5 ଟି ରାଶିର ଲାଗିବ ଲଟେରୀ, 7 ରାଶି ରୁହନ୍ତୁ ସାବଧାନ, ୨୩ ରୁ ୨୯ ଅକ୍ଟୋବର

ଅକ୍ଟୋବର ମାସ ୨୩ ତାରିଖ ରୁ ୨୯ ତାରିଖ ପର୍ଯ୍ୟନ୍ତ ସମୟ ଆପଣଙ୍କ ପାଇଁ କିପରି ରହିବ । କିଛି ରାଶି ମାନଙ୍କ ପାଇଁ ଭାଗ୍ୟ ବଦଳିବାର ଯୋଗ ରହୁଛି ଏବଂ କିଛି ରାଶି ମାନଙ୍କୁ ସାବଧାନ ରହିବାକୁ ପଡିବ । ତେବେ ଚାଲନ୍ତୁ ଜାଣିବା । ମେଷ ରାଶି:- କୌଣସି ପ୍ରିୟ ବ୍ୟକ୍ତି ଙ୍କ ସହ ମନାନ୍ତର ଦେଖା ଦେବ । ଯାତ୍ରା ରେ ବିଘ୍ନ ଘଟିପାରେ । କୌଣସି କାର୍ଯ୍ୟରେ ବିଚଳିତ ହୋଇପାରନ୍ତି । ଗୃହ କାର୍ଯ୍ୟ ରେ ମନ ଦେବେ । ପୌତ୍ରିକ ସମ୍ପତି କୁ ନେଇ ଆସନ୍ତି ଦେଖାଦେବ । ଧର୍ମ ଭାବନାର ଶାନ୍ତି ପାଇବେ ।

ବୃଷ ରାଶି:- ଅତ୍ୟଧିକ ଅର୍ଥ ପାଇଁ ବ୍ୟସ୍ତ ହେବେ । ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇବେ । ଅଯଥା ବ୍ୟସ୍ତତା ବଢିବ । ଯାତ୍ରାରେ ଆନନ୍ଦ ମିଳିବ । ସନ୍ଦେହରୁ ଉଧୁରି ଯିବେ । ଦ୍ରବ୍ୟ ଲାଭ କରିପାରନ୍ତି । ଗୃହ କାର୍ଯ୍ୟ ଲାଗି ରହିବ ।

ମିଥୁନ ରାଶି:- କାର୍ଯ୍ୟ କ୍ଷେତ୍ରରୁ ଲାଭ ମିଳିବ । ଚାକିରୀରେ ଭ୍ରମଣ ଯୋଗ ରହିଅଛି । ଦେହ ଓ ମନ ଭଲ ରହିବ । ପରିସ୍ଥିତି ରୁ ଅଭିଜ୍ଞତା ବଢିବ । ସେବା ପୂଜା କରିବେ । ସଫଳତା ହାନି ଘଟିପାରେ । ମାନସିକ ଉତ୍ସାହ ବଢ଼ିବ । ଉନ୍ନତି କରିବେ । କର୍ମ କ୍ଷେତ୍ରରେ ସଫଳତା ହାସଲ କରିବେ ।

କର୍କଟ ରାଶି:- ମାନସିକ ଆଘାତ ପାଇବେ । ପଡୋଶୀଙ୍କ ପାଇଁ ଲାଭବାନ ହେବେ । ବନ୍ଧୁ ସାହାଯ୍ୟ ମିଳିବ ନାହିଁ । କାର୍ଯ୍ୟରେ ବିଘ୍ନ ଉପୁଜିବ । ଚିନ୍ତା ରୁ ମୁକ୍ତି ମିଳିବ । ପର ପାଇଁ କାର୍ଯ୍ୟ କରିବେ । ଆର୍ଥିକ ଲାଭ ପାଇବେ । କାହା ଦ୍ଵାରା ପ୍ରଭାବିତ ହୋଇପାରନ୍ତି । ଅଜାଣତରେ କ୍ଷତି ପାଇବେ । ଶତ୍ରୁ ର ସମ୍ମୁଖୀନ ହେବେ । ପରିବାରରେ ଆସନ୍ତି ଘଟିବ ।

ସିଂହ ରାଶି:- କାର୍ଯ୍ୟ ସିଦ୍ଧି ପାଇଁ ଯୋଜନା କରିବେ । ନୂତନ ବନ୍ଧୁ ପାଇ ପାରନ୍ତି । ଦ୍ରବ୍ୟଦି ଲାଭ କରିପାରନ୍ତି । ବ୍ୟାକୁଳତା ଅନୁଭବ କରିବେ । ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଯାତ୍ରା ଜନିତ କ୍ଲେଶ ଅନୁଭବ କରିପାରନ୍ତି । ସୁ ସମ୍ବାଦ ପାଇପାରନ୍ତି । ମର୍ଯ୍ୟାଦା ହରାଇ ପାରନ୍ତି । ମାନସିକ ଚାପ ବଢିପାରେ ।

କନ୍ୟା ରାଶି:- ଅର୍ଥ ଅଭାବ ଅନୁଭବ କରିବେ । ବ୍ୟସ୍ତତା ବଢ଼ିବାରେ ଲାଗିବ । ସୁଯୋଗ ହସ୍ତଗ୍ୟତ ହେବ । ଉଦ୍ୟମ ବୃଥା ହେବ । ଅଶାନ୍ତି ବ୍ୟାପକ ହେବ । ବ୍ୟୟରେ ପଡି ଚିନ୍ତିତ ହୋଇପାରନ୍ତି । ଆଶଙ୍କା ସବୁ ଦୂରେଇ ଯିବ । କାର୍ଯ୍ୟରେ ସଫଳତା ମିଳିବ । ପରିବାରରେ ସୁଖ ଶାନ୍ତି ମିଳିବ ।

