ଆମେରିକା ଦେଲା ନିଜ ବନ୍ଧୁତ୍ଵର ପରିଚୟ, ଭାରତକୁ ଦେଲା ଏହି ବ୍ରହ୍ମାସ୍ତ୍ର, ନୌବାହିନୀ ପାଇଁ ସବୁଠୁ ବଡ ଖୁସି ଖବର

ଆମେ ମାନେ ସମସ୍ତେ ଜାଣିଛୁକି ଯେବେଠୁ ଚୀନ ଓ ଭାରତ ମଧ୍ୟରେ ଯୁଧ୍ୟଆରମ୍ଭ ହୋଇଛି ସେବେଠୁ ଭାରତ ତାର ୩ବାହିନୀକୁ ଅଧିକ ସାମର୍ଥ୍ୟ ଦେବାର ଲାଗିଛି ଅର୍ଥାତ କହିବାକୁ ଗଲେ ନୌବାହିନୀ କୁ ଅଧିକ ବଳ ଦେବାରେ ଲାଗିଛି । ଭାରତ ଏବେ ଆମେରିକା ଠାରୁ ଅତ୍ୟାଧୁନିକ ଅସ୍ତ୍ରଓଶସ୍ତ୍ର କିଣିବାରେ ଲାଗିଛି । ଆଉ ଏକ କଥା ହେଉଛି ଭାରତ ଓ ଆମେରିକାର କମୁନିକେସନ ଯେପରି ହେଉଛି ଏବେ କାହା ମଧ୍ୟ ଦେଖା ଯାଇନାହିଁ । ଆଜି ଆମେ ସେହି ବିଷୟରେ କିଛି କହିବାକୁ ଯାଉଛୁ । ଆମେରିକା ୪୫ଦିନ ଭିତରେ ସେ ୨୦ଟି ନୌବାହିନୀ ତିଆରି କରି ଭାରତର ନୌବାହିନୀକୁ ଦେଇସାରିଛି ।

କାରଣ ଭାରତ ଚାହେଁ କି ନୌସେନାରେ ସେ କେବେହେଲେ ଦୁର୍ବଳ ହେଇନଯାଉ । ସେଥିପାଇଁ ଭାରତ ଅଧିକରୁ ଅଧିକ ଲଢୁଆବିମାନ କିଣିବାରେ ଲାଗିଛି । ଆଉ କଥା ହେଉଛି ଚୀନର ଭାରତ ସହ ଲଢେଇପରେ ସେ ଚୀନ ଠାରୁ କେବେ ହେଲେ ନୌସେନାରେ ହାର ନମାନି ଯାଉ ଓ ଦକ୍ଷିଣ ଚୀନ ପଟରେ ପଶି ଚୀନକୁ ମଜା ଚଖାଇବା ପାଇଁ ସେ ଏହି ପଦକ୍ଷେପ ନେଇଛି । ସେଥିପାଇଁ ଭରତ ବହୁତ ପରିମାଣରେ ବୋମାଓବାରୁଦ ମଧ୍ୟ କିଣିବାରେ ଲାଗିଛି ।

ଏହା ଛଡା ଆମେ ଏପରି କିଛି ଜାଗା ଅଛି ସେଠାରେ ଆମେ ବହୁତ ଲଢୁଆ ଜାହାଜ ବନାଇ ପାରିବା ଓ ସେଠାରେ ବନା ଯାଇପାରିବ । ଯେତେବେଳେ ପ୍ରଥମେ ଚୀନ ସହିତ ଭାରତର ବଚସା ବଢିଲା ସେହି ଦିନ ଠୁ ଭାରତ ଅଧିକ ପରିମାଣରେ ବିଧୋଂସକାରୀ ନୌବାହିନୀ ପ୍ରୋଜେକ୍ଟ ଉପରେ ଅଧିକ ଧ୍ୟନ ଦେଉଛି କାରଣ ସେ ଚାହୁଁଛି ଯେତେ ଜଲ୍ଦି ହୋଇପାରିବ ନୌସେନାକୁ ସାହାସ ଓ ସାମଥ୍ୟ ଯୋଗାଇ ପାରିବ ।

