ବହୁତ ଅଧିକ ରାଗି ହୋଇଥାନ୍ତି ଏହି ୩ ଟି ନାମର ଝିଅ, ରାଗ ଆସିଲେ ଏମାନଙ୍କ ଠାରୁ ଦୂରରେ ରହିବା ହିଁ ଭଲ

କିଛି ଲୋକମାନଙ୍କୁ ଛୋଟ ଛୋଟ କଥାରେ ହିଁ ରାଗ ଆସିଯାଏ । କିନ୍ତୁ ଏହା ଆମ ପାଇଁ ଭଲ ହୋଇ ନଥାଏ । ଅଧିକ ରାଗିଯିବା ଦ୍ଵାରା ମସ୍ତିଷ୍କ କାମ କରିବା ବନ୍ଦ କରିଦିଏ । କିନ୍ତୁ ଯେଉଁ ବ୍ୟକ୍ତି ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିଥାଏ ସେ ହିଁ ଅସଲ ବୁଦ୍ଧିମାନ ବ୍ୟକ୍ତି ହୋଇଥାଏ । କହିବାକୁ ଗଲେ ଅତ୍ୟଧିକ ରାଗିବା ଦ୍ଵାରା ଏହା ଆମର ଚାରି ପାଖରେ ଥିବା ଲୋକମାନଙ୍କ ଉପରେ ଖରାପ ପ୍ରଭାବ ପକାଇ ଥାଏ ।

ସେଥିପାଇଁ କାହା ଉପରେ ବି ରାଗିବା ପୂର୍ବରୁ ୧୦ ଥର ଚିନ୍ତା କରିନେବା ଉଚିତ । ଆଜିର ଏହି ପୋଷ୍ଟରେ ଆମେ ସେହି ୩ ଜଣ ଝିଅଙ୍କ ବିଷୟରେ କହିବୁ ଯେଉଁମାନେ ସବୁବେଳେ ରାଗରେ ହିଁ ରହିଥାନ୍ତି ।

ଅତ୍ୟଧିକ କ୍ରୋଧି ହୋଇଥାନ୍ତି ଏହି ୩ ଟି ନାମର ଝିଅମାନେ

S ନାମର ଝିଅମାନେ

ଯେଉଁ ଝିଅ ମାନଙ୍କର ନାମ S ରୁ ଆରମ୍ଭ ହୋଇଥାଏ ସେମାନେ କୌଣସି ବି କଥାରେ ବହୁତ ଜଲ୍ଦି ରାଗି ଯାଆନ୍ତି । ଯେତେବେଳେ ଏମାନଙ୍କୁ ରାଗ ଆସିଥାଏ ସେତେବେଳେ ଏମାନେ ଛୋଟ ବଡ କିଛି ବି ଦେଖନ୍ତି ନାହିଁ । ସେଥିପାଇଁ ରାଗ ଆସିଲେ ଏମାନଙ୍କୁ ଏକୁଟିଆ ଛାଡି ଦେବା ଉଚିତ । କିନ୍ତୁ ଏମାନେ ଯେତିକି ରାଗିଥାନ୍ତି ସେତିକି ଭଲ ବି ପାଆନ୍ତି ।

P ନାମର ଝିଅମାନେ

P ନାମର ଝିଅମାନେ ସ୍ଵଭାବରେ ବହୁତ ଶାନ୍ତ ହୋଇଥାନ୍ତି । କିନ୍ତୁ ରାଗ ଆସିଲେ ଏମାନଙ୍କର ସବୁଠୁ ଭୟାନକ ରୂପ ଦେଖିବାକୁ ମିଳିଥାଏ । କିନ୍ତୁ ଏହି ନାମର ଝିଅମାନେ ରାଗ ଆସିବା ପରେ ପ୍ରାୟତଃ ଶାନ୍ତିରେ ରହିବାକୁ ପସନ୍ଦ କରନ୍ତି । ଏହା ସହିତ ଏମାନେ ଏକୁଟିଆ ରହିବାକୁ ବି ପସନ୍ଦ କରନ୍ତି । ରାଗିଥିବା ସମୟରେ ଏମାନେ କାହାର ବି କଥା ଶୁଣନ୍ତି ନାହିଁ ।

R ନାମର ଝିଅମାନେ

R ନାମର ଝିଅମାନଙ୍କର ରାଗ ବହୁତ ଭୟାନକ ହୋଇଥାଏ । ଏମାନଙ୍କୁ ଯେତେ ଜଲ୍ଦି ରାଗ ଆସିଥାଏ ସେତେ ଜଲ୍ଦି ହିଁ ଏମାନଙ୍କର ରାଗ ଶାନ୍ତ ବି ହୋଇଯାଏ । ଏମାନେ ସବୁବେଳେ ନିଜର ନାକ ଉପରେ ରାଗ ନେଇ ବସିଥାନ୍ତି । ଏମାନେ ଛୋଟ ଛୋଟ କଥାରେ ରାଗିଯାନ୍ତି ଓ ମନେ ମନେ ସାମ୍ନାରେ ଥିବା ବ୍ୟକ୍ତିକୁ ଗାଳି କରିଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।