Breaking News: ଆସନ୍ତା 15 ତାରିଖରେ ପୁରା Odisha ବନ୍ଦ, ଦେଖନ୍ତୁ କଣ ସବୁ ରହିବ ଖୋଲା କଣ ରହିବ ବନ୍ଦ !

ନମସ୍କାର ବନ୍ଧୁଗଣ । ଗତ ବର୍ଷ ଠାରୁ ଆମ ଦେଶରେ କୋରୋନା ମହାମାରି ଯୋଗୁ କେତେ ଯେ ଲୋକଙ୍କର ଜୀବିକା ଉପରେ ପ୍ରଭାବ ପଡିଛି ତାହା କହିବା ସହଜ ନୁହେ । କୋରୋନାରେ ଆକ୍ରାନ୍ତ ହୋଇ ଅନେକ ଲୋକଙ୍କର ମୃ-ତ୍ୟୁ ଘଟିଛି । ଠିକ ସେହି ଭଳି ଚଳିତ ବର୍ଷ ମଧ୍ୟ କୋରୋନାର ଦିତୀୟ ଲହର ଆସିବା ପରେ ଲୋକ ମାନଙ୍କ ଜୀବିକା ଉପରେ ଗତ ବର୍ଷ ଅପେକ୍ଷା ଅଧିକ ପ୍ରଭାବ ପଡିଛି ଯାହା ଦ୍ଵାରା ଲୋକ ମାନେ ଅସୁବିଧାର ସମୁଖୀନ ହେଉଛନ୍ତି ।

ଗତ ବର୍ଷ ଯେପରି ଲମ୍ବା ସମୟ ଧରି ଲକ ଡାଉନ ଲାଗି ରହିଥିଲା ଚଳିତା ବର୍ଷ ମଧ୍ୟ ପୁରା ରାଜ୍ୟରେ ଲକ ଡାଉନ ଜାରି ରହିଛି । ଯାହା ଦ୍ଵାରା ସବୁ ଛୋଟ ଠାରୁ ବଡ ଦୋକାନ ବଜାର ବନ୍ଦ ରହିଛି ଯାହା ଦ୍ଵାରା ଲୋକ ମାନଙ୍କର ଅନେକ ସମସ୍ଯା ସୃଷ୍ଟି ହେଉଛି । ରାଜ୍ୟ ସରକାର ଲୋକ ମାନଙ୍କର ଜୀବନ ରକ୍ଷା ପାଇଁ ଲକ ଡାଉନ ଲାଗୁ କରିଥିଲେ ମଧ୍ୟ ଲୋକ ମାନେ ଖାଇବାକୁ ପାଉ ନାହାନ୍ତି ।

ଯାହା ଫଳରେ ଅନେକ ଲୋକ ମାନେ ଦରିଦ୍ରଟାର ସହ ଜୀବନ ଅତିବାହିତ କରୁଛନ୍ତି । ଏହି ବର୍ଷ ରାଜ୍ୟରେ ପେଟ୍ରୋଲ ଓ ଗ୍ଯାସ ଓ ଡିଜେଲ ଦର ମଧ୍ୟ ଆକାଶ ଛୁଆଁ ହୋଇଛି ଯାହା ଆଗରୁ ହୁଏ ତ କେବେ ହୋଇ ନ ଥିଲା । ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟଙ୍କାରୁ ଉର୍ଦ୍ଧ ହେବା ସହ ଅତ୍ୟାବଶ୍ୟକ ଜିନିଷ ମଧ୍ୟ ବୃଦ୍ଧି ପାଇବାରେ ଲାହିଛି ଯାହା ଦ୍ଵାରା ସାଧାରଣ ଲୋକଙ୍କର ଜୀବନ ଜୀବିକା ଉପରେ ବହୁତ ଖରାପ ପ୍ରଭାବ ଦେଖା ଯାଉଛି ।

ସୂଚନା ଅନୁସାରେ ଜୁଲାଇ ୧୫ ତାରିଖରେ ଓଡିଶା ବନ୍ଦ ଡାକରା ଦିଆ ଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ ବାମ ଦଳ ଏହି ଓଡିଶା ବନ୍ଦ ଡାକରା ଦେଇଛନ୍ତି ଯାହାକୁ କଂଗ୍ରେସ ସମର୍ଥନ କରିଛି । ଜୁଲାଇ ୧୫ରେ ସକଳ ୬ ଘଟିକାରୁ ମଧ୍ୟାହ୍ନ ୧୨ ଟା ଯାଏଁ ଓଡିଶା ବନ୍ଦ ଡାକରା ଦିଆ ଯାଇଛି । କେନ୍ଦ୍ର ସରକାରଙ୍କ ଜନ ମରଣ ନୀତି ବିରୁଦ୍ଧରେ ବାମ ଦଳ ଓଡିଶା ବନ୍ଦ ଡାକରା ଦେଇଛନ୍ତି ।

ଏହି ବନ୍ଦ ଡାକରା ଓଡିଶା ପ୍ରଦେଶ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିଛନ୍ତି । ତେବେ ଶେଷରେ ଏତିକି କୁହାଯାଇ ପରେ ଯେ ଏହି ବନ୍ଦ ଡାକରା ହେବ ପରେ ରାଜ୍ୟରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ତାହା ଦେଖିବାର ଅଛି ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର କଣ ମତାମତ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।