ଅନୁଭବ ଖୁସିରେ ପାଳୁଛନ୍ତି ଜନ୍ମ ଦିନ। ଠିକ ଏତିକି ବେଳେ କଣ କଲେ ବର୍ଷା ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ ।

ଦର୍ଶକ ବନ୍ଧୁ ଗତ ବର୍ଷ ଯେବେ ଅନୁଭବ ମହାନ୍ତି ପାରିବାରିକ ବିବାଦରେ ଛନ୍ଦି ହୋଇଥିଲେ ସେତେବେଳେ “ଲଭ ଇନ ଲଣ୍ଡନ” ଫିଲ୍ମ ର ଶୁଟିଙ୍ଗ ସେଟ ରୁ ଅନୁଭବ କହିଥିଲେ ମୋର ଜନ୍ମଦିନ ସେବେ ପାଳନ କରିବି ଯେବେ ମୋର ଡିଭୋର୍ସ ହେବ । ଏଣୁ ଗତ ବର୍ଷ ଅନୁଭବ ନିଜର ଜନ୍ମ ଦିନ ପାଳନ କରି ନାହାନ୍ତି । ଯେବେ ସାରା ଓଡିଶା ଭାଇ ଜାନ ଙ୍କ ଜନ୍ମଦିନ ପାଳନ କରିବାକୁ ଅନାଇ ବସିଥିଲା ଠିକ ଏତିକି ବେଳେ ଏମିତି ଏକ ବାର୍ତ୍ତା ଦେଇଥିଲେ ସୁପର ଷ୍ଟାର ଅନୁଭବ ମହାନ୍ତି ।

ଆଉ ଆଜି ଯେବେ ହାଇ କୋର୍ଟ ଛାଡପତ୍ର ପାଇଁ ଅନୁମତି ପ୍ରଦାନ କରିଛନ୍ତି ସେତେବେଳେ ଅନୁଭବ ଜନ୍ମଦିନ ପାଳନ କରୁଛନ୍ତି । ଶୁଭେହୁ ମାନଙ୍କ ସହ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କୁ ଜାଣିଥିବା ଭଲ ପାଉଥିବା ସମସ୍ତେ ପହଞ୍ଚି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଆଉ ଠିକ ଏତିକି ବେଳେ ଗତ ବର୍ଷ ବି ଏ ବର୍ଷ ମଧ୍ୟ ଚୁପ ଅଛନ୍ତି ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ଅନୁଭବ ଙ୍କ କହିବା ଅନୁଯାୟୀ ଏଥର ଛାଡପତ୍ର ଅନୁମତି ପରେ ଖୁବ ଧୂମଧାମ ରେ ପାଳନ କରା ଯାଉଛି ଜନ୍ମଦିନ । ଅନୁଭବ ଯେବେ ଦିଲ୍ଲୀ ରେ ଥିଲେ ଏମିତି ଏକ ରାୟ ଶୁଣାଇଛନ୍ତି । ଗତ କାଲି ଦିଲ୍ଲୀରୁ ଭୂବନେଶ୍ବର ରେ ପହଞ୍ଚିବା ପରେ ଏମିତି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଥିଲା । ଗଣମାଧ୍ୟମ କୁ ପ୍ରତିତ୍କ୍ୟା ଦେଇ ଅନୁଭବ କହିଛନ୍ତି ବାପାଙ୍କ ପାଇଁ ଯାହା କର୍ତ୍ତବ୍ୟ ଗୋଟେ ପୁଅ ହିସାବରେ ତାହା ଆଗ କରିବି ।

ମୋ ଝିଆରୀ ମୋତେ ବହୁତ ପସନ୍ଦ କରେ ଓ ମା ବହୁତ ଭଲ ଆପେ । ଆପଣ ମାନେ ଆଉ ଥରେ ଭଗବାନଙ୍କୁ ଡାକନ୍ତୁ । ମୋ ବାପାଙ୍କ ସ୍ବାସ୍ଥ୍ୟବସ୍ଥା ଜଲ୍ଦି ଭଲ ହୋଇଯାଉ । ମୁଁ ଆପଣଙ୍କ ଦୁଃଖରେ ନିଶ୍ଚୟ ଠିଆ ହେବି” । ଶେଷରେ ଅନୁଭବ କହିଛନ୍ତି ମୋ ଦେହରେ ସାହେ ସିଂହ ର ବଳ ଆସିଛି । କୋର୍ଟରେ ମାମଲା ଚାଲୁ ଥିବାରୁ ବହୁତ କାମ ଅଛି ଯାହା ମୁଁ କରି ପାରିନି । ଏବେ ସବୁ କାମ କରିବି ।

ସୁଖରେ ଦୁଃଖ ମୁଁ ସମସ୍ତଙ୍କ ପାଖରେ ଛିଡା ହେବି । ଏମିତି କିଛି ପ୍ରତିକ୍ରିୟା ଗତ କାଲି ଅନୁଭବ ଦିଲ୍ଲୀ ରୁ ଫେରିବା ପରେ ଦେଇଛନ୍ତି । କାରଣ କୋର୍ଟ ଏବେ ତାଙ୍କୁ ଛାଡପତ୍ର ପାଇଁ ଅନୁମତି ଦେଇଛନ୍ତି । ଯେଉଁ କଥା ଅନୁଭବ କହିଥିଲେ ଛାଡପତ୍ର ପରେ ହିଁ ଜନ୍ମଦିନ ପାଳନ କରିବେ ଯାହା ଗତ କାଲି ରାତି ଠାରୁ ଦେଖା ଯାଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।