ପୁଣି ଥରେ ଶୋକରେ ବୁଡିଲା TV ଇଣ୍ଡଷ୍ଟ୍ରି, ଏହି ଏହି ମହାନ Actor ଙ୍କର ହେଲା ପରଲୋକ

ମନୋରଞ୍ଜନ ଜଗତରୁ ଗୋଟିଏ ଖ-ରା-ପ ଖବର ଆସିଛି । ଛୋଟ ପରଦା ଓ ହିନ୍ଦୀ ସିନେମାର ଜଣାଶୁଣା ଅଭିନେତା ଅନୁପମ ଶ୍ଯାମ ୬୪ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି । ସେ ଦୀର୍ଘ ସମୟରୁ ପୀ-ଡି-ତ ଥିଲେ ଓ ତାଙ୍କ ଶରୀରର ଅନେକ ଅ-ଙ୍ଗ କାର୍ଯ୍ୟ କରିବା ମଧ୍ୟ ବନ୍ଦ କରି ଦେଇଥିଲା ।

ତାଙ୍କ ନି-ଧ-ନ ଖବରେ ମନୋରଞ୍ଜନ ଜଗତରେ ଖେଳି ଯାଇଛି ଶୋ-କ-ର ଛା-ୟା । ଛୋଟ ପରଦାରେ ଠାକୁର ସଜ୍ଜନ ସିଂ ନାମରେ ସେ ବେଶ ପରିଚିତ ଥିଲେ । ଧାରାବାହିକ ପ୍ରତିଜ୍ଞାରେ ଅନୁପମ ଶ୍ଯାମ ଏହି ଭୂମିକାରେ ଅଭିନୟ କରିଥିଲେ, ଯାହା ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହି ଚରିତ୍ର ତାଙ୍କୁ ଖୁବ ଲୋକପ୍ରିୟତା ଦେଇଥିଲା । ଦୁଃ-ଖ-ର ବିଷୟ ହେଉଛି ଏହି ଦିଗଜ ଅଭିନେତା ଏବେ ଆଉ ଆମ ଗହଣରେ ନାହାନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଅନୁପମ ଶ୍ଯାମ ଗତ ବର୍ଷରୁ କି-ଡ-ନୀ ରୋ-ଗ-ରେ ପୀ-ଡି-ତ ଥିଲେ ଓ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା ।

ଗତ ବର୍ଷ କ-ରୋ-ନା ମ-ହା-ମା-ରୀ ଯୋଗୁଁ ଦେଶରେ ଲ-କ-ଡା-ଉ-ନ ଲାଗିବା ସମୟରେ ତାଙ୍କ ଅବସ୍ଥା ଖୁବ ଶୋ-ଚ-ନୀ-ୟ ଥିଲା ଓ ତାଙ୍କୁ ଆଇସିୟୁ ରେ ଆଡମିସନ କରାଯାଇ ଥିଲା । ଏହି ମୁ-ସ୍କି-ଲ ସମୟରେ ତାଙ୍କ ଆର୍ଥିକ ସ୍ଥିତି ମଧ୍ୟ ଟ-ଳ-ମ-ଳ ହୋଇ ଯାଇଥିଲା ଓ ପରିବାର ପାଖେ ତାଙ୍କ ଚିକିତ୍ସା ପାଇଁ ପଇସା ନ ଥିଲା । ସେହି ସମୟରେ ଅନେକ ଲୋକ ତାଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ । ଛୋଟ ପରଦା ସହ ଅନୁପମ ହିନ୍ଦୀ ସିନେମାରେ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

କିନ୍ତୁ ଟିଭି ଇଣ୍ଡଷ୍ଟ୍ରିରୁ ହିଁ ତାଙ୍କୁ ଅସଲ ପରିଚୟ ମିଳିଥିଲା । ୨୦ ଡିସେମ୍ବର ୧୯୫୭ରେ ପ୍ରତାପଗଡରେ ଜନ୍ମିତ ଅନୁପମ ଶ୍ଯାମା ଲକ୍ଷ୍ନୌର ଭାରତେନ୍ଦୁ ନାଟ୍ଯ ଏକାଡେମିରୁ ଥିଏଟର ପାଠପଢା ଶେଷ କରିଥିଲେ । ଏହାପରେ ସେ ଦିଲ୍ଲୀର ଶ୍ରୀରାମ ସେଣ୍ଟର ରଙ୍ଗମଣ୍ଡଲରେ କାମ କରିଥିଲେ ଓ ପରେ ସ୍ଵପ୍ନର ସହର ମୁମ୍ବାଇ ଆସି ଯାଇଥିଲେ । ହିନ୍ଦୀ ସିନେମାରେ କିଛି ଖାସ କମାଲ ନ ଦେଖାଇ ପାରି ସେ ଛୋଟ ପରଦା ଆଡକୁ ଆସିଥିଲେ । ତାଙ୍କୁ ଧାରାବାହିକ ‘ମନ୍ କି ଆୱାଜ ପ୍ରତିଜ୍ଞା’, କ୍ରିଷ୍ଣା ଚଲି ଲଣ୍ଡନ’ ଓ ‘ଡୋଲି ଅରମାନୋ କି’ ରେ ଦେଖା ଯାଇଥିଲା ।

ସେଥିମଧ୍ୟରୁ ମନ୍ କି ଆୱାଜ ପ୍ରତିଜ୍ଞାରେ ତାଙ୍କ କାର୍ଯ୍ୟକୁ ସବୁଠୁ ଅଧିକ ଭଲ ପାଇବା ଦେଇଥିଲେ ଲୋକେ । ତାଙ୍କ ନି-ଧ-ନ-ରେ ଜଣାଶୁଣା ଫିଲ୍ମକାର ଅଶୋକ ପଣ୍ଡିତ ଟ୍ବିଟ କରି ନିଜ ଦୁଃଖ ଜାରି କରିଛନ୍ତି । ଦିଗନ୍ତ ଅଭିନେତାଙ୍କ ଫଟୋ ଲଗାଇ ସେ ଲେଖିଛନ୍ତି କି, ‘ମଲ୍ଟିପଲ ଅ-ର୍ଗା-ନ ଫେଲ୍ୟୁର ପାଇଁ ଅନୁପମ ଶ୍ୟାମଙ୍କ ନି-ଧ-ନ ହୋଇଥିବା ଜାଣି ସେ ଖୁବ ଦୁଃଖିତ ଅଟନ୍ତି । ଏହା ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରି ପାଇଁ ବହୁତ ବଡ କ୍ଷ-ତି ଅଟେ । ଶ୍ରଦ୍ଧାଞ୍ଜଳି ।’

ଅନୁପମ ଶ୍ୟାମଙ୍କ ନି-ଧ-ନ-ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଟ୍ବିଟ ଜରିଆରେ ନିଜ ଶୋ-କ ପ୍ରକାଶ କରିଛନ୍ତି । ଗତ ବର୍ଷ ଅନୁପମ ଶ୍ଯାମଙ୍କ ଆର୍ଥିକ ସ୍ଥିତି ଖରାପ ଥିବା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ୨୦ ଲକ୍ଷ ଟଙ୍କା ସହାୟତା ଦେଇଥିଲେ ।