ଆପଣ ପସନ୍ଦ କରୁଥିବା ଝିଅ ଆପଣଙ୍କ ଉପରେ ଇଣ୍ଟରେଷ୍ଟ ନେଉନି ? କରନ୍ତୁ ଏହି ଉପାୟ ସେ ଆପଣଙ୍କ ପଛରେ ପାଗଳ ହୋଇଯିବ !

ଆପଣ ଯେତେବେଳେ କୌଣସି ମହିଳାଙ୍କ ସହ କଥା ହେବାକୁ ଇଚ୍ଛା କରୁଛନ୍ତି କିନ୍ତୁ ସେ ଆପଣଙ୍କ ସହ କଥା ହେବାରେ ଇଚ୍ଛା କରୁନାହିଁ । କିନ୍ତୁ ଆପଣଙ୍କୁ ଲାଗେ କି ସେ ଆପଣଙ୍କ ସହ ବହୁତ ମଜାରେ କଥା ହେବ ଓ ଆପଣ ତାହା ସହ କଥା ନହେଲେ ସେ ବହୁତ ମନେ ପାକାଇବ କିନ୍ତୁ ଏପରି କିଛି ହୋଇନଥାଏ । ମେସେଜ କାଲେ ମେସେଜର ଉତ୍ତର ଦିଏ ନାହିଁ ଏଥିପାଇଁ ଆପଣଙ୍କୁ ବହୁତ ରାଗ ଆସେ ।

ତେବେ ଆସନ୍ତୁ ଜାଣିବା କଣ କଲେ ସେ ଆପଣଙ୍କ ସହ କଥା ହେବାପାଇଁ ଇଚ୍ଛା କରିବ । ପ୍ରଥମେ ଆପଣଙ୍କୁ ଏହା ଜାହିର କରିବାକୁ ହେବ କି ସେ ଆପଣଙ୍କ କଥାକୁ କିପରି ପସନ୍ଦ କରିବ । ଏମିତିକି ସେ ଯେତେବେଳେ ଆପଣଙ୍କ ସହ କଥା ହେବ ତାକୁ ମଜା ଆସିବାର ଅଛି ।

ଆମର କିଛି ବେଷ୍ଟ ଫ୍ରେଣ୍ଡ ଥାନ୍ତି ତାଙ୍କ ସହିତ କଥା ହେବା ପାଇଁ ବହୁତ ଇଚ୍ଛା ହୋଇଥାଏ କାହିଁକି ନା ଆପଣ ଦୁଇଜଣ ଏକାପରି ହୋଇଥାନ୍ତି । ଦୁଇଜଣଙ୍କ ହାବ ଭାବ ଏକାପରି ହୋଇଥାଏ । ଆପଙ୍କୁ ଯଦି ମହିଳାଙ୍କ ସହ କଥା ହେବାରେ କୌଣସି ଇଚ୍ଛା ନାହିଁ ତେବେ କୌଣସି ମହିଳା ବି ଆପଣଙ୍କ ସହ କଥା ହେବାରେ କୌଣସି ଇଚ୍ଛା କରିବ ନାହିଁ ।

ଆପଣଙ୍କୁ ଜବରଦସ୍ତି ଏହା କହିବାକୁ ହେବକି ତୁମକୁ ଏହା ପସନ୍ଦ ମତେ ବି ଏହି ଜିନିଷ ବହୁତ ପସନ୍ଦ । କିନ୍ତୁ ସବୁବେଳେ ନୁହେଁ ଏହାର ଏକ ସୀମା ଥାଏ । ତାଙ୍କର ହଁ ରେ ହଁ ଭରିବା ପାଇଁ । ସବୁବେଳେ ଆପଣ ତାଙ୍କ ପରି ଜିତିବାକୁ ଚେଷ୍ଟା କର କିନ୍ତୁ ଅତ୍ୟଧିକ ନୁହେଁ । ଯେଉଁ ମହିଳା ଆପଣଙ୍କର କୌଣସି କେୟାର କରୁନାହିଁ ତାକୁ ଆପଣ ଛାଡି ଦିଅନ୍ତୁ ।

