UIDAI ଆଣିଲା ନୂଆ ନିୟମ, Aadhaar ର ଏହି ନିୟମ ଭାଙ୍ଗିଲେ ଭରିବେ କୋଟିଏ ଟଙ୍କା ଫାଇନ

ଆଧାର କାର୍ଡକୁ ନେଇ ୟୁଆଇଡ଼ିଏଆଇ ନୂଆ ନିୟମ ଜାରି କରିଛି । ଯାହା ବହୁତ ବଡ ପଦକ୍ଷେପ ଅଟେ । ଏହି ନିୟମ ଅନୁସାରେ ଯେଉଁ ବ୍ୟକ୍ତି ଆଧାର କାର୍ଡର ଦୁର୍ପୋଯୋଗ କରୁଛନ୍ତି କିମ୍ବା ଆଧାର କାର୍ଡ ନିୟମକୁ ଉ-ଲଂ-ଘ-ନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନେବାକୁ ଯାଉଛନ୍ତି ୟୁଆଇଡ଼ିଏଆଇ । ଆପଣ ସମସ୍ତେ ସାବଧାନ ହୋଇ ଯାଆନ୍ତୁ ନଚେତ ଆପଣଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୁର୍ମାନା ଦେବାକୁ ପଡିପାରେ । କେନ୍ଦ୍ର ସରକାର ଏହାକୁ ନେଇ ଏକ ସୂଚନା ଜାରି କରିଛନ୍ତି ।

କିନ୍ତୁ ଏହି ନିଷ୍ପତିକୁ କୌଣସି ବି ସାଧାରଣ ବ୍ୟକ୍ତି ଚ୍ୟାଲେଞ୍ଜ କରି ପାରିବେ । ସରକାରଙ୍କ ନିୟମ ଅନୁସାରେ ଆଧାର ଆଇନ ଉ-ଲଂ-ଘ-ନ କ୍ଷେତ୍ରରେ ୟୁଆଇଡ଼ିଏଆଇକୁ ବର୍ତ୍ତମାନ ଜୋ-ରି-ମା-ନା ଲାଗିବାର ଅଧିକାର ମିଳିଛି । ୟୁଆଇଡ଼ିଏଆଇ ଏଥିପାଇଁ କିଛି କର୍ମଚାରୀକୁ ନିଯୁକ୍ତି ବି ଦବ । ଯେଉଁମାନେ କାହାକୁ କେତେ ଜୋ-ରି-ମା-ନା ଲାଗିବ ସେହି ବିଷୟରେ ନିଷ୍ପତି ନେବେ । ପୂର୍ବରୁ କେନ୍ଦ୍ର ସରକାର ଏହିଭଳି ନିଷ୍ପତି ନେଇଥିଲେ ।

କିନ୍ତୁ କୌଣସି କାରଣରୁ ଏହାକୁ କାର୍ଯ୍ୟକାରୀ କରାଯାଇ ନ ଥିଲା । କିନ୍ତୁ ଏହି ବର୍ଷ ସରକାର ଏହି ସୂଚନା ଜାରି କରି ଜୋ-ରି-ମା-ନା ଲାଗୁ କରିଛନ୍ତି । ଏହି ମାସର ୨ ତାରିଖରୁ କେନ୍ଦ୍ର ସରକାର ଆଧାର କାର୍ଡ ଆଇନ ସହ ଜଡିତ ଏହି ସୂଚନା ଜାରି କରିଥିଲେ ।

ଯଦି କୌଣସି ବ୍ୟକ୍ତି ଆଧାର କାର୍ଡ ସହ ଜଡିତ କୌଣସି ଭୁଲ କାମ କରୁଛନ୍ତି କିମ୍ବା ଆଧାର କାର୍ଡକୁ ନେଇ କୌଣସି ବି ପ୍ରକାରର ଦୁର୍ପୋଯୋଗ କରୁଛନ୍ତି ତେବେ ସେମାନଙ୍କ ବି-ରୁ-ଦ୍ଧ-ରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ଏଥିପାଇଁ ଆପଣଙ୍କୁ ସେହି ସଂସ୍ଥା କିମ୍ବା ସେହି ବ୍ୟକ୍ତିର ସମସ୍ତ ଅ-ଭି-ଯୋ-ଗ-ର ସଠିକ ସୂଚନା ଦେବାକୁ ପଡିବ । ଯେଉଁ ବ୍ୟକ୍ତିମାନେ ଆଧାର କାର୍ଡ ଆଇନକୁ ଉ-ଲଂ-ଘ-ନ କରୁଛନ୍ତି ସେମାନଙ୍କ ଉପରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋ-ରି-ମା-ନା ଲାଗୁ ହେବ ।

କେନ୍ଦ୍ର ସରକାରଙ୍କ ଅନୁସାରେ ଆଧାର କାର୍ଡକୁ ଜଣେ ବ୍ୟକ୍ତିର ପରିଚୟ ପତ୍ର ରୂପରେ ବ୍ୟବାହର କରାଯାଉଛି । ବେଳେ ବେଳେ ଆଧାର କାର୍ଡକୁ ନେଇ ବିଭିନ୍ନ ପ୍ରକାରର ଅଭିଯୋଗ ବି ସାମ୍ନାକୁ ଆସୁଛି । କେତେକ ଲୋକମାନଙ୍କ କହିବା ଅଟେ କି ତାଙ୍କର ଆଧାର କାର୍ଡକୁ ତାଙ୍କର ବିନା ଅନୁମତିରେ ଅନ୍ୟ ଲୋକମାନେ ବ୍ୟବହାର କରୁଛନ୍ତି । ସମସ୍ତ ପରିସ୍ଥିତିକୁ ନଜର ରଖି କେନ୍ଦ୍ର ସରକାର ଏହିଭଳି ନିଷ୍ପତି ନେଇଛନ୍ତି ।

ଆଧାର କାର୍ଡ ଆଇନକୁ ଉ-ଲଂ-ଘ-ନ କରୁଥିବା ଲୋକମାନଙ୍କ ବି-ରୁ-ଦ୍ଧ-ରେ କୌଣସି ବି ପ୍ରକାରର ପଦକ୍ଷେପ ନେବାର କ୍ଷମତା ୟୁଆଇଡ଼ିଏଆଇ ପାଖରେ ନ ଥିଲା । ବର୍ତ୍ତମାନ କେନ୍ଦ୍ର ସରକାର ଆଧାର ନିୟମକୁ ନେଇ ପୁଣି ଥରେ ପରିବର୍ତ୍ତନ କରିଛନ୍ତି ।