ଅଧ ରାତିରେ ଘାଇଲା ନାଗ ଉଦ୍ଧାର ବେଳେ ଘଟିଲା ବଡ ଅଘଟଣ ! ଦେଖନ୍ତୁ ଏ ପର୍ଯ୍ୟନ୍ତର ସବୁଠାରୁ ବଡ ଓ ଖତରନାକ୍ Cobra ରେସ୍କ୍ଯୁ, ଦେଖନ୍ତୁ Video

ଆମ ଓଡିଶାର ଭଦ୍ରକ ଜିଲ୍ଲାରେ କୋବ୍ରା ପ୍ରଜାତିର ସାପ ଅଧିକ ମାତ୍ରାରେ ଦେଖିବାକୁ ମିଳନ୍ତି । କୋବ୍ରା ସାପ ଅତ୍ୟନ୍ତ ବି-ଷ-ଧ-ର ହୋଇଥାଏ । ଏହା କୌଣସି ବ୍ୟକ୍ତିଙ୍କୁ କା-ମୁ-ଡି-ଲେ ବ୍ୟକ୍ତି ମୃ-ତ୍ୟୁ-ମୁ-ଖ-ରେ ପଡିବାର ସମ୍ଭାବନା ଅଧିକ ରହିଥାଏ । ଏହି ସାପ କା-ମୁ-ଡି-ଥି-ବା ବ୍ୟକ୍ତିଙ୍କୁ ଯଦି ତୁରନ୍ତ ହସ୍ପିଟାଲ ନିଆଯାଏ ଓ ଚିକିତ୍ସା କରାଯାଏ ତେବେ ହୁଏତ ତାଙ୍କ ପ୍ରା-ଣ ବ-ଞ୍ଚି ଯାଇପାରେ । କୋବ୍ରା ସାପ ମଧ୍ୟରେ ନ୍ୟୁ-ରୋ-ଟ-କ୍ସି-ନ ନାମକ ବି-ଷ ରହିଥାଏ । ଯାହା ମଣିଷ ଶରୀର ମଧ୍ୟକୁ ଗଲେ ପ୍ରା-ଣ-ଘା-ତୀ ହୋଇଥାଏ ।

ଭଦ୍ରକର ଏକ ଗ୍ରାମ ନଦୀଗାଁରେ ଗୋଟିଏ କୋବ୍ରା ସାପ ଖାଦ୍ଯ ସନ୍ଧାନରେ ଜଣଙ୍କ ଘର ଭିତରକୁ ପଶି ଆସିଥିଲା । ସାପଟି ଦେଖିବାକୁ ଖୁବ ଲମ୍ବା ଥିଲା । କୁକୁଡା ଭାଡି ଥିବା ସ୍ଥାନକୁ ଅଣ୍ଡା ଖାଇବା ଲୋ-ଭ-ରେ ସାପଟି ପଶି ଆସିଥିଲା । କିନ୍ତୁ ସେଠାରେ ଲାଗିଥିବା ତାର ଓ ଜାଲିରେ ତା’ ଶରୀରକୁ ଭୀ-ଷ-ଣ ଆ-ଘା-ତ ଲାଗି ଯାଇଥିଲା ଓ ସାପଟି ସେଠାରେ ଛ-ନ୍ଦି ହୋଇ ରହି ଯାଇଥିଲା । ଯାହା ଫଳରେ ସେ ଖୁବ ରା-ଗୀ ଯାଇଥିଲା ଓ ଭୀଷଣ ଜୋରରେ ଫ-ଣା ଟେ-କୁ-ଥିଲା । ସେହି ସମୟରେ ରାତି ପ୍ରାୟ ୧୨ଟା ହେବ ।

ତେବେ ଯାହା ହେଉ ଗ୍ରାମବାସୀ ତାକୁ ନ-ମା-ରି ଉ-ଦ୍ଧା-ର କରିବା ପାଇଁ ସେଠାକାର ସାପଧରାଳିଙ୍କୁ ଖବର ଦେଇଥିଲେ । ସାପ ଧରାଳି ଆସିବା ପରେ ତାଙ୍କୁ ମଧ୍ୟ ଅନେକ ଥର ସାପଟି ଚୋ-ଟ ମା-ରି-ବା-କୁ ଚେଷ୍ଟା କରିଥିଲା । କିନ୍ତୁ ସେ ପ୍ରଥମେ ଏକ ଶା-ବ-ଳ ସାହାଯ୍ୟରେ ତାକୁ ସେଠାରୁ ଉ-ଦ୍ଧା-ର କରିବାକୁ ଚେଷ୍ଟା କରିଥିଲେ । ପରେ ସାପକୁ କା-ବୁ କରି ନେଇଥିଲେ । ଏହା କରିବା ସେତେ ସହଜ ନଥିଲା । କାରଣ ସାପଟି ଖୁବ ଜୋ-ରରେ ଫ-ଣା ଟେ-କୁ-ଥିଲା ଓ ଖୁବ ରା-ଗି-କ-ରି ଥିଲା ।

ତେବେ ଆ-ହ-ତ ସାପକୁ ଧରିବା ପରେ ସେ ତା’ର ଚିକିତ୍ସା ମଧ୍ୟ କରିଥିଲେ । ସାପର ପାଟିକୁ ବା-ନ୍ଧି ଦେଇଥିଲେ ଓ ତା କ୍ଷ-ତ ସ୍ଥାନକୁ ପାଣିରେ ଧୋ-ଇ-ବା ସହ ସେ ସ୍ଥାନରେ ହଳଦୀ ଲଗାଇ ବାନ୍ଧି ଦେଇଥିଲେ । ଏହା ପରେ ସାପକୁ ଏକ ମୁଣା ମଧ୍ୟରେ ଭର୍ତ୍ତି କରି ଅନ୍ୟ ଏକ ଜଙ୍ଗଲ ସ୍ଥାନରେ ଛାଡି ଦେବାକୁ ନେଇ ଯାଇଥିଲେ । ସାପକୁ ନ-ମା-ରି ଉ-ଦ୍ଧା-ର କରିବା ପାଇଁ ତାଙ୍କୁ ଡ଼ାକିଥିବାରୁ ସେ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।