ଏଫ – ୧୬କୁ ତଳେ ପକାଇବା ମାତ୍ରେ ହିଁ ସର୍ବେ ପ୍ରଥମେ କରିଥିଲେ ଏହି କାମ, କହିଲେ ଏମିତି କଥା ଯାହା ଉପରେ ଆସି ପୁରା କାହାଣୀ…

୨୭ ଫେବ୍ରୁୟାରୀ ଦିନ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଯେଉଁ ବାହାଦୁରି ସହିତ ୬୦ ବର୍ଷ ପୁରୁଣା ମିଗ – ୨୧ ସାହାର୍ଯ୍ୟରେ ପାକିସ୍ତାନର ଏଡଭାନ୍ସ ଏଫ – ୧୬କୁ ମାରି ତଳେ ପକାଇ ଦେଇଥିଲେ, ତାହ ବହୁତ ପ୍ରଶଂସନିୟ ଅଟେ । ଯୁଧ୍ୟ ସମୟରେ ଅଭିନନ୍ଦନଙ୍କର ବିମାନ କ୍ରାଶ ହୋଇ ପାକିସ୍ତାନରେ ପଡିଥିଲା । କିନ୍ତୁ ମାର୍ଚ ୧ ରେ ସେ ସକୁଶଲ ଭାରତକୁ ଫେରି ଆସିଛନ୍ତି । ଏବଂ ବର୍ତ୍ତମାନ ଭାରତୀୟ ସେନା ତାଙ୍କୁ ବିଭିନ୍ନ ପ୍ରଶ୍ନ ଉପରେ ପ୍ରଶ୍ନ କରୁଛନ୍ତି ।

ଡୀବ୍ରୀଫିଂଗ ସମୟରେ ଅଭିନନ୍ଦନ କହିଥିଲେ କି ମିଗ – ୨୧ ଦ୍ଵାରା ସେ ଲଢାକୁ ବିମାନର ପିଛା କରୁ କରୁ R 73 ମିସାଇଲ ଲଞ୍ଚ କରିଥିଲେ ଏବଂ ସେ ଦେଖିଲେ କି ପାକିସ୍ତାନ ସୀମାରେ ଏଫ – ୧୬ ବିମାନ ନଷ୍ଟ ହୋଇ ତଳେ ପଡି ଯାଇଛି । କିନ୍ତୁ ଏକ ଡୀବ୍ରୀଫିଂଗ ସମୟରେ ଏକ ଏମିତି ବଡ ପ୍ରଶ୍ନ ସାମନାକୁ ଆସିଛି, ଯାହାର ଜବାବ ଖୋଜିବାରେ ଅଧିକାରୀ ମାନେ ଲାଗି ଯାଇଛନ୍ତି ।

ମିଳୁ ନାହିଁ ଏହି ପ୍ରଶ୍ନର ଉତ୍ତର

ମିଡିୟା ରିପୋର୍ଟ ଅନୁସାରେ ଡୀବ୍ରୀଫିଂଗ ସାମନାରେ ଆସିଲା କି ଅଭିନନ୍ଦନଙ୍କର ସିକ୍ଯୋରିଟୀ ପାଇଁ ତାଙ୍କ ପଛରେ ଦୁଇଟି ଲଢାକୁ ବିମାନ ଯାଇଥିଲେ । କିନ୍ତୁ ବର୍ତ୍ତମାନ ସବୁଠୁ ବଡ ପ୍ରଶ୍ନ ଏହା ଉଠୁଛି କି ସେହି ଦୁଇ ଫାଇଟର ଜେଟ ଏଫ – ୧୬ ଉପରେ କାହିଁକି ଆଟାକ କରିଲେ ନାହିଁ ? କହି ଦେଉଛୁ ଯେ ଅଭିନନ୍ଦନଙ୍କର ମିଗ – ୨୧ ପଛରେ ସୁଖୋଇ ୩୦ ଏମକେଆଈ ଏବଂ ମିରାଜ ୨୦୦୦ ଯାଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କଥା ଜଣା ପଡୁ ନାହିଁ କି ସେହି ଦୁଇ ବିମାନ ଏଫ – ୧୬ ଉପରେ କାହିଁକି ମିସାଇଲ ଲଞ୍ଚ କରିଲେ ନାହିଁ ।

ବର୍ତ୍ତମାନ ପର୍ଯ୍ୟନ୍ତ ଏୟାରଫୋର୍ସ ତରଫରୁ ଏହାର କୌଣସି ଜବାବ ମିଳି ନାହିଁ । ଯଦି ସାମାନ୍ୟ ପରିସ୍ଥିର କଥା କହିବୁ ତେବେ କୌଣସି ଲଢାକୁ ବିମାନର ପାଇଲଟ ଠାରୁ ଏହିଭଳି ଆଶା ନାହିଁ କି ସେ ଶତ୍ରୁର ଅଞ୍ଚଳରେ ଯାଇ ତାହାର ବିମାନକୁ ନିସାନା କରିବ ।

ଅଭିନନ୍ଦନ କହିଲେ ଏହି କଥା

ଅଭିନନ୍ଦନ ଆଗକୁ କହିଲେ କି କେଉଁଭଳି ଭାବରେ ଆକାଶରେ ଦୁଇ ବିମାନ ମଧ୍ୟରେ ଜବରଦସ୍ତ ଯୁଧ୍ୟ ହେଲା । ଅଭିନନ୍ଦନଙ୍କର ମିଗ – ୨୧ ବିମାନ ଉପରେ ସମ୍ଭବତ: ପାକିସ୍ତାନର ବିମାନରୁ ଲଂଗ ରେଞ୍ଜ AMRAAM ମିସାଇଲ ଆକ୍ରମଣ କରାଯାଇଥିଲା । ଯାହା ପରେ ଅଭିନନ୍ଦନ ଇଜେକ୍ଟ ସୁବିଧାର ବ୍ୟବହାର କରି ବିମାନରୁ ବାହାରି ଯାଇଥିଲେ । ଏବଂ ସେ ତୁରନ୍ତ ହିଁ ନିଜର ଗ୍ରାଉଣ୍ଡ କନ୍ଟ୍ରୋଲକୁ ସୂଚନା ଦେଇଥିଲ ଏବଂ ଶତ୍ରୁ ଦେଶର ବିମାନ ଉପରେ R 73 ମିସାଇଲରେ ଆକ୍ରମଣ କରି ଦେଇଥିଲେ । ପୋଷ୍ଟଟି ସେଆର କରି ସମସ୍ତଙ୍କୁ ଜଣାନ୍ତୁ ଓ ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।