Akshay Kumar ଙ୍କ ଘରକୁ ଆସିଲା ସବୁଠୁ ବଡ ଦୁଃଖ ଖବର, କାନ୍ଦି କାନ୍ଦି ଅକ୍ଷୟଙ୍କ ଅବସ୍ଥା ଖରାପ !

ବଲିଉଡର ପ୍ରସିଦ୍ଧ ଅଭିନେତା ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିଆଙ୍କ ନି-ଧ-ନ ହୋଇ ଯାଇଛି । ଅକ୍ଷୟ କୁମାର ନିଜେ ଟ୍ବି-ଟ କରି ଏହି ସୂଚନା ଦେଇଛନ୍ତି । ଗତ କିଛି ଦିନ ଧରି ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିଆ ଅସୁସ୍ଥ ଥିଲେ ଓ ଆଇସିଇୟୁ ରେ ଭର୍ତ୍ତି ଥିବା କଥା ଅଭିନେତା ସୋ-ସି-ଆ-ଲ ମି-ଡି-ଆ-ରେ ଜଣାଇଥିଲେ । ମା’ଙ୍କ ନିଧନ ପରେ ଅକ୍ଷୟ ତାଙ୍କ ଟ୍ବି-ଟରେ ଲେଖିଛନ୍ତି କି, “ସେ ମୋ ଅସ୍ତିତ୍ଵର ମୂଳ ଥିଲେ । ତାଙ୍କ ନି-ଧ-ନ-ରେ ମୁଁ ମୋର ଅସ୍ତିତ୍ଵର ଗୋଟିଏ ଭାଗରେ ଏକ ଅସହନୀୟ ବ୍ୟଥା ଅନୁଭବ କରୁଛି ।

ମୋ ମା ଶ୍ରୀମତୀ ଅରୁଣ ଭାଟିଆ ଆଜି ଡାକଲେ ଦୁନିଆରୁ ବିଦାୟ ନେଇଛନ୍ତି ଓ ଅନ୍ୟ ଏକ ଦୁନିଆରେ ମୋ ପିତାଙ୍କ ସହ ଯାଇ ମିଶିଛନ୍ତି । ମୁଁ ଏବଂ ମୋ ପରିବାର ଏପରି ଏକ କଠିନ ସମୟ ଦେଇ ଯାଉଥିବା ବେଳେ ମୁଁ ଆପଣ ମାନଙ୍କ ପ୍ରାର୍ଥନାକୁ ସମ୍ମାନ ଜଣାଉଛି ।” ଅକ୍ଷୟ କୁମାରଙ୍କ ମା’ଙ୍କ ନି-ଧ-ନ-ରେ ଅନେକ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିର କଳାକାର ମାନେ ନିଜ ଶୋକ ପ୍ରକାଶ କରିଛନ୍ତି । ଆପଣଙ୍କ ସୂଚନା ନିମନ୍ତେ ଜଣାଇ ଦେଉଛୁ ଯେ, ଅସୁସ୍ଥ ହୋଇ ଅକ୍ଷୟ କୁମାରଙ୍କ ମା ମୁମ୍ବାଇର ହିରାନନ୍ଦାନି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଖରାପ ଥିବାରୁ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା । ଏପରି ସ୍ଥିତିରେ ଅକ୍ଷୟଙ୍କୁ ମଧ୍ୟ ଫିଲ୍ମ ଶୁ-ଟି-ଙ୍ଗ ଛାଡି ଭାରତ ଲେଉଟିବାକୁ ପଡିଥିଲା । ଅକ୍ଷୟ ୟୁକେରେ ଫିଲ୍ମ ‘ସିଣ୍ଡ୍ରେଲା’ ର ଶୁ-ଟି-ଙ୍ଗ-ରେ ବ୍ୟସ୍ତ ଥିଲେ । ଗତ ଦିନରେ ଅକ୍ଷୟ କୁମାର ମା’ଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଇଂ-ଷ୍ଟା-ଗ୍ରା-ମରେ ଏକ ପୋଷ୍ଟ ମଧ୍ୟ ସେ-ୟା-ର କରିଥିଲେ । ସେହି ପୋଷ୍ଟରେ ସେ ଫ୍ୟାନ୍ସଙ୍କ ପ୍ରାର୍ଥନାକୁ ଧନ୍ୟବାଦ ଦେଇ ଲେଖିଥିଲେ, “ଆପଣଙ୍କର ଗୋଟିଏ ପ୍ରାର୍ଥନା ଆମକୁ ଖୁବ ସାହାଯ୍ୟ କରିବ ।”

ଅକ୍ଷୟ କୁମାରଙ୍କ ପିତା ଜଣେ ଭାରତୀୟ ଆର୍ମୀ ଅଫିସର ଥିଲେ ଓ ତାଙ୍କର ମଧ୍ୟ ପୂର୍ବରୁ ନି-ଧ-ନ ହୋଇ ସାରିଛି । ଅକ୍ଷୟ କୁମାରଙ୍କ ଜଣେ ଭଉଣୀ ମଧ୍ୟ ଅଛନ୍ତି । ତେବେ ଅକ୍ଷୟ କୁମାରଙ୍କ ମା’ଙ୍କ ଆତ୍ମାର ସଦଗତି ନିମନ୍ତେ ଆମେ ଭଗବାନଙ୍କ ପାଖେ ପ୍ରାର୍ଥନା କରୁଛୁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।