ସେଥିପାଇଁ ସମୟ ପୂର୍ବରୁ ହିଁ ସେମାନେ ପ୍ରୋଜେକ୍ଟ ସାରି ତାଙ୍କ ହାତକୁ ହସ୍ତାନ୍ତର କରୁଛନ୍ତି । ଲଢୁଆ ବିମାନରେ ଯେତେବୀ ଜିନିଷ ଦେଖନ୍ତୁ ନା କାହିଁକି ସେଥିରେ ସର୍ବ ପ୍ରଥମେ ଏହି ଜିନିଷ ଲାଗିଥାଏ । ଏହି ହତିଆରପ୍ରଥମେ ଲାଗିଥାଏ ଓ ଏହି ହତିଆରହିଁ ସବୁଠାରୁ ଅଧିକା କାମରେ ଆସିଥାଏ । ସେ ଯେଉଁ ଭଳି ବିମାନ ହେଲେ ମଧ୍ୟ ତାକୁ ସହଜରେ ମାରି ଧୋନ୍ସ କରିଥାଏ ।

କାରଣ ଏଥିରେ ଯେଉଁ ଅତ୍ୟାଧୁନିକ ଅସ୍ତ୍ର ଲାଗିଛି ତାରି ସାହାର୍ଯ୍ୟ ସେ ସହଜରେ ସବୁକଥା ଜାଣିପାରେ ଓ ଏହା କୁ ସାହାଜରେ ବିନାଶ ମଧ୍ୟ କରିପାରେ । ଭାରତ କେବଳ ସେହି ଜିନିଷ ନୁହେ ସେ ବହୁତ ଭଲ ଭଲ ଜିନିଷ କିଣିବାରେ ଲାଗିଛି ଯାହାସବୁ ଯୁଧ୍ୟରେ ଦରକାର ।

ଏବେ ପର୍ଯ୍ୟନ୍ତ ଯେତେସବୁ ଜାହାଜ କିଣାଯାଉଥିଲା ସେ ସବୁ ଇଟାଲୀର ଏହି ପ୍ରକଳ୍ପ ବନାଇ ଭାରତକୁ ଯୋଗାଉ ଥିଲା କିନ୍ତୁ ଏବେ ସେହି ପ୍ରକଳ୍ପରେ କୌଣସି ଅସୁବିଧା ଓ କରପସନ ଯୋଗୁ ଏବେ ତା ଠାରୁ କିଣିବା ବନ୍ଦ କରିଦେଇଛି । ଏହି ଅସୁବିଧା ସମୟରେ ଆମେରିକା ଭାରତକୁ ସାହାର୍ଯ୍ୟର ହାତ ବଢାଇ ଥିଲା । ପ୍ରଥମେ ତ ସେ ସଙ୍ଗେସଙ୍ଗେ ସାହାର୍ଯ୍ୟ କରିବା ପାଇଁ ହାତ ବଢାଇଲା ଓ ତାପରେ କହିଲା କହିଲା କି ଆପଣଙ୍କ ପାଖରେ ଯେଉଁ ଷ୍ଟିଲର ଜାହାଜ ଅଛି ଆପଣ ତାକୁ ବ୍ୟବହାର କରିପାଇବେ ।

ଏହାପରେ ସେ କହିଲା ଯେ ଏବେ ଆମେ ଜାହାଜ ପାଇଁ ଯେଉଁ ସବୁ ଉପକରଣ ତିଆରି କରିଛୁ ଓ ଯେଉଁ ସବୁ ଅସ୍ତ୍ର ରଖିଛୁ ଏବେ ଆପଣ ନେଇଯାନ୍ତୁ ଆମର ଦରକାର ପଡିଲେ ବନେଇଦେବୁ ଏବେ ଏହାର କିଛି ଆବଶ୍ୟକତା ନାହିଁ । ଏମିତିରେ ୩ଟି ହୋଇଯିବ ଏହାପରେ ଯେତେ ଶୀଘ୍ର ହୋଇପାରିବ ଆମେ ଆପଣଙ୍କୁ ବନାଇ ସାରିଲା ପରେ ଦେବା ପାଇଁ ଚେଷ୍ଟା କରିବୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।