Special Report- ବାଂଲାଦେଶରୁ ଯାଜପୁର ଆସିଥିବା ଏହି ଝିଅଟିର ଦୁଃଖଭରା କାହାଣୀ, ଜାଣିଲେ ଆପଣଙ୍କ ରକ୍ତ ବି ଗରମ ହେଇଯିବ

ଦୁନିଆ ଯେତିକି ଆଗକୁ ଉନ୍ନତି ହେବାରେ ଲାଗିଛି ନାରୀ ମାନକ ପ୍ରତି ସେତିକି ଅ-ତ୍ୟା-ଚା-ର ବଢିବାରେ ଲାଗିଛି । “ମତେ ତୁମେ ଶୃଙ୍ଖଳରେ ବା-ନ୍ଧି-ପା-ର, ମୋ ଉପରେ ତୁମେ ଅ-ତ୍ୟା-ଚା-ର କରିପାର, ଏମିତିକି ମୋ ଶରୀରକୁ ମଧ୍ୟ ନ-ଷ୍ଟ କରିପାର, ହେଲେ କେବେ ବି ମୋ ମନକୁ ବା-ନ୍ଧି ପାରିବ ନାହି ” ଏଭଳି କଥା ପରମପିତା ମହାତ୍ମାଗାନ୍ଧୀ କରିଥିଲେ ।

କିନ୍ତୁ ଏହି କଥାର ମହତ୍ଵ ଆଜିର ଦୁନିଆରେ କିଛି ନାହି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବାସ୍ତବ ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ମାନେ ଆଗରୁ ଶୁଣି ନ ଥିବେ । ଏହି ଘ-ଟ-ଣା-ଟି ବାଙ୍ଗଲାଦେଶର ଜଣେ ଯୁବତୀଙ୍କ ସହ ଘ-ଟି-ଛି ଯିଏ ବାଲେଶ୍ଵରରେ କ-ଳା-ଧ-ନ୍ଦା କରୁଥିବା ଧର୍ମଶାଳାରୁ ପୋ-ଲି-ସ ଉ-ଧା-ର କରିଛି । ତାଙ୍କର ବୟସ ୨୨ ବର୍ଷ । ଯୁବତୀଙ୍କ କହିବା ଅନୁସାରେ ଜଣେ ଦ-ଲା-ଲ ତାଙ୍କୁ ରାଜ୍ୟ ବୁଲାଇ ଦେ-ହ-ଧ-ନ୍ଦା କରାଉଥିଲେ ।

ଏ ନେଇ ସେହି ଯୁବତୀ ଜଣକ ଯାଜପୁର ଥାନାରେ ଅ-ଭି-ଯୋ-ଗ କରିଛନ୍ତି । ସେହି ଯୁବତୀ ନିଜ ରାଏରେ କହିଛନ୍ତି ଯେସେହି ଦ-ଲା-ଲ ଜଣକ ତାଙ୍କୁ କାମ କରିବା କହି ଯାଜପୁର ଆଣିଥିଲା । ଗତ ତିନି ମାସ ହେବ ସେ ଏହି ଖ-ରା-ପ କାମରେ ନିଯୋଜିତ ଅଛନ୍ତି । ତାଙ୍କର ଇଚ୍ଛା ନ ଥାଇ ମଧ୍ୟ ସେ ଏହି କାମ କରିବାକୁ ବାଧ୍ୟ ହେଉଛନ୍ତି । କାରଣ ସେହି ଦ-ଲା-ଲ ଜଣକ ତାଙ୍କୁ ଧ-ମ-କ ଦେଉଥିଲେ ।

