Gk Questions & Answers- ଆଖି ଅଛି ହେଲେ ଦେଖି ପାରେ ନାହିଁ, କାନ ଅଛି ହେଲେ ଶୁଣି ପାରେ ନାହିଁ, ଗୋଡ ଅଛି କିନ୍ତୁ ଚାଲି ପାରେ ନାହିଁ, କୁହ ତ ସେ କିଏ ?

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଇଣ୍ଟରବିୟୁରେ ବହୁତ ପ୍ରକାର ପ୍ରଶ୍ନ କରାଯାଏ । ସେଠାରେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚରାଯାଏ । ଏହା ଦ୍ଵାରା ଆମେ ବହୁତ କିଛି ଜାଣିବାକୁ ପାଇଥାଉ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିକ୍ଷଣୀୟ ଜିନିଷ ଶିଖିବାକୁ ପାଇବେ ।

ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ । ୧- ଚେଚକର ଟିକାର ଆବିଷ୍କାର କିଏ କରିଥିଲେ ? ଉତ୍ତର- ଏଡବର୍ଡ ଜେନର ୨- ଏଫିଲ ଟାୱାର କେଉଁ ଦେଶର ରାଷ୍ଟ୍ରୀୟ ସ୍ମାରକ ଅଟେ ? ଉତ୍ତର- ଫ୍ରାନ୍ସ ୩- ବିଶ୍ଵର ସବୁଠାରୁ ବିଶାଳ ଜ୍ଵାଳାମୁଖୀ କଣ ଅଟେ ? ଉତ୍ତର- ହୱାଇ ଦ୍ଵିପ ୪- ଭାରତରେ ସବୁଠାରୁ ପବିତ୍ର ଗଛ କଣ ଅଟେ ? ଉତ୍ତର- ପିପଲ ଗଛ