ଆପଣ କେବଳ ମହିଳାକୁ ଦେଖିକି ଅର୍ଥାତ ତାଙ୍କର ସୁନ୍ଦରତା ପଛରେ ପଡି କଥା ହେବାକୁ ଚେଷ୍ଟା କରନାହିଁ । ଆପଣ ପ୍ରଥମେ ମହିଳାଙ୍କ ସହ କଥା ବାର୍ତା କରନ୍ତୁ ଯଦି ସେ ଆପଣଙ୍କ ପ୍ରତି ସହମତି ଦିଏ ତେବେ ଆପଣ ତାକୁ ମହିଳା ବନ୍ଧୁ କରିପାରିବେ । ଏଥିରେ ଆପଣଙ୍କୁ କୌଣସି ଅସୁବିଧା ହେବ ନା କି କେହି ଆପଣଙ୍କୁ ଫ୍ରେଣ୍ଡ ହେବାରେ ସହମତି ଜଣାଉ ନାହିଁ । ଯାହା ସହ ଆପଣ ଚାଲି ପାରୁନାହାନ୍ତି ଆପଣ ତାକୁ ଛାଡି ଦିଅନ୍ତୁ ।

 

ଆପଣ ତା ସହ କଥା ହୁଅନ୍ତୁ ଯିଏ ଆପଣଙ୍କ ସହ କଥା ହେବାରେ ଇଚ୍ଛା କରୁଛି । ସେ ସୁନ୍ଦର ହୋଇଥାଉ କି ନ ହୋଇନଥାଉ ଆପଣଙ୍କୁ ଯାହା ସହ ଆଡଯଷ୍ଟ ହେବାରେ କୌଣସି ଅସୁବିଧା ଲାଗୁନାହିଁ ତାଙ୍କ ସହ ମନ କଥା ହୋଇପାରିବେ । ଦ୍ଵିତୀୟ କଥା ଏହାକି ଆପଣ କୌଣସି ଇଛା ପଛେ ଦଉଡନ୍ତୁ ନାହିଁ । ଯେମିତିକି କଥା ହେବାରେ ମଜା ଲାଗୁନି ।

କଥା ହେବା ପାଇଁ କୌଣସି ବିଷୟ ନାହିଁ । କାହିଁକି ନା ଆପଣଙ୍କୁ ସବୁବେଳେ ଆପଣନାକ ଇଛା ମୁତାବକ କୌଣସି ଜିନିଷ ମିଳିବ ନାହିଁ । ଆପଣ ଯେତେବେଳେ ପ୍ରଥମ କରି କାହା ସହ କଥା ହେଉଛନ୍ତି ସେତେବେଳେ ଭଲ କଥା ହୋଇପାରିବେ ଏହା ମାସେ ଦୁଇ ମାସ ହୋଇପାରିବ କିନ୍ତୁ ସବୁଦିନ ନୁହେଁ । ଆପଣଙ୍କ ମାତା ପିତା ବି ସବୁବେଳେ କଥା ହୋଇପାରୁନଥିବେ ।

ତାଙ୍କର କଥା ହେବାର କୌଣସି କାରଣ ନାହିଁ ଏଥିପାଇଁ କଣ ସେମାନେ ଛାଡ ପାତ୍ର ଦେଇଦେବେ କି । ଏମିତି ତ ହୁଏ ନାହିଁ ନା । ଆଜିକାଲି ପ୍ରଥମେ ବଏ ଫ୍ରେଣ୍ଡ ଆଉ ଗାର୍ଲ ଫ୍ରେଣ୍ଡ ହୁଅନ୍ତି ତାପରେ ଏକ ବେଷ୍ଟ ଫ୍ରେଣ୍ଡ ହୁଅନ୍ତି । କାହିଁକି ନା ବହୁତ ଦିନ ମିଶିଲା ପରେ ଦୁଇ ଜଣଙ୍କର ମନ ମିଶି ଯାଇଥାଏ ଏଥିପାଇଁ ଏକ ଭଲ ଫ୍ରେଣ୍ଡ ହୋଇପାରନ୍ତି ।