କିଛି ଅକୁହା ସ୍ଵପ୍ନ, ଯିଏ ଦେଇଥାଏ ଆପଣଙ୍କୁ ଭବିଷ୍ୟତର କିଛି ସଙ୍କେତ, ତାହା କଣ ଜାଣନ୍ତୁ

ଆଜି ଆମେ କଥା ହେବୁ ସ୍ଵପ୍ନ ବିଜ୍ଞାନ ବିଷୟରେ । ଆମକୁ ସେହି ସ୍ଵପ୍ନ ଆସିଥାଏ ଯାହାକୁ ଆମର ମସ୍ତିସ୍କ ଆମକୁ ଦେଖାଇବାକୁ ଚାହିଁଥାଏ । ଯାହା ବି ସ୍ଵପ୍ନ ଆମେ ଦେଖିଥାଉ ନିଦ ଭାଙ୍ଗିବା ପରେ କିଛି ସମୟ ପାଇଁ ଆମର ତାହା ମନେ ରହିଥାଏ କି ଆମେ କଣ ଦେଖିଲୁ ଓ ପୁଣି ଭୁଲିଯାଉ । ଏଥିପାଇଁ ଯଦି ଆପଣ ସ୍ଵପ୍ନର ସଙ୍କେତ କୁ ବୁଝିବାକୁ ଚାହୁଁଛନ୍ତି ତେବେ ଯାହା ବି ସ୍ଵପ୍ନ ଆପଣ ଦେଖୁଛନ୍ତି ନିଦ ଭାଙ୍ଗିବା ପରେ ତାହାକୁ ମୋବାଇଲରେ ରେକର୍ଡ ନିଶ୍ଚୟ କରନ୍ତୁ ଓ ପୁଣି ଆପଣ ସ୍ଵପ୍ନରେ କଣ ଦେଖିଲେ ସେହି ହିସାବରେ ନିଜ ସ୍ଵପ୍ନର ଆକଳନ କରନ୍ତୁ କି ଆପଣଙ୍କ ମନ, ମସ୍ତିସ୍କ ଆପଣଙ୍କୁ କଣ ସଙ୍କେତ ଦେବାକୁ ଚାହୁଁଛି । ଆଜି ଆମେ ଆପଣଙ୍କୁ ସାଧାରଣତଃ ସ୍ଵପ୍ନରେ ଦେଖୁଥିବା କିଛି ଜିନିଷ ଓ ତାହାର ସଙ୍କେତ ବିଷୟରେ କହିବୁ ।

Image courtesy: Google

୧. ଯଦି ଆପଣ ସ୍ଵପ୍ନରେ ପିମ୍ପୁଡି ଦେଖୁଛନ୍ତି ତେବେ ଏହା ବିପତ୍ତିକୁ ଦର୍ଶାଇ ଥାଏ ।

୨. ସ୍ଵପ୍ନରେ ଆମ୍ବ ଦେଖିବା ଦ୍ଵାରା ଲାଭ ହୋଇଥାଏ ।

Image courtesy: Google

୩. ସ୍ଵପ୍ନରେ ନିଜକୁ ଫଳ ଖାଉଥିବାର ଦେଖିଲେ ଜଲ୍ଦି ଆପଣଙ୍କୁ ପୂତ୍ରପ୍ରାପ୍ତି ହୋଇପାରେ ।

୪. ସ୍ଵପ୍ନରେ ଯଦି ପଞ୍ଜୁରି ଦେଖୁଛନ୍ତି ତେବେ ତାହାର ସଙ୍କେତ ଜେଲ ହୋଇପାରେ ।

୫. ଯଦି ଆପଣ ସ୍ଵପ୍ନରେ ନିଜକୁ କିଛି ଅଲଗା ପେଷାରେ ଦେଖୁଛନ୍ତି ତେବେ ତାହା ରୋଗ ହେବାର ସଙ୍କେତ ହୋଇଥାଏ ।

