ଆଇନଷ୍ଟାଇନଙ୍କ ଠାରୁ ବି ଅଧିକ ବୁଦ୍ଧିମାନ ଅଟେ ୧୧ ବର୍ଷର ଏହି ପିଲାଟି, ୬ ମାସ ବୟସରେ ହିଁ କଥା କହିବା ଆରମ୍ଭ କରି ଦେଇଥିଲା, ତାଙ୍କର IQ ଲେଭଲ ଜାଣିଲେ ଆପାଣ ବିଶ୍ବାସ କରିପାରିବେନି

କୁହାଯାଏ କି ଆଜିକାଲି ନୂଆ ଜନରେଶନ ବହୁତ ଚାଲାକ ଅଟନ୍ତି । କହିବାକୁ ଗଲେ ଏହି କଥାକୁ ୧୧ ବର୍ଷର ଅନୁଷ୍କା ଦୀକ୍ଷିତ ସଠିକ ବୋଲି ପ୍ରମାଣ କରି ଦେଇଛନ୍ତି । କହିବାକୁ ଗଲେ ଅନୁଷ୍କା ଦୀକ୍ଷିତ ଟପର ପିଲାମାନଙ୍କ ଠାରୁ ବି ଅଧିକ ବୁଦ୍ଧିମାନ ଅଟନ୍ତି । ଏତେ ଅଧିକ ବୁଦ୍ଧିମାନ ଅଟନ୍ତି କି ତାଙ୍କର ଆଈକ୍ଯୂ ଅଲ୍‍ବର୍ଟ ଆଇଂସ୍ଟାଇନ ଓ ଷ୍ଟିଫେନ ହକିଙ୍ଗଙ୍କ ଭଳି ମହାନ ଓ ବଡ ବଡ ସାଇଂଟିସ୍ଟରୁ ବି ଭଲ ଅଟେ ।

ଅନୁଷ୍କାଙ୍କର ବୁଦ୍ଧିର ଅନ୍ଦାଜ ଆପଣ ଏହି କଥାରୁ ଲଗାଇ ପାରିବେ କି ତାଙ୍କର ପୁରା ପୀରିୟୋଡିକ ଟେବୁଲକୁ ସେ ମାତ୍ର ୪୦ ମିନିଟରେ ହିଁ ମନେ ରଖି ଦେଇଥିଲେ । କହିବାକୁ ଗଲେ ଅନୁଷ୍କା ଲଣ୍ଡନରେ ରୁହନ୍ତି । କିନ୍ତୁ ସେ ଭାରତୀୟ ଅଟନ୍ତି । ଅନୁଷ୍କା ବର୍ତ୍ତମାନ ହିଁ Mensa IQ Testରେ ସବୁଠୁ ଅଧିକ ସମ୍ଭବତଃ ଅଙ୍କ ପ୍ରାପ୍ତ କରିଛନ୍ତି । ଏହି ଟେଷ୍ଟରେ ଅନୁଷ୍କାଙ୍କୁ ୧୬୨ ଅଙ୍କ ମିଳିଛି ।

ଆପଣଙ୍କୁ କହିଦେଛୁ ଯେ ଦୁନିଆର ସବୁଠୁ ଜ୍ଞାନୀ ଓ ବୁଦ୍ଧିମାନୀ ସାଇଂଟିସ୍ଟ ସ୍ୱର୍ଗୀୟ ଷ୍ଟିଫେନ ହକିଙ୍ଗଙ୍କୁ ବି ଏହି ଟେସ୍ଟରେ ୧୬୦ ଅଙ୍କ ହାସଲ ହୋଇଥିଲା । କହିଦେଛୁ ଯେ ଏହି ଟେସ୍ଟରେ ଜୀନିୟସ କୁହାଯାଇବା ପାଇଁ କମ ରୁ କମ ୧୪୦ ଅଙ୍କ ଆଣିବା ହୋଇଥାଏ ।

ଅନୁଷ୍କାଙ୍କର ମାଙ୍କର କହିବା ଅଟେ କି ତାଙ୍କ ଝିଅ ପୂର୍ବରୁ ହିଁ ତେଜ ଓ ବୁଦ୍ଧିମାନ ଅଟେ । ତାଙ୍କ ମାଙ୍କ ଅନୁସାରେ ଅନୁଷ୍କା ୬ ମାସର ହୋଇଥିଲେ ସେହି ସମୟରୁ ହିଁ ସେ କଥା କହିବା ଆରମ୍ଭ କରି ଦେଇଥିଲେ । ଏତିକି ନୁହେଁ ଅନୁଷ୍କା ୧ ବର୍ଷର ଥିଲେ ସେତେବେଳେ ସେ ସମସ୍ତ ଦେଶର ନାମ ଓ ତାହାର ରାଜଧାନୀକୁ ମନେ ରଖିବା ଆରମ୍ଭ କରି ଦେଇଥିଲେ ।

ଅନୁଷ୍କା ଏହି ପରୀକ୍ଷାକୁ ମାତ୍ର ୪ ମିନିଟରେ ଓ ୨୮ ଟି କଠିନ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି ବିଷୟରେ ଅନୁଷ୍କା କହିଲେ କି ଏହା କରିବା ପାଇଁ ତାଙ୍କୁ ଅଧିକ କଷ୍ଟ  ଲାଗିଲା ନାହିଁ । କିନ୍ତୁ ସମୟ କମ ଥିବାରୁ ତାଙ୍କ ଉପରେ ସମୟର ପ୍ରେସର ଥିଲା । କିନ୍ତୁ ତାଙ୍କୁ ଯେତେବେଳେ ପୁରା ନମ୍ବର ମିଳିଲା ତେବେ ସେ ଆଶ୍ଚର୍ଯ୍ୟ ହୋଇଗଲେ । କହିଦେଛୁ ଯେ Mensa IQ Test ଯୂନିବର୍ସିଟୀ ଅଫ ଇଷ୍ଟ ଲଣ୍ଡନର ୨୦ ଏପ୍ରିଲରେ ହୋଇଥିବା ପରୀକ୍ଷାରେ ଅନୁଷ୍କା ଜଣେ ମାତ୍ର ଏମିତି ଝିଅ ଥିଲେ ଯିଏକି ବୟସରେ ସମସ୍ତଙ୍କ ଠାରୁ ଛୋଟ ଥିଲେ । ଟେଷ୍ଟର ଅନ୍ୟ ପ୍ରତିଯୋଗୀତାଙ୍କର ବୟସ ୩୦ ରୁ ୬୦ ବର୍ଷ ମଧ୍ୟରେ ଥିଲା ।

ଅନୁଷ୍କାଙ୍କର ଇଚ୍ଛା କି ସେ ବଡ ହୋଇ ଡାକ୍ତର ହେବେ । ଏହା ଛଡା ସେ ଡାନ୍ସ ଓ କିବିତାରେ ରୁଚି ରଖନ୍ତି । ଅନ୍ୟ ପଟେ ଯେତେବେଳେ ମିଡିୟାରେ ଲୋକମାନଙ୍କୁ ଏହି ୧୧ ବର୍ଷ ଝିଅର ଆଈକ୍ଯୂ ଲେବୁଲ ବିଷୟରେ ଜଣା ପଡିଲା ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସମସ୍ତେ ଅନୁଷ୍କାକୁ ତାହାର ଭବିଷ୍ୟତ ପାଇଁ ଶୁଭକାମନା ଦେଉଛନ୍ତି ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।