ଅନୁଭବ ଆଉ ବର୍ଷାଙ୍କୁ ନେଇ ବଡ଼ ଖବର, ଏ ମାସ ବର୍ଷାଙ୍କୁ ୩୦ ହଜାର ଟଙ୍କା ଦେଲେନି Anubhav…. ଦେଖନ୍ତୁ Video

ଦର୍ଶକ ବନ୍ଧୁ ପୁଣି ବାଳୁଙ୍ଗା ଟୋକାର ବାଳୁଙ୍ଗାମି । ଏ ମାସରେ ବର୍ଷା ଙ୍କୁ ଦେଲେନି 30 ହଜାର ଟଙ୍କା । କାହିଁଙ୍କି ଏମିତି କରିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଅନୁଭବଙ୍କ ପାଖରେ କଣ ଟଙ୍କା ନାହି କି ? ନା ଭୁଲିଗଲେ ପ୍ରତି ମାସ 10 ତାରିଖ ଭିତରେ ବର୍ଷା ପ୍ରିୟଦର୍ଶିନୀଙ୍କୁ 30 ହଜାର ଟଙ୍କା ଦେବାକୁ । ଏଠି କହି ରଖିବାକୁ ଚାହିଁବୁ ତାରିଖ ଭୁଲି ନାହାନ୍ତି ଅନୁଭବ । ସମାନ 10 ତାରିଖରେ ଟଙ୍କା ଦେଇଛନ୍ତି ।

କିନ୍ତୁ ପୁରା ଟଙ୍କା ଦେଇ ନାହାନ୍ତି 30 ହଜାର ଟଙ୍କା । ତେବେ କାହିଁକି ବର୍ଷାଙ୍କୁ ଏ ମାସରେ 30 ହଜାର ଟଙ୍କା ଦେଲେ ନାହି ସାଂସଦ ଅନୁଭବ ମହାନ୍ତି । ଏବେ ଠାରୁ ଅନୁଭବ ଆଉ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ଝଡ ଉଠୁଛି ସେବେ ଠାରୁ ଦୁହେଁ ଚର୍ଚ୍ଚାରେ ରହିଛନ୍ତି । ନିକଟ ଅତୀତରେ କୋର୍ଟ ଅର୍ଡର ଦେଲେ ବର୍ଷା ଅନୁଭବଙ୍କ ଘର ଛାଡିବେ ଆଉ ପ୍ରତି ମାସରେ ବର୍ଷାଙ୍କ ଖର୍ଚ୍ଚ ବାଦକୁ ଅନୁଭବ ବର୍ଷାଙ୍କୁ 30 ହଜାର ଟଙ୍କା ଦେବେ ।

ସବୁ ମାସ ଠିକ ଠାକ ଦେଉଥିଲେ ଅନୁଭବ । କିନ୍ତୁ ଏ ମାସରେ କଣ ପାଇଁ ଅନୁଭବ ଟଙ୍କା ଦେଇ ନାହାନ୍ତି ? ସୂଚନା ଅନୁଯାୟୀ ଏଥର ଅନୁଭବ ଙ୍କ ଆକାଉଣ୍ଟକୁ ଦେଇଛନ୍ତି 29 ହଜାର 899 ଟଙ୍କା । 30 ହଜାରଟୁ ମାତ୍ର 101 ଟଙ୍କା କମ । ବର୍ଷାଙ୍କୁ ଏଥର ଚାଲିବା ପାଇଁ କୋର୍ଟ ଯେଉଁ ନିସ୍ପତି ଦେଇଥିଲେ ଏଥର ଅନୁଭବ 30 ହଜାର ଟଙ୍କା ବଦଳରେ 29 ହଜାର 899 ଟଙ୍କା ଦେଇଛନ୍ତି ।

ସବୁଠାରୁ ବଡ କଥା ହେଉଛି ଏ ଫେବ୍ରୁଆରି ମାସର ଅର୍ଥ ଯାହା ଅନୁଭବ ମାର୍ଚ୍ଚ ମାସରେ ଦେଇଛନ୍ତି ବର୍ଷାଙ୍କୁ । ଆଉ ଜାନୁଆରୀ ମାସର ଟଙ୍କା ବି ଅନୁଭବ ଦେଇଥିଲେ ଫେବ୍ରୁଆରି 10ରେ । ହଁ ଦର୍ଶକ ବନ୍ଧୁ ଫେବୃଆରୀ ମାସରେ ଅନୁଭବ ବର୍ଷା ଙ୍କୁ ଦେଇଥିଲେ 30 ହଜାର 101 ଟଙ୍କା । ଆଉ ସେହି 101 ଟଙ୍କା କୁ ମାର୍ଚ୍ଚ ମାସରେ କାଟି ବର୍ଷା ଙ୍କ ଆକାଉଣ୍ଟ କୁ ଦେଇଛନ୍ତି 29 ହଜାର 899 ଟଙ୍କା ସାଂସଦ ଅନୁଭବ ମହାନ୍ତି ।

ଏ ସବୁ ଭିତରେ ଯେବେ ବର୍ଷା ନିଜ ମୋବାଇଲ ରେ ପ୍ରଥମ ଥର ଦେଖିଥିବେ କି ତାଙ୍କ ଆକାଉଣ୍ଟ କୁ ସାଂସଦ ଅନୁଭବ ମହାନ୍ତି 29 ହଜାର 899 ଟଙ୍କା ପଠାଇ ଛନ୍ତି ଯାହା 101 ଟଙ୍କା କମ ଅଛି ଆଉ ଯେଉଁ 101 ଟଙ୍କା ପୂର୍ବ ମାସରେ ସେ ଦେଇଥିଲେ । କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ଟିକେ ହସି ଦେଇଥିବେ ନିଶ୍ଚୟ ।

ଆଉ ଏହାରି ଭିତରେ ଲୋକେ କହୁଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଙ୍କୁ ଆଉ କଣ 101 ଟଙ୍କା ଦେଇ ହୋଇ ନ ଥାନ୍ତା । ଦେଇଥିଲେ କଣ ବା ଅସୁବିଧା ହୋଇଥାନ୍ତା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।