୬. ସ୍ଵପ୍ନରେ ମନ୍ଦିର ଦେଖିବାର ଅର୍ଥ ଜଲ୍ଦି ଧନ ଲାଭ ହେବ ।

୭. ସ୍ଵପ୍ନରେ ପାନ ଦେଖିବା ବି ଧନ ଲାଭକୁ ଦର୍ଶାଇ ଥାଏ ।

୮. ଯଦି ସ୍ଵପ୍ନରେ ନିଜର ମୃତ୍ୟୁ ବା ଆଉ କାହାର ମୃତ୍ୟୁ ଦେଖୁଛନ୍ତି ତେବେ ବୁଝିଯିବେ କି ତାହାର ଆୟୁ ବୃଦ୍ଧି ହୋଇଗଲା ।

୯. ସ୍ଵପ୍ନରେ ଜଳଭରା କଳସ ପୁତ୍ର ଲାଭର ସଙ୍କେତ ଦେଇଥାଏ ।

Image courtesy: Google

୧୦. ସ୍ଵପ୍ନରେ ଯମଦୂତ ଦେଖିବାର ଅର୍ଥ ମୃତ୍ୟୁ ନିକଟରେ ଅଛି ।

୧୧. ସ୍ଵପ୍ନରେ ନିଜକୁ ବାନ୍ତି କରୁଥିବାର ଦେଖିବାର ଅର୍ଥ ଆପଣ ନିରୋଗ ରହିବେ ବା ନିରୋଗ ହୋଇଯିବେ ।

୧୨. ସ୍ଵପ୍ନରେ ରେଳ ଗାଡି ଯାତ୍ରା କୁ ଦର୍ଶାଇ ଥାଏ ।

୧୩. ସ୍ଵପ୍ନରେ ଭୁତ ପ୍ରେତ କଷ୍ଟକୁ ଦର୍ଶାଇ ଥାଆନ୍ତି ।

୧୪. ସ୍ଵପ୍ନରେ ଲାଲ କପଡା ଦେଖିବା ଦୁଃଖକୁ ଦର୍ଶାଇ ଥାଏ ।

୧୫. ସ୍ଵପ୍ନରେ ମାଙ୍କଡ ଦେଖିବା ଧନଲାଭର ସଙ୍କେତ ଦେଇଥାଏ ।

୧୬. ସ୍ଵପ୍ନରେ ଧଳା କପଡା ଦେଖିବା ଧନ, ସମ୍ପତ୍ତି ଲାଭର ସୂଚକ ହୋଇଥାଏ ।

୧୭. ସ୍ଵପ୍ନରେ ବଳଦ ଗାଡି ଦେଖିବା ମଧ୍ୟ ଧନ ଲାଭକୁ ଦର୍ଶାଇ ଥାଏ ।

୧୮. ସ୍ଵପ୍ନରେ କୋକିଶିଆଳି ଦେଖିବା ଭବିଷ୍ୟତକୁ କଷ୍ଟ ଅଛି ।

୧୯. ସ୍ଵପ୍ନରେ କୌଣସି ସ୍ତ୍ରୀ ସହିତ କଥା ହେବା ବା କିଛି ବି କରୁଥିବାର ଦେଖିଲେ ଭବିଷ୍ୟତରେ ଧନ ଲାଭ ହୋଇଥାଏ ।

Image courtesy: Google

୨୦. ସ୍ଵପ୍ନରେ ଘର ତିଆରି କରୁଥିବାର ଦେଖିଲେ ଆପଣ ଭବିଷ୍ୟତରେ ବହୁତ ଶ୍ରେଷ୍ଠ ବ୍ୟକ୍ତି ହେବେ ଓ ପୁରା ପରିବାରର ଦ୍ଵାୟିତ୍ଵ ଆପଣଙ୍କ ଉପରେ ରହିବ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।