ଉତରନର ତପସ୍ୟା (Rashmi Desai) ଏବେ ହୋଇଯାଛନ୍ତି ବହୁତ ବୋଲ୍ଡ,, ହଟ ଫଟୋ ହେଉଛି ଭାଇରାଲ

“କଲର୍ସ ଚ୍ୟାନେଲ”ରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ଖୁବ ଚର୍ଚ୍ଚାରେ ରହିଆସିଛି । ଏହି ସିରିଏଲ ଗୁଡିକରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟରେ ଲୋକପ୍ରିୟ ହୋଇପାରିଛନ୍ତି । ଏହି ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ଦର୍ଶକ ମାନଙ୍କ ହୃଦୟରେ ଏକ ନୂଆ ଜାଗା ସୃଷ୍ଟି କରି ପାରିଛି । ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ କଳାକାର ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ସୁନ୍ଦର ଅଭିନୟରେ ନିଜ ପାଇଁ ନୂଆ ପରିଚୟ ସୃଷ୍ଟି କରି ପାରିଛନ୍ତି ।

କଲର୍ସରେ ଚ୍ୟାନେଲରେ ପ୍ରସାରିତ ହେଉଥିବା “ଉତ୍ତରନ” ସିରିଏଲରେ “ରଶ୍ମି ଦେଶାଇ” ତପସ୍ୟା ଚରିତ୍ରରେ ଅଭିନୟ କରି ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । ଏହା ଛଡା “ନଚ ବଲିଏ”,”ଦିଲ ସେ ଦିଲ ତକ”,”ଇଶକ କା ରଙ୍ଗ ସଫେଦ” ଆଦି ସିରିଏଲରେ ନିଜର ବେଷ୍ଟ ପରଫୋମ ଦେଇଛନ୍ତି ।  ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଜୀବନ ଶୈଳୀ ମଧ୍ୟ ଭିନ୍ନ ଧରଣର ରହିଛି । ତାଙ୍କର ଷ୍ଟାଇଲ, ଲୁକ, ବ୍ୟବହାର, ଅନ୍ଦାଜ ଯୋଗୁ ସେ ଲୋକପ୍ରିୟ ହୋଇ ପାରିଛନ୍ତି ।

“ବିଗ ବସ” ଓ “ଉତ୍ତରନ” ଭଳି ସିରିଏଲରେ ସେ ନିଜର କଳାର ଖୁବ ସୁନ୍ଦର ପରିଦର୍ଶନ କରିଛନ୍ତି । ବର୍ତ୍ତମାନ ସେ ତାଙ୍କର ଫୋଟୋ ସୁ-ଟରେ ନିଜକୁ ବ୍ୟସ୍ତ ରଖିଛନ୍ତି । ଏହି ଅଭିନେତ୍ରୀ ଜଣକ ନିଜ ବ୍ୟକ୍ତିଗତ ଜୀବନକୁ ଆଖି ଆଗରେ ରଖି ନିଜର ଫୋଟୋ ସବୁକୁ ସୋସିଆଲ ମିଡିଆରେ ଭାଇରାଲ କରିବାରେ ଲାଗିଛନ୍ତି । ପୁଣି ଥରେ ସେ ତାଙ୍କର ନୂଆ ଅନ୍ଦାଜରେ ଫୋଟୋ ସୁ-ଟ କରି ନିଜ ଫ୍ୟାନ୍ସ ମାନଙ୍କ ସହ ଶେୟାର କରିଛନ୍ତି । ତାଙ୍କର ସିମ୍ପଲ ଫୋଟୋ ଅପେକ୍ଷା ସେ ତାଙ୍କର ଷ୍ଟାଇଲିସ ଫୋଟୋରେ ବହୁତ ଗରଜେସ ଦେଖା ଯାଉଛନ୍ତି ।

ତାଙ୍କର ଏହି ଫୋଟୋ ତାଙ୍କ ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସିଛି । କିଛି ଦିନ ହେବ ଅଭିନେତ୍ରୀ ରଶ୍ମିଙ୍କର ଗେଟ ଅପ ପୂରାପୂରି ବଦଳି ଯାଇଛି । ଫ୍ୟାସନ ଦୁନିଆରୁ ସେ ନିଜକୁ ଆଗକୁ ନେବାକୁ ପ୍ରୟାସ କରୁଛନ୍ତି । ତାଙ୍କର ଭାଇରାଲ ହେଉଥିବା ଗ୍ଲାମରିୟସ ଫୋଟୋ ଗୁଡିକ ସୋସିଆଲ ମିଡିଆରେ ପୋଷ୍ଟ ହେବାରେ ଲାଗିଛି । ୱେସ୍ଟର୍ନ ହଳଦିଆ ଡ୍ରେସରେ ସେ ଏତେ ଗରଜେସ ଦେଖା ଯାଉଛନ୍ତି ଯେ ଯାହାର ତୁଳନା କାହା ସହ କରାଯାଇ ପାରିବ ନାହି । ତାଙ୍କର ଏହି ଅନ୍ଦାଜ ପାଇଁ ସେ ଫ୍ୟାନ୍ସ ମାନଙ୍କ ହୃଦୟରେ ରାଜ କରୁଛନ୍ତି ।

ସେ ତାଙ୍କର କେଶକୁ ପୋନିଚେର କରିଛନ୍ତି ଯାହା ଫଳରେ ସେ “ଲେଡି ଡନ” ଭଳି ମନେ ହେଉଛନ୍ତି । ଏହି ଡ୍ରେସ ସହ ସେ ଗୋଟେ ଫ୍ରକ ପିନ୍ଧିଛନ୍ତି ଯାହା ତାଙ୍କ ଅନ୍ଦାଜକୁ ଚାର ଚାନ୍ଦ ଲଗେଇ ଦଉଛି । ତାଙ୍କର ଏହି ଫୋଟୋକୁ ଦେଖି କିଛି ଫ୍ୟାନ୍ସ ନିଜର ମତାମତରେ କହିଛନ୍ତି ଯେ ଅନ୍ୟ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଟିଭି ଇଣ୍ଡଷ୍ଟ୍ରିରେ ରଶ୍ମି ଦିଶାଇ ହଟ ଓ ଗ୍ଲାମରିୟସ ଅଭିନେତ୍ରୀ ଭାବେ ଦେଖା ଯାଉଛନ୍ତି । ଗତ କିଛି ଦିନ ତଳେ ବ୍ଲାକ ଗାଉନରେ ଉଠାଇଥିବା ଫୋଟୋରେ ସେ ନିଜକୁ ଖୁବ ସୁନ୍ଦର ଭାବେ ସଜାଇଛନ୍ତି ଯାହା ତାଙ୍କର ଫ୍ୟାନ୍ସ ମାନଙ୍କୁ ପସନ୍ଦ ଆସିଛି । 

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଅଭିନେତ୍ରୀ ରଶ୍ମୀ ଦିଶାଇଙ୍କର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।