ଆମେରିକାରେ ରାସ୍ତାରେ ଖାଲ କେମିତି ଭରାଯାଇଥାଏ, ଏହି ୭ଟି ଫଟୋ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆମେରିକାର ରାସ୍ତାରେ ହୋଇଥିବା ଖାଲ ଗୁଡିକ ଠିକ କରିବାର ଉପାୟ ବହୁତ ଭିନ୍ନ ଅଟେ । ସେଠାରେ ବହୁତ ଭଲ ଟେକ୍ନୋଲୋଜି କାର୍ଯ୍ୟକାରୀ କରାଯାଏ । ଟାୟାର ପରିକା ଖରାପ ଜିନିଷ ଏଥିରେ ବ୍ୟବହାର କରାଯାଇଥାଏ । ଏହା ଦ୍ଵାରା ରାସ୍ତା ଖରାପ ହୋଇନଥାଏ ଓ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥାଏ । ଏହାକୁ ଆମ ଦେଶରେ ମଧ୍ୟ ବ୍ୟବହାର କରାଯିବା ଉଚିତ । ଆଜି ଆମେ ଆପଣଙ୍କୁ ଏମିତି କିଛି ଫଟୋ ଦେଖାଇବୁ, ଯାହା ଦେଖି ଆପଣ ଜାଣି ପାରିବେ କି ଆମେରିକାର ରାସ୍ତାର ଖାଲ ଗୁଡିକ କେମିତି ଭରାଯାଏ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ରାସ୍ତାର ଖାଲ ଭରିବା ପରେ ଏମିତି ପରଦା ବିଛାଇ ଦିଅନ୍ତି, ଯାହାଫଳରେ ଖାଲ ଭଲ ଭାବରେ ଭରିହୋଇଯାଏ ଓ ଦେଖା ମଧ୍ୟ ଯାଇନଥାଏ ।


୨. ଏଥିରେ ଦେଖନ୍ତୁ ପ୍ରଥମେ ଖାଲ ଭରି ଦିଆଯାଏ ଓ ଏହା ପରେ ରାସ୍ତା ପରି ପରଦ ବିଛା ହୋଇଥାଏ ।


୩. ଆପଣ ଏହି ଫଟୋରେ ଦେଖିପାରିବେ କି କୌଣସି ବି ଲୋକକୁ ଦୁରରୁ ଦେଖାଯିବ ନାହିଁ ।

୪. ଏହି ଉପାୟ ବହୁତ ଭଲ ହୋଇଥାଏ । ଖରାପ ଟାୟାରର ଭଲ ଉପଯୋଗରେ ରାସ୍ତା ପୁନର୍ବାର କମ ଖରାପ ହୋଇଥାଏ ।

୫. ଯେଉଁଠି ଖାଲ କୁ ଠିକ କରିବାର ଥାଏ ସେଇଠି ପ୍ରଥମେ ଖରାପ ଟାୟାରକୁ ବିଛାଇ ଦିଆଯାଇଥାଏ ।


୬. ଏହାପରେ ଏଥିରେ ଗୋଡି ପକାଯାଇଥାଏ, ଖାଲ କୁ ଭରିବା ପାଇଁ ।


୭. ଯଦି ଏହି ଉପାୟରେ ପୁରା ରାସ୍ତା କରାଯିବ ତେବେ ବହୁତ ଭଲ ଲାଭ ମିଳିବ । କାରଣ ଏହିପରି ରାସ୍ତା ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ ।