ଆମେରିକା କହିଲା – ଆମେ ସବୁ କ୍ଷେତ୍ରରେ ଭାରତ ସହ ଅଛୁ … ମୋଦିଜି ଆପଣ…

ଗୁରୁବାର ଦିନ ଜମ୍ମୁ କାଶ୍ମୀର ର ପୁଲୱାମା ରେ ହୋଇଥିବା ଆତଙ୍କି ଆକ୍ରମଣ ରେ ସିଆରପିଏଫ ର 4୬ ଯବାନ ସହିଦ ହୋଇଯାଇଛନ୍ତି ଏବଂ 20ରୁ ଅଧିକ ଘାୟଲ ହୋଇଛନ୍ତି । ଏହି ଆତଙ୍କି ହାମଲା ପରେ ସାରା ଦୁନିଆରେ ଥିବା ଦେଶ ଗୁଡିକ ଏହାର ନିନ୍ଦା କରିଛନ୍ତି । ଆମେରିକାର ବିଦେଶ ମନ୍ତ୍ରାଳୟ ଏହି ବିଷୟରେ ଆଲୋଚନା କରି କହିଲେ କି ଆମେ ସହିଦଙ୍କ ପରିବାର ପ୍ରତି ସଂବେଦନା ବ୍ୟକ୍ତ କରୁଛୁ, ଏବଂ ଆଶା କରୁଛୁ ଆହତ ଥିବା ଯବାନ ମାନେ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ।

 

ଆମେରିକାର ବିଦେଶ ମନ୍ତ୍ରାଳୟ ତରଫରୁ କୁହା ଯାଇଛି ଆତଙ୍କବାଦ ବିରୁଦ୍ଧରେ ହେଉଥିବା ଏହି ଲଢେଇରେ ଆମେରିକା ଭାରତ ସହ ଅଛି । ୟୁଏନ ଦ୍ଵାରା ପାକିସ୍ଥାନ ସ୍ଥିତ ଆତଙ୍କି ସଂଗଠନ ଜୈସ-ଇ-ମହମ୍ମଦ ଏହି ଆକ୍ରମଣ କରାଇଛି ବୋଲି ସ୍ଵୀକାର କରିଛି । ଆମେ ସମସ୍ତ ଦେଶକୁ କହିବାକୁ ଚାହୁଁ ଯେ ସେମାନେ ୟୁଏନ ସୁରକ୍ଷା କାଉନ୍ସିଲ ର ରିଜୋଲ୍ଯୁସୋନକୁ ସ୍ଵୀକାର କରନ୍ତୁ ଏବଂ ନିଜ ଦେଶରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବନ୍ଦ କରନ୍ତୁ ନଚେତ ଆମେ ଦୃଢ ପଦକ୍ଷପ ନେବାକୁ ପ୍ରସ୍ତୁତ ଅଛୁ । କହି ଦେଉଛୁ କି ଟ୍ରମ୍ପ ଆଫଗାନିସ୍ଥାନ ଉପରେ ହାଇଡ୍ରୋଜେନ ଆକ୍ରମଣ କରି ସାରିଛନ୍ତି ।

 

ସଂଯୁକ୍ତ ରାଷ୍ଟ୍ରର ମହା ସଚିବ ଏଣ୍ଟୋନୀୟ ଗୁତାରେସ ମଧ୍ୟ ଏହି ଆକ୍ରମଣର ନିନ୍ଦା କରିଛନ୍ତି । ସେ କହିଲେ ଜମ୍ମୁ କାଶ୍ମୀର ର ପୁଲୱାମା ଜିଲ୍ଲାରେ ହୋଇଥିବା ଆକ୍ରମଣର ବହୁତ ନିଦା କରୁଛି ଏବଂ ନିଜ ଜୀବନ ହରାଇଥିବା ଓ ଭାରତର ଲୋକମାନଙ୍କ ପ୍ରତି ନିଜର ଗମ୍ଭୀର ସମବେଦନା ବ୍ୟକ୍ତ କରୁଛି । ଜୈସ-ଇ-ମହମ୍ମଦ କୁ ପ୍ରତିବନ୍ଧିତ ସୁଚିରେ ପକାଇବା ପାଇଁ ଭାରତର ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଅନ୍ତରାଷ୍ଟ୍ରୀୟ ସମୁଦାୟ ଠାରୁ ଭାରତର ମାଗୁଥିବା ସହାୟତା ଉପରେ ପଚରା ଯିବାରୁ, ଦୁଜାରିକ କହିଲେ କି ଆତଙ୍କି ସଂଗଠନ ର ସୂଚୀ ଜାରି କରିବା ସୁରକ୍ଷା ପରିଷଦଙ୍କ ହାତରେ ଅଛି।