ଅନ୍ୟର ପତ୍ନୀଙ୍କ ଉପରେ କାହିଁକି ନଜର ପକାଇଥାନ୍ତି ବିବାହିତ ପୁରୁଷ! ଝଟକା ଲାଗିବ କାରଣ ଜାଣି

ଆପଣମାନେ ଶୁଣିଥିବେ କି ବିବାହ ଏକ ଏମିତି ଲଡୁ ଅଟେ ଯିଏ ଖାଇଲା ସେ ପସ୍ତେଇଲା ଓ ଯିଏ ନ ଖାଇଲା ସେ ବି ପସ୍ତେଇଲା । ଖାସକରି ପୁରୁଷମାନେ ଏହିଭଳି କେସ ରେ ବହୁତ ଅସୁବିଧାରେ ପଡିଥାନ୍ତି । ଯେତେବେଳ ପର୍ଯ୍ୟନ୍ତ ସେମାନେ ଅବିବାହିତ ହୋଇ ରହିଥାନ୍ତି ସେତେବେଳ ପର୍ଯ୍ୟନ୍ତ ତାଙ୍କୁ ବିବାହ ପାଇଁ ଜଲ୍ଦି ଥାଏ । କିନ୍ତୁ ଥରେ ବିବାହ ହୋଇଗଲେ ସେମାନଙ୍କର ଜୀବନ ଚିନ୍ତାପୂର୍ଣ୍ଣ ହୋଇଯାଏ ।

ଏମିତିରେ ଆପଣ ଦେଖିଥିବେ କି ପ୍ରାୟତଃ ପୁରୁଷ ନିଜ ପତ୍ନୀକୁ ଛାଡି ଅନ୍ୟ ବ୍ୟକ୍ତିର ପତ୍ନୀ ଉପରେ ଅଧିକ ନଜର ରଖିଥାନ୍ତି । ଏମିତିରେ ବର୍ତ୍ତମାନ ଆପଣଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ କି ଶେଷରେ ପୁରୁଷମାନେ ଏହିଭଳି କାହିଁକି କରନ୍ତି ? ଆଜି ଆମେ ଏହି ବିଷୟରେ କହିବାକୁ ଯାଉଛୁ ।

Image courtesy: Google

ଏହି କାରଣରୁ ଅନ୍ୟର ପତ୍ନୀମାନଙ୍କ ଉପରେ ଇଣ୍ଟରେଷ୍ଟ ନେଇଥାନ୍ତି ପୁରୁଷମାନେ

୧. ପୁରୁଷମାନଙ୍କୁ ଜୀବନରେ ସବୁବେଳେ ରୋମାନ୍ସ ଓ ନୂଆ ଜିନିଷ ପସନ୍ଦ ହୋଇଥାଏ । ଏମିତିରେ ସେମାନେ ଯେତେବେଳେ କିଛି ବର୍ଷ ନିଜର ପତ୍ନୀ ସହିତ ଲଗାତାର ରୁହନ୍ତି ତେବେ ବୋର ହୋଇ ଯାଆନ୍ତି । ବିବାହ ପରେ ପତ୍ନୀକୁ ପୂରାପୂରି ଜାଣି ନେବା ପରେ ତାଙ୍କର ଆଉ ଖାସ ଇଣ୍ଟରେଷ୍ଟ ରହି ନ ଥାଏ । ଏମିତିରେ ସେମାନେ ଅନ୍ୟର ପତ୍ନୀ ଉପରେ ନଜର ପକାଇଥାନ୍ତି ।

Image courtesy: Google

୨. ସବୁବେଳେ ସମସ୍ତଙ୍କୁ ନିଜ ଜିନିଷ ଠାରୁ ଅନ୍ୟର ଜିନିଷ ଅଧିକ ଭଲ ଲାଗିଥାଏ । ଏମିତିରେ ବାହାଘର ବହୁତ ବର୍ଷ ପରେ ଘରେ ସମସ୍ତ ସୁଖ ସୁବିଧା ହେବା ସତ୍ତ୍ୱେ ବି ପତ୍ନୀ ସହ ଅଳ୍ପ ଝଗଡା ହୋଇଗଲେ ଆମକୁ ଲାଗିଥାଏ କି ଅନ୍ୟମାନଙ୍କ ପତ୍ନୀ ବହୁତ ଭଲ ଅଟନ୍ତି । କିନ୍ତୁ ପୁରୁଷମାନେ ଏହା ଜାଣି ପାରନ୍ତି ନାହିଁ କି ଅନ୍ୟ ପତ୍ନୀଙ୍କର ସ୍ଵାମୀମାନେ ବି ଏହିଭଳି ହିଁ ଚିନ୍ତା କରିଥାନ୍ତି ।

୩. ବେଳେ ବେଳେ ପତ୍ନୀ ନିଜ ସ୍ଵାମୀକୁ ଅଧିକ ପ୍ରେମ କରି ପାରନ୍ତି ନାହିଁ କିମ୍ବା ତାଙ୍କ ପାଖରେ ଏତେ ସମୟ ହିଁ ରହି ନ ଥାଏ କି ସେ ତାଙ୍କ ସହିତ ଅଧିକ ସମୟ ସ୍ପେଣ୍ଡ କରି ପାରିବେ । ଏମିତିରେ ସ୍ଵାମୀ ନିଜକୁ ଅକୁଟିଆ ଅନୁଭବ କରି ପ୍ରେମ ଚକ୍କରରେ ଅନ୍ୟର ପତ୍ନୀମାନଙ୍କ ଆଡକୁ ଆକର୍ଷିତ ହୋଇଯାଆନ୍ତି ।

Image courtesy: Google

୪. ପାଖାପାଖି ସମସ୍ତ ପୁରୁଷଙ୍କର ଅଭ୍ୟାସ ଥାଏ କି ଅନ୍ୟ ମହିଳାଙ୍କୁ ଦେଖିବା । ଏହି କାରଣ ଅଟେ କି ଯଦି ସାମ୍ନା ବାଲାର ପତ୍ନୀ ଅଧିକ ସୁନ୍ଦର ଥିବ ତେବେ କେବଳ ଆପଣଙ୍କର ସ୍ଵାମୀ ନୁହନ୍ତି ସମସ୍ତେ ତାକୁ ଦେଖିଥାନ୍ତି ଓ ତାହା ଆଡକୁ ଆକର୍ଷିତ ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।