ଆଲମାରି ଭିତରେ ଖଞ୍ଜା ହୋଇ ରହିଥିଲା ବିଡା ବିଡା ନୋଟ, ପୁରା ଘଟନା ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନୋଟରେ ଫୁଲ୍ ଏହି ଆଲମାରିର ଫଟୋ ଦେଖି ଇ-ଣ୍ଟ-ର-ନେ-ଟ ୟୁ-ଜ-ର ଆଶ୍ଚର୍ଯ୍ୟ ହେଉଛନ୍ତି ଓ ବିଭିନ୍ନ ପ୍ରକାର ରୋଚକ କମେଣ୍ଟ ମଧ୍ୟ କରୁଛନ୍ତି । ତେବେ ଏହା ପଛରେ ଥିବା କାହାଣୀ ମଧ୍ୟ ଖୁବ ରୋଚକ ଅଟେ । ଘ-ଟ-ଣା-ଟି ହେଉଛି ଆୟକର ବିଭାଗ ହେଟ୍ରୋ ଫାର୍ମାସିଟିକାଲ ଗୃପରେ ରେ-ଡ୍ ମା-ରି-ଥି-ଲେ । ଅଫିସ ଆଲମାରିରେ ୧୪୨ କୋଟି ଟଙ୍କା ଖଞ୍ଜା ହୋଇ ରହିଥିବା ଦେଖି ରେ-ଡ୍ ମା-ରୁ-ଥି-ବା ଅଫିସର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଏହି କମ୍ପାନୀ ୟୁଏସଏ, ୟୁରୋପ, ଦୁବାଇ ଓ ଅନ୍ୟ ଆଫ୍ରିକୀୟ ଦେଶ ମାନଙ୍କରେ ମଧ୍ୟ ବିଜନେସ କରେ । ଆୟକର ବିଭାଗ ୬ଟି ରାଜ୍ୟର ପ୍ରାୟ ୫୦ଟି ସ୍ଥାନରେ ତ-ଲା-ସ ଅଭିଯାନ କରିଥିଲା । ତ-ଲା-ସି ବେଳେ ନଗଦ ଟଙ୍କା ଓ ଖାତାପାତ୍ର ରଖା ଯାଇଥିବା ସ୍ଥାନ ଗୁଡିକର ଠିକଣା ଆୟକର ବିଭାଗ ହାତରେ ଲାଗିଥିଲା । ଡିଜିଟାଲ ଉପକରଣ, ପେନ ଡ୍ରାଇଭ ଓ ଦସ୍ତାବେଜ ଆଦି ରୂପରେ ମଧ୍ୟ ଅନେକ ପ୍ର-ମା-ଣ ଜ-ବ-ତ କରାଯାଇଛି ।

ଏହି ରେ-ଡ୍ ବେଳେ ଫ-ର୍ଜି କମ୍ପାନୀ ସହ ହୋଇଥିବା କିଣାବିକାରେ ଗଡବଡ ଥିବା ମଧ୍ୟ ଜଣାପଡିଛି । ଏହାସହ ଭୂମି କ୍ରୟ କରିଥିବା ଉପଭୋକ୍ତାଙ୍କ ପ୍ର-ମା-ଣ ମଧ୍ୟ ମିଳିଛି । ଏହା ବ୍ଯତୀତ ଅନ୍ୟ କେତେକେ ବେ-ଆ-ଇ-ନ କା-ର-ବା-ର ବିଷୟରେ ମଧ୍ୟ ଜଣାପଡିଛି । ଯେପରିକି କମ୍ପାନୀର ଦସ୍ତାବିଜରେ ବ୍ୟକ୍ତିଗତ ଖର୍ଚ୍ଚ ଓ ସରକାରୀ ପଞ୍ଜୀକରଣ ମୂଲ୍ୟ ତଳେ କିଣା ଯାଇଥିବା ଭୂମି ।

ରେ-ଡ୍ ସମୟରେ ଅନେକ ବେ-ଆ-ଇ-ନ ବ୍ଯାଙ୍କ ଲକର ମଧ୍ୟ ମିଳିଥିବା ଅଧିକାରୀ ମାନେ କହିଛନ୍ତି । CBD ଅନୁଯାୟୀ ହରାଇଦ୍ରାବାଦ ସ୍ଥିତ ଏକ ପ୍ରମୁଖ ଫାର୍ମାସିଟିକାଲ ସମୂହ ଉପରେ ୬ ଅକ୍ଟୋବର ରେ ରେ-ଡ୍ ଅଭିଯାନ କରାଯାଇ ଥିଲା । ସେଠାରୁ ଏବେ ପର୍ଯ୍ୟନ୍ତ ପ୍ରାୟ ୫୫୦ କୋଟି ଟଙ୍କାର ବେହିସାବ ଆୟ ବିଷୟରେ ଜଣାପଡିଛି । ସେହି ସମୟରେ ୧୪୨ କୋଟି ଟଙ୍କାରେ ଖଞ୍ଜା ଯାଇଥିବା ଏହି ଆଲମାରିକୁ ମଧ୍ୟ ଜ-ବ-ତ କରାଯାଇ ଥିଲା ।

କମ୍ପାନୀ ଆୟର ସ୍ରୋତର ହିସାବ ଦେବାରେ ଅସମର୍ଥ ହେବାରୁ ୧୪୨ କୋଟି ନଗଦ ଟଙ୍କା ଆୟକର ବିଭାଗ ଜବତ କରିଛି । ଏତେ କୋଟି ଟଙ୍କା କେଉଁଠୁ ଆସିଲା ବୋଲି ଏହି ଫଟୋ ସବୁଆଡେ ଭା-ଇ-ରା-ଲ ହେଉଛି । କୋଟି କୋଟି ତାଙ୍କ ଜବତ କରାଯାଇଥିବା ଏହି କମ୍ପାନୀ ବିଦେଶରେ ଫାଇନାନ୍ସ କାର୍ଯ୍ୟ କରେ ଓ ଔଷଧ ମଧ୍ୟ ତିଆରି କରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।