Odia GK Q&A- ଅଧିକ ଲୁଣ ଖାଇବା ଦ୍ଵାରା ମଣିଷର କେଉଁ ଅଙ୍ଗ ଖରାପ ହୋଇଥାଏ ? ଉତ୍ତର କହିଲ ଦେଖି

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- ଭାରତରେ ଇଂରେଜ ମାନେ ସର୍ବ ପ୍ରଥମେ କେଉଁଠାରେ କଳକାରଖାନା ବସେଇ ଥିଲେ ?

ଉ: ସୁରାଟ ଠାରେ 1612 ଖ୍ରୀଷ୍ଟାବ୍ଦ ରେ ।

2- ଭାରତର ଜାତୀୟ ସଙ୍କେତ କଣ ?

ଉ: ଅଶୋକ ଚକ୍ର ଭାରତର ଜାତୀୟ ସଙ୍କେତ ।

3- ଯୁଦ୍ଧ କ୍ଷେତ୍ରରେ ଧଳା ପତାକା ଉଡେଇବାର ଅର୍ଥ କଣ ?

ଉ: ଶତ୍ରୁ ପକ୍ଷକୁ ଆତ୍ମ ସମର୍ପଣ କରିବା ।

4- ଜଳଦସ୍ୟୁ ମାନେ ଜାହାଜରେ କେଉଁ ପାତାକା ଲଗାନ୍ତି ?

ଉ: ଖପୁରି ଓ ହାଡ ଚିହ୍ନ ।

5- “ଜନ ଗଣ ମନ” କୁ ଜାତୀୟ ସଙ୍ଗୀତ ରୂପେ କେବେ ଗ୍ରହଣ କରାଗଲା ଏବଂ ଏହାର ରଚୟିତା କିଏ ?

ଉ: 24 ଜାନୁୟାରୀ 1950 । ରବୀନ୍ଦ୍ରନାଥ ଠାକୁର ।

6- ଜଣେ କବି ଦୁଇଟି ଦେଶର ରାଷ୍ଟ୍ରୀୟ ସଙ୍ଗୀତର ରଚୟିତା ଅଟନ୍ତି ଏବଂ ସେ ଦୁଇଟି ଦେଶ ନାମ କଣ ?

ଉ: ରବୀନ୍ଦ୍ରନାଥ ଠାକୁର । ଭାରତ ଏବଂ ବାଂଲାଦେଶ ।

7- ବାଂଲାଦେଶର ପ୍ରଚଳିତ ମୁଦ୍ରାକୁ କଣ କହନ୍ତି ?

ଉ: ଟାକା କୁହନ୍ତି ।

8-  ଆମେଇକାରେ ସ୍ଵାଧୀନତା ଦିବସ କେବେ ପାଳନ କରାଯାଏ ?

ଉ: ଜୁଲାଇ 4 ତାରିଖ ।

9- ସାଉଡି ଆରବ ର ରାଜଧାନୀ କିଏ ?

ଉ: ରିଆଜ ।

10- ବିଶ୍ଵର ଦ୍ରୁତଗାମୀ ମାଂସାହାରୀ ସ୍ଥଳଚର ପଶୁ କିଏ ?

ଉ: ଚିତାବାଘ ।

11- ଉଡି ପାରୁ ନଥିବା ସ୍ଥଳଚର ପକ୍ଷୀ କିଏ ?

ଉ: ବତକ ।

12- ଅର୍ଥ ଶାସ୍ତ୍ର କିଏ ରଚନା କରିଥିଲେ ?

ଉ: ଚାଣକ୍ୟ ଅର୍ଥ ଶାସ୍ତ୍ର ର ରଚୟିତା ।

13- ଗଣ୍ଡ ହାତୀ ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?

ଉ: ଗଜପତି ଜିଲ୍ଲାରେ ।

14- ଜଗତସିଂହପୁର ଜିଲ୍ଲାର ଜିଲ୍ଲା ମହୋତ୍ସବ ର ନାମ କଣ ?

ଉ: କଲ୍ଲୋଳ ।

15- ମହାତ୍ମା ଗାନ୍ଧୀ କେବେ ଓ କେଉଁଠାରେ ଗ୍ରାଜୁଏସନ ପାସ୍ କରିଥିଲେ ?

ଉ: 1887 ରେ ଅହମଦାବାଦ ରେ ।

16- ଆମ ଦେଶର ସାଧାରଣତନ୍ତ୍ର ଦିବସ କେବେ ପାଳନ କରାଯାଏ ?

ଉ: ଜାନୁୟାରୀ 26 ତାରିଖରେ ।

17- ବ୍ଲାକ ଡେ’ କେଉଁ ତାରିଖରେ ପାଳନ କରାଯାଏ ?

ଉ: ଫେବୃୟାରୀ 14 ।

18- ଅଧିକ ଲୁଣ ଖାଇବା ଦ୍ଵାରା ମଣିଷର କେଉଁ ଅଙ୍ଗ ଖରାପ ହୋଇଥାଏ ?

ଉ: କିଡନୀ ଖରାପ ହୋଇଥାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।