RCB ଜିତିବା ପରେ ABD ପନ୍ତଙ୍କୁ ନେଇ ଦେଲେ ଏହି ବଡ ବୟାନ, ଶୁଣିଲେ ଆପଣ ବି କରିବେ ସଲାମ !

ଭାରତୀୟ କ୍ରିକେଟରେ ଖେଳୁଥିବା ଖେଳାଳୀ ମାନେ ନିଜର ସାନଦାର ପର୍ଫୋମାସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଅନେକ ଖେଳାଳି ନିଜର କିପିଙ୍ଗ, ବୋଲିଂ, ବ୍ୟାଟିଂ, ବ୍ୟକ୍ତିତ୍ବ ପାଇଁ ମଧ୍ୟ ଖୁବ ଲୋକ ପ୍ରିୟା ହୋଇ ପାରିଛନ୍ତି । ସେମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ପୁରା ବିଶ୍ବରେ ନୂଆ ରେକର୍ଡ ସୃଷ୍ଟି କରି ପାରିଛନ୍ତି । ଆଜି ଆମେ ଅପାନ ମାନଙ୍କୁ ଆରସିବିରେ ଡେଭିଲଇୟର୍ଶ ଏମିତି କିଛି ଜବରଦସ୍ତ ବାର୍ତ୍ତାଳପ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୨୦୨୧ ଆପିଏଲ ମ୍ଯାଚକୁ ସାନଦାର ଓ ରୋମାଞ୍ଚକର କରିବା ପାଇଁ ଦିଲ୍ଲୀ କ୍ୟାପିଟାଲ ଟିମ ଦାୟିତ୍ଵ ନେବାର ଜଣା ପଡୁଛି । ତାଙ୍କର ପୂର୍ବ ମ୍ଯାଚ ସୁପର ଓଭରରେ ଜିତି ସାରିବା ପରେ ଦିଲ୍ଲୀ ଟିମ ପୁଣି ଠାରେ ଆରସିବି ସହ ମ୍ଯାଚ ଖେଳିଛନ୍ତି । ଏହି ରୋମାଞ୍ଚକର ମ୍ଯାଚ ଏହାମଦାବାଦରେ ଖେଳା ଯାଇଥିଲା । ଏହି ମ୍ଯାଚରେ ଦିଲ୍ଲୀ ଟିମର କ୍ଯାପଟେନ ରେଶବ ପନ୍ଥ ଟଜ ପ୍ରଥମେ ପାଇଥିଲେ । ମ୍ଯାଚର ପ୍ରଥମ ଓଭର ଆରସିବି ବିରୁଦ୍ଧରେ ବହୁତ ରୋମାଞ୍ଚକର ଓ ସାନଦାର ଥିଲା ।

କ୍ରିକେଟର ବିରାଟ କୋହଲି ତୃତୀୟ ଓଭରରେ ବୋଲ୍ଡ ହୋଇଥିଲେ । ବିରାଟ କୋହଲି ମାତ୍ର ୧୨ ରନରେ ଆଉଟ ହୋଇଥିଲେ । ପରବର୍ତ୍ତୀ ସମୟରେ ୧୭ ରନ କରି ଇଶାନ ଶର୍ମା ଆଉଟ ହୋଇଥିଲେ । ଏହା ପରେ ମ୍ୟାକ୍ସୱେଲ ମ୍ଯାଚକୁ ଆଗକୁ ନେବା ପାଇଁ ଚେଷ୍ଟା କରି ୨୫ ରନରେ ଆଉଟ ହୋଇଥିଲେ । ଏହା ପରେ ମ୍ଯାଚକୁ ଜିତାଇବା ପାଇଁ ଏଭି ଡେଭିଲଇଅର୍ସ ମେଦାନକୁ ଆସିଥିଲେ । ମ୍ଯାଚର ଶେଷ ମୂହୁର୍ତ୍ତରେ ଡେଭିଲଇଅର୍ସ ବାଜି ପଲଟେଇ ଦେଇଥିଲେ ।

ସେ ଶେଷରେ ୩୫ ରନରେ ଅର୍ଦ୍ଧଶତକ କରି ୩ଟି ଚକା ମାରି ମ୍ଯାଚକୁ ଜିତାଇ ଥିଲେ । ଆରସିବିକୁ ୧୭୧ ରନରେ ପହଞ୍ଚାଇବା ପାଇଁ ଡେଭିଲଇଅର୍ସଙ୍କର ମୁଖ୍ୟ ଭୂମିକା ରହିଥିଲା । ତାଙ୍କର ୪୨ ଗେମରେ ୭୫ ରନ କରି ଆରସିବିକୁ ଜିତାଇଥିଲା । ଦିଲ୍ଲୀ ଟିମର ରେଶବ ପନ୍ଥ ଶେଷ ମୂହୁର୍ତ୍ତରେ ମ୍ଯାଚ ଜିତାଇବା ପାଇଁ ଚେଷ୍ଟା କରିଥିଲେ । ଡେଭିଲଇଅର୍ସ “ମ୍ୟାନ ଓଫ ଦ ମ୍ଯାଚ” ପାଇଥିଲେ ମଧ୍ୟ ରେଶବ ପନ୍ଥଙ୍କ ସପକ୍ଷରେ ଏମିତି କିଛି କଥା କହିଛନ୍ତି ଯାହା ଦ୍ଵାରା ସମସ୍ତେ ତାଙ୍କର ପ୍ରଶଂସା କରିଛନ୍ତି ।

ଏକ ଇଣ୍ଟରବିୟୁରେ ଡେଭିଲଇଅର୍ସ କହିଛନ୍ତି ଯେ ଏ ମ୍ଯାଚ ଜିତିବା ବହୁତ ସାନଦାର ଥିଲା । କୌଣସି ମ୍ଯାଚ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଯାଉଥାଏ ତେବେ ଦୁଇଟି ଟିମ ବରାବର ମ୍ଯାଚ ଜିତିବା ପାଇଁ ଚେଷ୍ଟା କରିଛନ୍ତି । କିନ୍ତୁ ସେହି ଟିମ ଜିତିଲା ଯାହାର ଭାଗ୍ୟ ତାକୁ ସାଥ ଦେଲା । ଆରସିବି ଟିମ ଯେତିକି ଭଲ ପ୍ରଦର୍ଶନ କରିଥିଲା ସେତିକି ଭଲ ଦିଲ୍ଲୀ ଟିମ ମଧ୍ୟ କରିଥିଲା ।

ସେ କହିଛନ୍ତି ଯେ ଦିଲ୍ଲୀ ଟିମର କପ୍ତାନ ରେଶବ ପନ୍ଥ ଯେପରି ଭାବେ ନିଜ ଷ୍ଟାଟର୍ଜି ବ୍ୟବହାର କରି ମ୍ଯାଚକୁ ଶେଷ ମୂହୁର୍ତ୍ତ ଯାଏଁ ନେଇଥିଲେ ତାହା ବହୁତ ପ୍ରଶଂସାଯୋଗ୍ୟ ଅଟେ । ରେଶବ ପନ୍ଥ ତାଙ୍କ ଟିମକୁ ବହୁତ ଭଲ ଭାବେ ଲିଡ କରୁଛନ୍ତି । ରେଶବଙ୍କର ଯେତେ ପ୍ରଶଂସା କରାଯିବ ସେତେ କମ ହେବ ବୋଲି ଡେଭିଲଇଅର୍ସ କହିଥିଲେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।