Jyotish Shastra- ଆସନ୍ତା କାଲି ଠାରୁ ଏହି ୫ ଟି ରାଶିର ସବୁ ସଙ୍କଟ ହରିବେ ପ୍ରଭୁ ଭୋଳାନାଥ, ମିଳିବ ଧନ କୁବେର

ସୃଷ୍ଟି ର ଉତ୍ପତ୍ତି ସ୍ଥିତି ଏବଂ ଅଧିପତି ଭଗବାନ ଶିବ ଅଟନ୍ତି । ଭଗବାନ ଶିବ ଙ୍କ ବାର ସୋମବାର ବୋଲି ଆମେ ମାନିଥାଉ । କୁହାଯାଏ ଯଦି ସୋମବାର ଦିନ ଭଗବାନ ଶିବଙ୍କୁ ସଚା ମନରେ ପୂଜା କରାଯାଇଥାଏ ତେବେ ଆମର ସବୁ ମନସ୍କାମନା ପୁରଣ ହୋଇଥାଏ ଏବଂ ଆମ ଜୀବନରେ ଖୁସି ଆସିଥାଏ । ଶିବ ନିଜର ଭକ୍ତ ମାନଙ୍କ ଉପରେ ବହୁତ ଜଲ୍ଦୀ ଖୁସି ହୋଇଥାନ୍ତି ଏବଂ ନିଜର କୃପା ଦୃଷ୍ଟି ମଧ୍ୟ ରଖିଥାନ୍ତି । ଏହା ସହିତ ଆମର ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କର ବହୁତ ମହତ୍ୱ ରହିଛି ।

ପ୍ରତେକ ମଣିଷ ଜୀବନରେ କେବେ ହସ ଆସିଥାଏ ତ କେବେ ଦୁଃଖ ଆସିଥାଏ ଏହି ସବୁ ରାଶି ମାନଙ୍କ ଚଳନି ଯୋଗୁ ହୋଇଥାଏ । ରାଶି ଦ୍ଵାରା ମଣିଷର ଭବିଷ୍ୟତ ମଧ୍ୟ ଜଣାପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ଖାସ ଦିନ ରହିଛି ଯେତେବେଳେ କେତେକ ରାଶି ପାଇଁ ବହୁତ ଭଲ ହୋଇଥାଏ । କାଲିର ଏହି ସୋମବାରରେ ଏକ ଏହି ଭଳି ଶୁଭ ଯୋଗ ବନୁଛି ଯାହା ଫଳରେ ମହାଦେବ ଙ୍କ ଶୁଭ ଦୃଷ୍ଟି କିଛି ରାଶି ଗୁଡ଼ିକ ଉପରେ ବିଶେଷ ରୁପରେ କୃପା ବର୍ସିବ । ଏହି ରାଶି ଗୁଡ଼ିକର ଜୀବନରେ ଖୁସି ର ମହୋଲ ଛାଇ ଯିବ । ତେବେ ଆଜି ଆମେ ଆପଣଙ୍କୁ ସେହି ରାଶି ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ମେଷ ରାଶି:- ଆପଣଙ୍କୁ ଆପଣଙ୍କ ଜୀବନରେ ସଫଳ ହେବାଠାରୁ ଏବେ କେହି ମଧ୍ୟ ରୋକି ପାରିବେ ନାହିଁ । ଆପଣଙ୍କ ସବୁ ଇଚ୍ଛା ପୁରଣ ହେବ । ଆପଣଙ୍କୁ ବହୁତ ଧନ ଲାଭ ହେବାର ମଧ୍ୟ ଯୋଗ ରହିଛି । ପରିବାରରେ ଖୁସିର ମାହୋଲ ବନିବ । କୌଣସି ଅଟକି ରହିଥିବା କାମ ଏବେ ପୁରଣ ହେବ । ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ।

ତୁଳା ରାଶି:- ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଶୁଭ ଫଳ ମିଳିବ । ଆପଣଙ୍କ ସବୁ ଆବଶ୍ୟକତା ପୂରଣ ହେବ । ଆପଣଙ୍କ ଜୀବନ ଆନନ୍ଦିତ ରହିବ । ଆପଣଙ୍କ ଭାଗ୍ୟ ଚମକିବାକୁ ଲାଗିବ । ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ବୃଷ ରାଶି:- ଆପଣଙ୍କ ଜୀବନରେ ଆସୁଥିବା ସବୁ ସମସ୍ୟା ଦୂର ହେବ । ମହାଦେବ ଙ୍କ କୃପାରୁ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । ବ୍ୟାପାର ବାଣିଜ୍ୟରେ ବହୁତ ଲାଭ ହେବ । ପ୍ରେମ ସମ୍ପର୍କରେ ଆଗକୁ ବଢ଼ିବେ । ପାରିବାରିକ ସୁଖ ଶାନ୍ତି ମିଳିବ ।

ମକର ରାଶି:- ଆପଣଙ୍କୁ ବହୁତ ଧନ ଲାଭ ହେବାର ଯୋଗ ରହିଛି । ଆପଣଙ୍କ ସବୁ ଇଚ୍ଛା ପୁରଣ ହେବ । କୌଣସି ଅଟକି ରହିଥିବା କାମ ଏବେ ପୁରଣ ହେବ । ଭୋଳାନାଥ ଙ୍କ କୃପାରୁ ଆପଣଙ୍କ ସବୁ ଚିନ୍ତା ଦୁର ହେବ । ଆପଣଙ୍କୁ ବହୁତ ବଡ଼ ଖୁସି ଖବର ମିଳିବାକୁ ଯାଉଛି । ପରିବାରରେ ସୁଖ ଶାନ୍ତି ରହିବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢିବ ।

କୁମ୍ଭ ରାଶି:- ଆପଣଙ୍କ ସବୁ ସମୟ ଆରମ୍ଭ ହେବାକୁ ଯାଉଛି । ବ୍ୟବସାୟରେ ବହୁତ ଉନ୍ନତି ହେବ । ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ବୈବାହିକ ଜୀବନରେ ଖୁସି ଆସିବ । ବହୁତ ଧନ ପ୍ରାପ୍ତି ହେବ । ଆପଣଙ୍କ ଜୀବନରେ ଖୁସି ଆସିବ । କାର୍ଯ୍ୟକ୍ଷେତ୍ରରେ ସଠିକ ନିର୍ଣ୍ଣୟ ନେବାର ଆପଣ ସଫଳ ହେବେ । ଏବଂ ଆପଣଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟ ମଧ୍ୟ ସଫଳ ହେବ ଏବଂ ଆପଣଙ୍କୁ ବହୁତ ବେଶି ଲାଭ ମଧ୍ୟ ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।