ବିବାହ ପରେ ବରର ହେଲା ମୃତ୍ୟୁ, 95 ଜଣ ଗେସ୍ଟ କରୋନା  ପଜେଟିଭ

କରୋନା ଲକ୍ଷଣ ଦେଖିଲା ପରେ ବି ହେଲା ବରର ବହଘର, ବହଘର ର 2 ଦିନ ପରେ ହେଲା ବର ର ମୃତ୍ୟୁ, ବିହାର ର ରାଜଧାନି ପାଟନା ରେ ସୋମବର ଦିନ 95 ଜଣ କରୋନା ଭାଇରସରେ ଆକ୍ରାନ୍ତ ବୋଲି ଜଣା ଗଲେ ଓ ବର ର ମୃତ୍ୟୁ ହୋଇଗଲା । ସବୁ କିଛି ପାଟନା ଠାରୁ 50 କିଲୋମିଟର ଦୁରରେ ପଲାଂଗିଜ ଜାଗା ରେ ହୋଇଛି । 15 ତାରିଖରେ ହୋଇଥିବା ଗୋଟେ ବାହାଘରରେ 95 ଜଣ ଲୋକଙ୍କୁ ହୋଇଗଲା କରୋନା । ସେଥିରୁ 80 ଲୋକ କାରୋନା ପଜିଟିଭ ଜଣା ପଡିଲା ।

ଜଣା ପଡିଛି ଯେ 30 ବର୍ଷୀୟ ବର ଗୁରୁଃଗ୍ରାମ ରେ ଇଂଜିନିୟର ର କାମ କରୁଥିଲା । 12 ତାରିଖଦିନ ବାହାଘର ପାଇଁ ନିଜର ଗାଁ ଡିହପାଲି ଆସିଥିଲା, ସେହି ସମୟ ଭିତରେ କୋଭିଡି-19 ର ଲକ୍ଷଣ ଜଣା ପଡିଲା କିନ୍ତୁ ପରିବାର ଲୋକ ତାର ଚିକିତ୍ସା କରିବା ବଦଳରେ ତାର ବାହାଘର କରିଦେଲେ । ବାହାଘର ର ଦୁଇଦିନ ପରେ ତାର ଦେହ ଆଧିକ ଖରାପ ହେବା ଦ୍ୱାରା ତାକୁ ମେଡିକାଲ ନେବା ସମୟରେ ହିଁ ତାର ମୃତୁ ହୋଇଗଲା ।

ସେହି ସବୁ କଥା ଯେତେବେଳେ ଜିଲ୍ଲା ପ୍ରଶାସନ କୁ ଜଣା ପଡିଲା ତାପରେ ସେହି ବାହାଘରରେ ଆସିଥିବା ସବୁ ଲୋକଙ୍କର କରୋନା ଟେଷ୍ଟ କରାଗଲା । ପରେ15 ଜଣ ଲୋକଙ୍କର ରିପୋଟ ପେଜିଟିଭ ଆସିଲା ଓ ସୋମବାର ଦିନ 80 ଲୋକଙ୍କର କାରୋନା ପଜିଟିଭ ଆସିଲା ।

କାରୋନା ଟେଷ୍ଟ କରାଗଲା ପରେ ଝିଅର କାରୋନା ନେଗେଟିଭ ଆସିଲା, ସରକାରଙ୍କ କାରୋନା ଆଇନ ଆନୁସାରେ ଗୋଟେ ବାହାଘରରେ କେବଳ 50 ଲୋକ ଏକାଠି ହେବାର ଆନୁମତି ଅଛି କିନ୍ତୁ ଏହି ବାହାଘରରେ ଆନେକ ପରିମାଣରେ ଲୋକ ଏକାଠି ହୋଇଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।