ଅର୍ଶ, ମଳକଣ୍ଟକ, ଭଗନ୍ଦର ଆଦି ସମସ୍ଯାର ସମୁଖୀନ ହେଉଛନ୍ତି କି ? ଜାଣନ୍ତୁ Dr. Narahari Panda ଙ୍କ ଠାରୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା

ଅ-ର୍ଶ, ମ-ଳ-କ-ଣ୍ଟ-କ, ଭ-ଗ-ନ୍ଦ-ର ଏ ସମସ୍ତ ହେଉଛି ମ-ଳା-ଶ-ୟ ବା ମ-ଳ-ଦ୍ଵା-ର-ଗତ ରୋଗ । କେତେକେ ବ୍ୟକ୍ତିଙ୍କର ମ-ଳ-ତ୍ଯା-ଗ ସମୟରେ ବା ପରେ ମ-ଳ-ଦ୍ଵା-ରରୁ ରକ୍ତ ନି-ର୍ଗତ ହୋଇଥାଏ ଓ ଏହା ସହ ପ୍ରବଳ ଯ-ନ୍ତ୍ର-ଣା ମଧ୍ୟ ହୋଇଥାଏ । ଏହା ମ-ଳ-କ-ଣ୍ଟ-କ କିମ୍ବା ଅ-ର୍ଶ ହୋଇପାରେ । ଅନ୍ୟ କେତେକଙ୍କ ମ-ଳ-ଦ୍ଵା-ର ପାର୍ଶ୍ଵରେ ଏକ ଛିଦ୍ର ହେବା ସହ ସେଥିରୁ ମଳ ଓ ରକ୍ତ ପଡିଥାଏ । ଏହାକୁ ଭ-ଗ-ନ୍ଦର କୁହାଯାଏ । ତେବେ ଏହି ସବୁ ରୋଗ କାହିଁକି ହୁଏ ଓ ଏହାର ଚିକିତ୍ସା କିପରି କରିବେ ଚାଳନ୍ତୁ ଜାଣିବା ବରିଷ୍ଠ ସ-ର୍ଜ-ରୀ କନସଲଟାଣ୍ଟ ଡାକ୍ତର ନରହରି ପଣ୍ଡାଙ୍କ ଠାରୁ ।

ଅର୍ଶ, ମଳକଣ୍ଟକ ଏବଂ ଭଗନ୍ଦର ହେବାର ମୁଖ୍ୟ କାରଣ ହେଉଛି ସଠିକ ପରିମାଣରେ ପାଣି ନ ପିଇବା, ଅତ୍ୟଧିକ ମାଂ-ସ ଏବଂ ମସଲାଯୁକ୍ତ ଖାଦ୍ୟ ଭୋଜନ ଓ ସଠିକ ସମୟରେ ମଳତ୍ଯାଗ ନଯିବା । ଆମ ଶରୀରକୁ ପ୍ରଚୁର ପରିମାଣରେ ପାଣି ଦରକାର । ଉଚିତ ପରିମାଣରେ ପାଣି ନ ପିଇବା ଦ୍ଵାରା ଆମ ଶରୀରରେ ନିଷ୍କାସିତ ହେଉଥିବା ମଳ କଠିନ ହୋଇଯାଏ ଓ ମ-ଳ-ତ୍ଯା-ଗ ସମୟରେ ମ-ଳ-ଦ୍ଵା-ରରେ ଖ-ଣ୍ଡି-ଆ କରିଥାଏ । ପାଟି ଭଳି ମ-ଳ-ଦ୍ଵା-ର-ର ମ୍ୟୁ-କୋ-ସି-ସ ମଧ୍ୟ ଖୁବ ସୁକ୍ଷ୍ମ ଅଟନ୍ତି । ତେଣୁ ସାମାନ୍ଯ ଚାପ ପଡିଲେ ମଧ୍ୟ ସେ ସ୍ଥାନରେ ଖ-ଣ୍ଡି-ଆ ହୋଇଯାଏ ।