ତୁଳା ରାଶି:- ନୃତାନ ଅଭିଜ୍ଞତା ପାଇବେ ପରିଶ୍ରମୀ ରହିବେ । ଜଞ୍ଜଳରୁ ମୁକ୍ତି ମିଳିବ । ମାନସିକ ଚିନ୍ତା ସବୁ ଦୁର ହେବ । ଆୟ ରେ ବୃଦ୍ଧି ଘଟିବ । ସମସ୍ୟା ସବୁ ଦୁର ହେବ । ବନ୍ଧୁମିଳନ ଘଟିବ । ମନ ଦୁର୍ବଳ ହେବ । ସ୍ମରଣ ହାନି ଘଟିପାରେ । ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ । ଆଗାମୀ ସମୟ ଆନନ୍ଦମୟ ହେବାକୁ ଯାଉଛି ।

ବିଛା ରାଶି:- ବାଧ୍ୟ ହୋଇ ଅକାର୍ଯ୍ୟ କରିବେ । ଭୟ ବଢ଼ିବାକୁ ଲାଗିବ । ନିଜପ୍ରତି ଅବଜ୍ଞା ଅନୁଭବ କରିବେ । ଧନ ହେତୁ ସୁଖ ମିଳିବ । ପିତା ମାତାଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନୃତନ ଦ୍ରବ୍ୟ କ୍ରୟ କରିପାରିବେ । ଉଚ୍ଚ ମହଲରେ ପରିଚିତ ହେବେ । ବିଳାସ ଦ୍ରବ୍ୟ ପାଇ ପାରନ୍ତି । ଅର୍ଥ ଅଭାବ ଅନୁଭବ କରିବେ । ପାରିବାରିକ କଳହ ଦେଖିବାକୁ ମିଳିବ ।

ଧନୁ ରାଶି:- ଦ୍ରବ୍ୟ ଆଦି ଲାଭ କରିପାରନ୍ତି । ଶତ୍ରୁ ର ସମ୍ମୁଖୀନ ହେବେ । ଉତ୍ସବ ଆଦି ରେ ଯୋଗ ଦେବେ । ଅଯଥା ବ୍ୟୟ ବଢିବ । ବନ୍ଧୁ ମିଳନ ହେବ । ପାରିବାରିକ ଅଶାନ୍ତି ଦେଖାଯିବ । ପରିଶ୍ରମ ବୃଥା ହେବ । ସବୁ ବେଳେ ଚିନ୍ତାରେ ରହିବେ । ଆର୍ଥିକ ସ୍ଥିତି ଖରାପ ରହିବ ।

ମକର ରାଶି:- ଧନ ଲାଭର ଯୋଗ ରହିଛି । ସତ୍ରୁଭୟ କମିବ । କର୍ମ ଚଞ୍ଚଳ ହେବେ । ବିଭିନ୍ନ ବାଟରେ ଆୟ କରିବେ । ବନ୍ଧୁ ସହଯୋଗ ମିଳିବ । ସ୍ବାସ୍ଥ୍ୟ ସମସ୍ୟା ସବୁ ଦୁର ହେବ । ଆର୍ଥିକ ସ୍ଥିତି ରେ ଉନ୍ନତି ହେବ । ଦ୍ବନ୍ଦରେ ପଡି କାର୍ଯ୍ୟ କରିବେ କିନ୍ତୁ ପ୍ରତେକ କାର୍ଯ୍ୟରେ ସଫଳତା ହାସଲ କରିବେ ।

କୁମ୍ଭ ରାଶି:- ବ୍ୟବସାୟରେ ବହୁତ ଉନ୍ନତି କରିବେ । ବ୍ୟବସାୟକୁ ଖୁବ ଆଗକୁ ବଢ଼ାଇବେ । କାରବାର ବଢିବ । ସଞ୍ଚୟ ର ଉପୋଜୋଗ କରିପାରନ୍ତି । ମନରେ ଆନନ୍ଦ ଅନୁଭବ କରିବେ । ବୈବାହିକ ଜୀବନରେ ଖୁସି ମିଳିବ । ମାନସିକ ଚିନ୍ତା ଦୁର ହେବ । ବନ୍ଧୁ ସାହାଯ୍ୟ ମିଳିବ । ଅର୍ଥ ଲାଭ ହେବ । ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ।

ମୀନ ରାଶି:- ଚିନ୍ତାରୁ ମୁକ୍ତି ମିଳିବ । ଅପ୍ରିୟ ପରିସ୍ଥିତି ରେ ପଡିବେ । ସମ୍ପତି ରେ ବୃଦ୍ଧି ଘଟିବ । ମିତ୍ର ଲାଭ କରିବେ । ଦକ୍ଷତାର ଲାଭ ମିଳିବ । ଦ୍ରବ୍ୟ ହାନି ଘଟିପାରେ । କିଛି ବିବାଦର ସମ୍ମୁଖିନ ହେବେ । ପ୍ରତେକ କାର୍ଯ୍ୟରେ ସଫଳତା ମିଳିବ । ଆୟ ରେ ବୃଦ୍ଧି ହେବ । ପାରିବାରିକ ଜୀବନରେ ସୁଖ ଶାନ୍ତି ରହିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।