ପୁଅଙ୍କୁ ନିଜର ଦିୱାନା ବନେଇ ଦିଅନ୍ତି ଏହି 4 ନାମର ଝିଅ (Astrology)

ପ୍ରତ୍ଯେକ ସ୍ଵଭାବ ଅନ୍ୟ ଠାରୁ ଅଲଗା ହୋଇଥାଏ । ଏହା ଯୋଗୁଁ ବ୍ୟକ୍ତି ସମାଜରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ହୋଇଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହା ପଛର କାରଣ ଆମ ନାମର ପ୍ରଥମ ଅକ୍ଷର ମଧ୍ୟ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଖୁବ୍ ଆକର୍ଷଣୀୟ ହୋଇଥାନ୍ତି । ଏଥିପାଇଁ ପୁଅମାନେ ବହୁତ ଶୀଘ୍ର ସେମାନଙ୍କ ଦିୱାନା ହୋଇଯାନ୍ତି । ଏହି ଝିଅମାନେ ନିଜ ପାର୍ଟନରଙ୍କ ସହ ସଂପୂର୍ଣ୍ଣ ହୃଦୟରୁ ସମ୍ପର୍କ ନିଭାଇଥାନ୍ତି ।

K ନାମର ଝିଅମାନେ

ଯେଉଁ ଝିଅ ମାନଙ୍କ ନାମ ଇଂରାଜୀ ଅକ୍ଷର K ତଥା ‘କ’ ଅକ୍ଷରରୁ ନାମ ଆରମ୍ଭ ହୋଇଥାଏ ସେମାନେ ଦେଖିନକୁ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ମଧ୍ୟ ହୋଇଥାନ୍ତି । ଏଥିପାଇଁ ପୁଅମାନେ ବହୁତ ଜଲ୍ଦି ଏମାନଙ୍କ ପ୍ରତି ଆକର୍ଷିତ ହୋଇ ଯାଆନ୍ତି ।

ସେପଟେ ନିଜର ଖୁସିମିଜାଜ ଓ ମିଶାଣିଆ ସ୍ଵଭାବ ଯୋଗୁଁ ଏହି ଝିଅମାନେ ସମସ୍ତଙ୍କ ହୃଦୟ ଜିଣି ନେଇଥାନ୍ତି । ଏମାନେ ପ୍ରେମକୁ ବହୁତ ଅଧିକ ଗୁରୁତ୍ଵ ଦିଅନ୍ତି, ତେଣୁ ପାର୍ଟନରଙ୍କ ପ୍ରତି ସଂପୂର୍ଣ୍ଣ ସମର୍ପିତା ରୁହନ୍ତି ଥରେ ସାଥିଙ୍କ ହାତ ଧରି ନେଲେ ଜୀବନ ସାରା ଛାଡନ୍ତି ନାହିଁ ।

P ନାମର ଝିଅମାନେ

P ନାମର ଝିଅମାନେ ଶାନ୍ତ, ତେଜ ଦିମାଗ ଓ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି । ଏମାନଙ୍କ ସ୍ଵଭାବ ଅନ୍ୟ ଝିଅଙ୍କ ଠାରୁ ଏକଦମ ଅଲଗା ହୋଇଥାଏ । ଏମାନଙ୍କ ଅଲଗା ଅନ୍ଦାଜ ଯୋଗୁଁ ପୁଅମାନେ ଶୀଘ୍ର ଏମାନଙ୍କ ପ୍ରତି ଆକର୍ଷିତ ହୋଇଯାନ୍ତି । ଏହି ଝିଅମାନେ ପାର୍ଟନରଙ୍କ ସହ ମଜବୁତ ତଥା ଗଭୀର ସମ୍ପର୍କ ବନେଇଥାନ୍ତି । ଏମାନେ ସାଥିଙ୍କର ପ୍ରତ୍ଯେକ ଛୋଟ ବଡ ବିଷୟର ଧ୍ୟାନ ରଖନ୍ତି ଓ କେୟାରିଂ ଏବଂ ବୁଝିବା ଶକ୍ତି  ଥିବା ସ୍ଵଭାବର ହୋଇଥିବାରୁ ଘର ଓ ଅଫିସ ଉଭୟକୁ ଖୁବ ଭଲଭାବେ ସମ୍ଭାଳି ନିଅନ୍ତି ।

R ନାମର ଝିଅମାନେ

ଇଂରାଜୀ ଅକ୍ଷର R ରେ ନାମ ଥିବା ଝିଅମାନେ ମଧ୍ୟ ବହୁତ ଆଟ୍ରାକ୍ଟିଭ ହୋଇଥାନ୍ତି । ସେଥିପାଇଁ ପୁଅମାନେ କିଛି କ୍ଷଣ ମଧ୍ୟରେ ଏମାନଙ୍କ ଦିୱାନା ହୋଇଯାନ୍ତି । ଏହାସହ ଏମାନେ କେୟାରିଂ, ମିଶାଣିଆ, ବିଶ୍ବସ୍ତ ଓ ରୋମାଣ୍ଟିକ ସ୍ଵଭବର ମଧ୍ୟ ହୋଇଥାନ୍ତି । ଏମାନେ ସାଥିଙ୍କ ଖୁସି ପାଇଁ କିଛିବି କରିବାକୁ ପ୍ରସ୍ତୁତ ରୁହନ୍ତି ଓ ତାଙ୍କୁ ଖୁସି କରିବାକୁ ନୂଆ ନୂଆ ଉପାୟ ଖୋଜିଥାନ୍ତି ।

S ନାମର ଝିଅମାନେ

S ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ମଧ୍ୟ ବହୁତ ଷ୍ଟାଇଲିଶ ଏବଂ ଆଟ୍ରାକ୍ଟିଭ ହୋଇଥାନ୍ତି । ଏମାନଙ୍କୁ ଫ୍ୟାଶନ ବହୁତ ଭଲ ଭାବେ ଜଣା ହୋଇଥାଏ । ଏହି ଝିଅମାନେ ପାର୍ଟନରଙ୍କୁ ଖୁବ ଅଧିକ ଭଲ ପାଇଥାନ୍ତି । ଏମାନେ ମଧ୍ୟ ନିଜ ସାଥିଙ୍କ ଖୁସି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି ।

ଏହି ନାମର ଝିଅମାନେ ଜୀବନର ପ୍ରତ୍ଯେକ ସ୍ଥିତିରେ ସାଥିଙ୍କ ସହ ଠିଆ ରୁହନ୍ତି ଓ ଏମାନଙ୍କ କେୟାରିଂ ସ୍ଵଭାବ ହିଁ ପୁଅଙ୍କୁ ଶୀଘ୍ର ଦିୱାନା ବନେଇ ଦିଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।