ସେହିପରି ମାଂ-ସ ଓ ମସଲାଯୁକ୍ତ ଖାଦ୍ୟ ଅଧିକ ସେବନ କରିବା ଦ୍ଵାରା ଆମ ମ-ଳ-ଦ୍ଵାର ସଙ୍କୁଚିତ ହୋଇଯାଏ । ଆଉ ପ୍ରତିଦିନ ନିୟମିତ ସମୟରେ ମ-ଳ-ତ୍ଯା-ଗ ନ କରିବା ମଧ୍ୟ ଏହି ରୋଗ ହେବାର ମୁଖ୍ୟ କାରଣ ଅଟେ । ପ୍ରଥମେ ମ-ଳ-କ-ଣ୍ଟ-କ ସୃଷ୍ଟି ହୋଇ ପରେ ଏହା ଅର୍ଶ କିମ୍ବା ଭଗନ୍ଦର ରେ ପରିଣତ ହୋଇଥାଏ । ମଳତ୍ୟାଗ ସମୟରେ ବା ପରେ କଷ୍ଟ ହେବା, ମ-ଳ-ରେ ରକ୍ତ ପଡିବା, ମ-ଳ-ତ୍ଯାଗ ପାଇଁ ଅଧିକ କୁନ୍ଥାଇବାକୁ ପଡିବା ଆଦି ଏହି ସବୁ ରୋଗର ଲକ୍ଷଣ ଅଟେ ।

ମ-ଳ-କ-ଣ୍ଟ-କ-କୁ ଯଦି ଆରମ୍ଭରୁ ଚିକିତ୍ସା ନ କରାଯାଏ ତେବେ ଏହା ସମୟ ସହିତ ବଢେ ଓ ଅ-ର୍ଶ କିମ୍ବା ଭ-ଗନ୍ଦ-ର-ରେ ପରିଣତ ହୋଇଯାଏ । ଏହାକୁ ଅନେକ ବର୍ଷ ଧରି ଚିକିତ୍ସା ନ କରି ଛାଡି ଦେବା ଦ୍ଵାରା ଏହା କ୍ୟାନ୍ସରରେ ପରିଣତ ହେବାର ସମ୍ଭାବନା ମଧ୍ୟ ରହିଥାଏ । ସେଥିପାଇଁ ଆରମ୍ଭରୁ ହିଁ ଡାକ୍ତରଙ୍କ ପରାମର୍ଶ କରି ଆବଶ୍ଯକୀୟ ଔଷଧ ଖାଇବା ବା ଚିକିତ୍ସା କରିବା ଜରୁରୀ ଅଟେ । ଆଉ ଯଦି ଏହା ଅ-ର୍ଶ କିମ୍ବା ଭ-ଗନ୍ଦ-ର ହୋଇଛି ତେବେ ଡାକ୍ତରଙ୍କ ପରାମର୍ଶରେ ତୁରନ୍ତ ସ-ର୍ଜ-ରୀ କରିବା ଆବଶ୍ୟକ ରହିଛି । ଏହାକୁ ଚିକିତ୍ସା ନକରି ଛାଡିଦେବା ଖୁବ ଯ-ନ୍ତ୍ର-ଣା-ଦାୟକ ଅଟେ ।

ସେଥିପାଇଁ ସ-ର୍ଜ-ରୀ କରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ନିହାତି ଆବଶ୍ୟକ ଅଟେ । ଏହାର ନିରାକରଣ ପାଇଁ ପାଇଁ ଆପଣ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଯେପରି ଅତିକମରେ ଦିନକୁ ଦେଢରୁ ଦୁଇ ଲିଟର ଆପଣ ପରିସ୍ରା ଯିବେ । ସେହିପରି ପାରିବ ଏବଂ ଫଳମୂଳ ଜାତୀୟ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ । କେଉଁ ପର୍ବପର୍ବାଣି ସମୟରେ ଯଦି ଆପଣ ଉପବାସ କରୁଛନ୍ତି ତେବେ ମଧ୍ୟ ପ୍ରଚୁର ପରିମାଣରେ ପାଣି ନିଶ୍ଚୟ ପିଅନ୍ତୁ । ଦେଖିବେ ଏହିସବୁ ରୋଗ ଆପଣଙ୍କୁ କେବେ ମଧ୍ୟ ହେବନାହିଁ । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।