ଦେଖନ୍ତୁ ଭିଡିଓ : ଏହି ଦୁଇ ଅଫଗାନି କରିଲେ PAKକୁ ବେଜ୍ଜିତ, କହିଲେ – ହିନ୍ଦୁସ୍ଥାନର ରାସ୍ତାର କୁକୁର ବି ପାକିସ୍ତାନ ଠାରୁ ଭଲ

ଅଫଗାନି ଭାଇଜାନ ନାମର ଗୋଟିଏ ଚ୍ୟାନେଲ ଅଛି, ଯାହାର ଭିଡିଓ ବର୍ତ୍ତମାନ ବହୁତ ଭାଇରାଲ ହେଉଛି । ଅଫଗାନି ପଠାନ ଭାଇ ବଡ ମଜାଦାର ଭାବରେ ପାକିସ୍ତାନର ଧଜିୟା ଉଡାଇ ଛନ୍ତି । ସବୁ ଭିଡିଓ କ୍ଲିପରେ ସେ ପ୍ରମାଣ ସହିତ ନିଜର କଥାକୁ ରଖିଛନ୍ତି । ଅନ୍ୟ ପଟେ ମୁଖ୍ତାର ଅହମଦ ନାମକ ଜଣେ ଅଫଗାନି ବ୍ୟକ୍ତି ପାକିସ୍ତାନର ବହୁତ ଥଟା କରିଛନ୍ତି ।

ପୁଲବାମା ଆକ୍ରମଣ ପରେ ପୁରା ଦୁନିଆ ପାକିସ୍ତାନକୁ ନିନ୍ଦା କରୁଛି । ଏବଂ ତାହାର ପଡୋଶୀ ଦେଶ ଅଫଗାନିସ୍ତାର ଭାବନା ବର୍ତ୍ତମାନ ହିଁ ସାମନାକୁ ଆସୁଛି । ମୁଖ୍ତାର ଅହମଦ ନାମକ ଜଣେ ଅଫଗାନି ବ୍ୟକ୍ତି ସୋସିୟାଲ ମିଡିୟାରେ ଏକ ଭିଡିଓ ଅପ୍ଲୋଡ କରିଛନ୍ତି । ଯେଉଁଥିରେ ସେ ପାକିସ୍ତାନରେ ହୁକୁମ କରୁଥିବା ଲୋକ ମାନଙ୍କୁ ଉପଦେଶ ଦେଇ ଛନ୍ତି କି ହିନ୍ଦୁସ୍ଥାନ ସହିତ ଯୁଧ୍ୟ କରିବାର ସାହାସ ନାହିଁ ତୁମ ପାଖରେ ।

କାରଣ ତୁମେ ଭାରତ ସାମନାରେ କିଛି ନୁହେଁ । ମୁଖ୍ତାରଙ୍କର ଏହି ଭିଡିଓ ବହୁତ ଶେୟାର କରାଯାଉଛି କାରଣ ପାକିସ୍ତାନ ଉପରେ ଯାହା କହିଛନ୍ତି ତାହା ବହୁତ ମଜାଦାର ଅଟେ ।

ଅଫଗାନି ଭାଇଜାନ ନାମକ ଏଇ ଚ୍ୟାନେଲର ପଠାନଙ୍କର ହସ ବହୁତ ରୌବଦାର ଅଟେ । ହସି ହସି ପାକିସ୍ତାନ ବିରୁଦ୍ଧରେ ବହୁତ କଡା କଥା କହୁଛନ୍ତି ଏବଂ ଭାରତର ସାହାସ ବଢାଉ ଛନ୍ତି । ହିନ୍ଦୁସ୍ଥାନ ଏବଂ ହିନ୍ଦୁସ୍ଥାନର ଲୋକ ମାନଙ୍କୁ ସେ ନିଜର ଏବଂ ଅଫଗାନି ଲୋକ ମାନଙ୍କର ଭଲ ପାଇବା ଦେଇ ଛନ୍ତି । ପୁଲୱାମା ଆକ୍ରମଣ ପରେ ସହିଦଙ୍କ ପାଇଁ ବି ସେ ଭିଡିଓ କରି ଛନ୍ତି ।

କିନ୍ତୁ ବର୍ତ୍ତମାନ ଯେଉଁ ଭିଡିଓ ଭାଇରାଲ ହେଉ ଅଛି, ସେଥିରେ ଅଫଗାନି ପଠାଣ ଭାଇ ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମରାନ ଖାନଙ୍କର କଥା ଏବଂ ତାଙ୍କର କାର୍ଯ୍ୟକୁ ବେନେକାବ କରି ଛନ୍ତି । ବର୍ଷ ୨୦୧୮ରେ ପିଏମ ହେବା ପୂର୍ବରୁ ଇମରାନ କହି ଥିଲେ  ଏବଂ ପିଏମ ହେବା ପରେ କହିଥିଲେ ସେ ବିଦେଶ ଠାରୁ କେମିତି ଭିକ ମାଗୁ ଛନ୍ତି । ଏହି କିଳ୍ପ ସହିତ ସେ ପାକିସ୍ତାନର ବହୁତ ଥଟା ବି କରି ଛନ୍ତି । ଏହି ଦୁଇ ଜଣଙ୍କର ଭିଡିଓ ନିଶ୍ଚୟ ଆପଣଙ୍କୁ ଭଲ ଲାଗିବ ।

ପୋଷ୍ଟ ଟିକୁ ସମସ୍ତଙ୍କ ସହିତ ଶେୟାର କରି ଦେଖାନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।