ବର୍ତ୍ତମାନ ଯୁବତୀ ଜଣକ ନିଜ ଗାଁ କୁ ଫେରିବା ପାଇଁ ନିଜ ମତରେ କହିଛନ୍ତି । ଯୁବତୀ ଜଣକ ସେହି ଦ-ଲା-ଲ ଉପରେ ଅଧିକ ବିଶ୍ଵାସ କରି ନିଜ ଦେଶରୁ ଯାଜପୁର ଆସିଥିଲେ । ସୂଚନା ଅନୁସାରେ ଯୁବତୀଙ୍କର ମାମୁଁ ଗତ ୩ ବର୍ଷ ହେବ ତାଙ୍କ ଲୋ-ଭ-ରେ କୋଲକାତାରେ ତାଙ୍କୁ ବି-କ୍ରି କରି ଦେଇଥିଲେ । ଏହା ପରେ ଧର୍ମଶାଳା ଅଞ୍ଚଳର ଆଜ୍ୟ ଦାସ ନାମକ ଦ-ଲା-ଲ ତାଙ୍କୁ ମିନି କୋଲକତାର ହୋଟେଲରେ ଜୋ-ର ଜ-ବ-ର-ଦ-ସ୍ତି ଦେ-ହ ବ୍ୟ-ବ-ସା-ୟ-ରେ କରିବା ପାଇଁ ବା-ଧ୍ୟ କରିଥିଲେ ।

ଏହା ପରେ ଘ-ଟ-ଣା-ରେ ନୂଆ ମୋଡ ଆସିଥିଲା । ଅଜୟ ଦାସଙ୍କ ପୂଅ ସେହି ଯୁବତୀ ଜଣଙ୍କୁ ପ୍ରେମ କରି ବସିଥିଲେ । ଏହା ପରେ ତାଙ୍କ ପୁଅ ସୂରଜ ଯୁବତୀଙ୍କ ସହ ବିବାହ କରିବା ପାଇଁ ଇଛା କରିଥିଲେ ମଧ୍ୟ ପରିବାରର ସମର୍ଥନ ନ ମିଳିବାରୁ ସେ ଯୁବତୀଙ୍କୁ ନେଇ ବ୍ଯାଂଲୋର ଚାଲି ଯାଇଥିଲେ । ଏହା ପରେ ସୂରଜ ଯୁବତୀଙ୍କ ସହ ୧ ବର୍ଷ ବ୍ଯାଂଲୋରରେ ରହିବା ପରେ ଓଡ଼ିଶାକୁ ଆସିବା ପାଇଁ ଯୁବତୀଙ୍କୁ ଭ-ୟ ଦେଖାଇଥିଲେ ।

ଗତ କିଛି ଦିନ ହେବ ସୂରଜ ଓ ଯୁବତୀ ଯାଜପୁରରେ ଜଣେ ବି-ଧ-ବା ମହିଳାଙ୍କ ଘରେ ବିବାହିତ କହି ଭଡା ରହୁଥିଲେ । ଏହା ପରେ ଦୁହିଙ୍କ ମଧ୍ୟରେ ମ-ନା-ନ୍ତ-ର ହେବାରୁ ଯୁବତୀ ପୋ-ଲି-ସ-ରେ ଅ-ଭି-ଯୋ-ଗ କରିଥିଲେ ଯେ ସୂରଜ ତାଙ୍କୁ ଦେ-ହ ବ୍ୟ-ବ-ସା-ୟ କରିବା ପାଇଁ ଜ-ବ-ର-ଦ-ସ୍ତି କରୁଛନ୍ତି । ଏହା ପରେ ପୋ-ଲି-ସ ସୁରଜଙ୍କୁ ଆ-ରେ-ଷ୍ଟ କରି କୋ-ର୍ଟ ଚାଲଣ କରିଛି । ଏହି ଘ-ଟ-ଣା-ରୁ ସ୍ପଷ୍ଟ ହେଉଛି ଯେ ଯୁବତୀ ଜଣକ ସୂରଜଙ୍କ ଉପରେ ଭରସା କରି ଧୋ-କା ପାଇଛନ୍ତି । ତେଣୁ ବର୍ତ୍ତମାନ ଯୁବତୀ ନିଜ ଦେଶକୁ ଫେରିବାକୁ ଚାହୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।