୫- କେଉଁ ସାଗରେ ମାଛ ନ ଥାଏ ?
ଉତ୍ତର- ମୃ-ତ ସାଗର

୬- ଦୁନିଆର ଦିତୀୟ ତାଜମହଲ କେଉଁଠି ଅଛି ?
ଉତ୍ତର- ବଙ୍ଗଳାଦେଶ

୭- ଦୁନିଆରେ ସବୁଠାରୁ ତୀବ୍ର ଗତି କାହାର ?
ଉତ୍ତର- ପ୍ରକାଶ

୮- ସବୁଠାରୁ ଲମ୍ବା ତଟରେଖା କେଉଁ ରାଜ୍ୟର ଅଟେ ?
ଉତ୍ତର- ଗୁଜୁରାଟ

୯- ଭାରତୀୟ ନୋଟରେ କେତୋଟି ଭାଷା ଅଛି ?
ଉତ୍ତର- ୧୭

୧୦- ପର୍ଲ ଅଫ ସାଇଦେରିୟା କାହାକୁ କୁହନ୍ତି ?
ଉତ୍ତର- ବେକାଳ ଝିଲ

୧୧- ସପ୍ତାହର ପ୍ରଥମ ଦିନ କଣ ଅଟେ ?
ଉତ୍ତର-ରବିବାର

୧୨- ନଇଁ ଯାଇଥିବା ମିନାର କେଉଁଠାରେ ଅଛି ?
ଉତ୍ତର- ଇଟଲି

୧୩- ଚୁଟି କେଉଁ ଜିନିଷରୁ ତିଆରି ହୋଇଥାଏ ?
ଉତ୍ତର- ପ୍ରୋଟିନ

୧୪- ଗୋବୀ ମରୁସ୍ଥଳ କେଉଁଠି ଅଛି ?
ଉତ୍ତର- ଅଟାକାମା

୧୫- ଇଣ୍ଟରନେଟର ପ୍ରୟୋଗ କେଉଁ ଦେଶରେ ପ୍ରଥମେ ଆରମ୍ଭ ହୋଇଥିଲା ?
ଉତ୍ତର- ଆମେରିକା

୧୬- ସ୍ଥାୟୀ ବନ୍ଦୋବସ୍ତର ଆରମ୍ଭ କିଏ କରିଥିଲେ ?
ଉତ୍ତର- ଲର୍ଡ କାର୍ନବାଲିଶ

୧୭- କେଉଁ ଦେଶର ଲୋକେ କୁକୁରକୁ ଖାଆନ୍ତି ?
ଉତ୍ତର- ଚୀନ

୧୮- ବିଶ୍ଵର ସବୁଠାରୁ ପୁରୁଣା ଭାଷା କଣ ?
ଉତ୍ତର- ସଂସ୍କୃତ

୧୯- ଇସୋରୋର ମୁଖ୍ୟାଳୟ କେଉଁଠାରେ ଅଛି ?
ଉତ୍ତର- ବ୍ଯାଂଲୋର

୨୦- ଅକବର ନାମାର ଲେଖକ କିଏ ?
ଉତ୍ତର- ଅବୁଲ ଫଜଲ

୨୧- ବାସ୍କେଟବଲରେ କେତେ ଜଣ ଖେଳାଳି ରହିଥାନ୍ତି ?
ଉତ୍ତର- ୫ଜଣ

୨୨- କିବି କେଉଁ ଦେଶର ରାଷ୍ଟ୍ରୀୟ ପକ୍ଷୀ ଅଟେ ?
ଉତ୍ତର- ନ୍ୟୁଜଲ୍ୟାଣ୍ଡ

୨୩- ଅନ୍ତିମ ମୁଗଲ ବାଦଶା କିଏ ଥିଲେ ?
ଉତ୍ତର- ବାହାଦୁର ଶାହ ଜଫର

୨୪- ଗିର ରାଷ୍ଟ୍ରୀୟ ଉଦ୍ୟାନ କେଉଁଠାରେ ଅଛି ?
ଉତ୍ତର- ଗୁଜୁରାଟ

୨୫- ପୁଷ୍କର ମେଳା କେଉଁଠାରେ ହୋଇଥାଏ ?
ଉତ୍ତର- ରାଜସ୍ଥାନ

୨୬- ବିଶ୍ଵର ଜନତ କାହାକୁ କୁହାଯାଏ ?
ଉତ୍ତର- ପ୍ୟାରିସ

୨୭- ପୁରାଣର ସଂଖ୍ୟା କେତେ ?
ଉତ୍ତର- ୧୮

୧୮- ଦଶମଲବ ପଦର ଜଣକ କେଉଁ ଦେଶ ଅଟେ ?
ଉତ୍ତର- ଭାରତ

୧୯- ସାତ ପାହାଡର ନଗର କାହାକୁ କୁହାଜେ ?
ଉତ୍ତର- ରୋମ

୨୦- ଭାରତର କୋହିନୁର ହୀରା କିଏ ଚୋରୀ କରିଥିଲେ ?
ଉତ୍ତର- ନାଦିର ଶାହ

୨୧- ଭାରତର ସବୁଠାରୁ ଥଣ୍ଡା ସ୍ଥାନ କେଉଁଠି ?
ଉତ୍ତର- ଶ୍ରୀନଗର

୨୨- ଭାସ୍କୋଡଗାମା କେବେ ଭରତ ଆସିଥିଲେ ?
ଉତ୍ତର- ୧୪୯୮

୨୩- କେଉଁ ଦେଶରେ ରାତିରେ ଚାଷ କରାଯାଏ ?
ଉତ୍ତର- ନାର୍ବେ

୨୪- ଆଖିରେ ଦେଖିପାରେ ନାହି, କାନରେ ଶୁଣିପାରେ ନାହି, ଗୋଡରେ ଚାଲିପାରେ ନାହି ?
ଉତ୍ତର- ଖେଳଣା

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