୍କର ପ୍ରେମ ସମ୍ପର୍କ ରେ ମଧୁରତା ରହିବ । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ଆର୍ଥିକ ପକ୍ଷ ଆଗ ଅପେକ୍ଷା ଭଲ ରହିବ । ମାତା ପିତାଙ୍କ ସହଯୋଗ ପ୍ରାପ୍ତ ହେବ । ଆପଣଙ୍କ ର ମନରେ ନୂଆ ନୂଆ ବିଚାର ଧାରା ଆସିପାରେ ।

ଯାହା ଦ୍ଵାରା ଆପଣ ଜୀବନ ରେ ବହୁତ ଉନ୍ନତି କରିବେ । ବ୍ୟାପାର ବାଣିଜ୍ୟ ସମ୍ବନ୍ଧୀୟ କୌଣସି ସ୍ଥାନ କୁ ଆପଣ ଯାତ୍ରା ମଧ୍ୟ କରିପାରନ୍ତି । ବିଦେଶରୁ ଅବିବାହିତ ଲୋକମାନଙ୍କ ପାଇଁ ବିବାହାର ପ୍ରସ୍ତାବ ଆସିପାରେ । ଆପଣଙ୍କର ପାରିବାରିକ ଜୀବନ ରେ ବହୁତ ଆନନ୍ଦମୟ ଓ ଖୁଶିମୟ ଆସିପାରେ । ଆପଣଙ୍କ ସମାଜରେ ମାନ ସମ୍ମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ । ଆପଣ ଯଦି ନୂଆ ବାହନ ଓ ଘର କିଣିବା କୁ ଚାହୁଁ ଛନ୍ତି ଏହି ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିବ ।

ବହୁତ ମାମଲାରେ ଆପଣଙ୍କୁ ପ୍ରଗତି ହାସଲ ହେବ । ପରିବାର ଲୋକଙ୍କ ସହିତ ସମ୍ବନ୍ଧ ବହୁତ ଭଲ ରହିବ । ବ୍ୟବସାୟକୁ ଆଗକୁ ବଢେଇବା ପାଇଁ ଆପଣ ଚେଷ୍ଟା କରନ୍ତୁ । ଆପଣଙ୍କୁ ବ୍ୟାପାରରେ ବହୁତ ଉନ୍ନତି ପ୍ରାପ୍ତି ହେବ । ଆପଣଙ୍କ ର ଆର୍ଥିକ ଉନ୍ନତି ସହିତ ଆପଣଙ୍କର ଆମଦାନୀରେ ମଧ୍ୟ ବୃଦ୍ଧି ହେବ । ଆପଣଙ୍କର ଜୀବନରେ ଆସୁଥିବା ଚିନ୍ତା ଦୂର ହୋଇଯିବ । ଗୁରୁଜନଙ୍କ ଠାରୁ ଭଲ ଭଲ ଉପଦେଶ ନିଅନ୍ତୁ ଯାହା ଦ୍ଵାରା ଆପଣଙ୍କୁ ଆଗକୁ ଯାଇକି ବହୁତ ଲାଭ ମିଳିପାରେ । ଅନ୍ୟ ଉପରେ ଅତ୍ୟଧିକ ବିଶ୍ବାସ କରନ୍ତୁ ନାହିଂ ।

ଯାହା ଦ୍ଵାରା ଆପଣଙ୍କୁ ହାନି ମିଳିପାରେ । ଆପଣଙ୍କର କିଛି କଥା ଲୋକମାନଙ୍କୁ ଚିନ୍ତାରେ ପକାଇପାରେ । ସେଥିପାଇଁ କଥା ବାର୍ତ୍ତାରେ ସାବଧାନୀ ରଖନ୍ତୁ । କୌଣସି ଜିନିଷରେ ଆପଣ ନିବେଶ କରିବା ପୂର୍ବରୁ ଆପଣ ଟିକେ ଚିନ୍ତା କରିନିଅନ୍ତୁ । କିମ୍ବା କାହାଠାରୁ ଉପଦେଶ ନିଅନ୍ତୁ । ଆପଣ ମନରେ ତାଜା ଅନୁଭବ କରିପାରନ୍ତି । ଯେଉଁ ଭାଗ୍ୟ ଶାଳି ରାଶିଙ୍କ ବିଷୟରେ କହୁଛୁ ସେଗୁଡିକ ହେଲା ମେଷ ରାଶି, କୁମ୍ଭ ରାଶି, ସିଂହ ରାଶି, ତୁଳା ରାଶି ।