ଆସନ୍ତା ୩ ମାସ ଏହି ରାଶିମାନଙ୍କ ଉପରେ ରହିବ ଶନିଙ୍କର ଦୃଷ୍ଟି, କ୍ଷତିରୁ ବଞ୍ଚିବା ପାଇଁ କରନ୍ତୁ ଏହି ଉପାୟ

ଆଜି ଆମେ ଆପଣଙ୍କୁ କିଛି ଏମିତି ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କର ଜୀବନରେ ବହୁତ ଜଲ୍ଦି ଦୁଃଖର ବାଦଲ ଆସିବାର ଅଛି । କହିବାକୁ ଗଲେ ଏହି ରାଶିଙ୍କ ଉପରେ ଶନିଦେବଙ୍କର ଭାରି ଦୃଷ୍ଟି ରହିବ । ବିସ୍ତାର ରୂପରେ କହିଲେ ଏହି ରାଶିମାନଙ୍କ ଉପରେ ଶନିଙ୍କର ଦୁଷ୍ପ୍ରଭାବ ପଡିପାରେ । ଏହି ସ୍ଥିତିରେ ଜୀବନରେ ଦୁଃଖ, ଅଶାନ୍ତି ଓ ଆର୍ଥିକ ସମସ୍ୟା ହୋଇପାରେ ।

ଏହି ପ୍ରଭାବ ଆସନ୍ତା ୩ ମାସ ପର୍ଯ୍ୟନ୍ତ ଚାଲିବ । ଯଦି ଆପଣଙ୍କର ରାଶି ଯଦି ଏହା ମଧ୍ୟରେ ଅଛି ତେବେ ଚିନ୍ତା କରନ୍ତୁ ନାହିଁ ଆମେ ଏଥିରୁ ବଞ୍ଚିବା ପାଇଁ ଉପାୟ ବି କହିବୁ ।

ମିଥୁନ ରାଶି

ଏହି ରାଶିମାନଙ୍କୁ ଧନ ହାନି ହୋଇପାରେ । ସେଥିପାଇଁ ଆପଣ ଆସନ୍ତା ୩ ମାସ ମଧ୍ୟରେ କେଉଁଠି ବି ନିବେଶ କରନ୍ତୁ ନାହିଁ । ଏହି ସମସ୍ୟାର ସମଧାନ ପାଇଁ ଆପଣ ଶନିବାର ଦିନ ଶନି ମନ୍ଦିରକୁ ଯାଆନ୍ତୁ ଓ ତେଲର ଦୀପ ଲଗାନ୍ତୁ । ଏହା ପରେ ମନ୍ଦିର ବାହାରେ ବସିଥବା ଗରିବଙ୍କୁ ଟଙ୍କା ଦାନ କରନ୍ତୁ । ଏହା ଦ୍ଵାରା ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

ସିଂହ ରାଶି

ଏହି ରାଶିର ଲୋକମାନେ ନିଜ ରାଗ ଉପରେ କାବୁ ରଖନ୍ତୁ ଓ କୌଣସି ପ୍ରକାରର ଝଗଡା କରନ୍ତୁ ନାହିଁ । ଆପଣଙ୍କର ରାଶି ଅନୁସାରେ ଆପଣଙ୍କର କୌଣସି ସମ୍ପର୍କୀୟଙ୍କ ସହିତ ଝଗଡା ହୋଇପାରେ ଓ ଜୀବନରେ ଅନ୍ୟ କିଛି ବି ସମସ୍ୟା ଆସି ପାରେ । ଏଥିରୁ ବଞ୍ଚିବା ପାଇଁ ଶନିବାର ଦିନ ଶନିଙ୍କର ଆରତୀ କରିବା ପରେ କୁକୁରକୁ କ୍ଷୀର ଓ ରୁଟି ଖାଇବାକୁ ଦିଅନ୍ତୁ ।

ମକର ରାଶି

ଏହି ରାଶିଙ୍କର ଖରାପ ଭାଗ୍ୟ କାରଣରୁ ଆସନ୍ତା ୩ ମାସରେ ଚିନ୍ତିତ ରହିବେ । ଆପଣ ଯାହା ବି କରିବାକୁ ଚେଷ୍ଟା କରିବେ ସେ ଗୁଡିକ ସଫଳ ହେବ ନାହିଁ । ଆପଣଙ୍କର ସମସ୍ତ କାମରେ ବାଧା ଉତ୍ପନ୍ନ ହେବ । ସେଥିପାଇଁ ଆପଣ ନିଜର ଦୁର୍ଭାଗ୍ୟକୁ ସୋଭାଗ୍ୟରେ ବଦଳାଇବା ପାଇଁ ଶନିଦେବଙ୍କୁ ତେଲରେ ଅଭିଷେକ କରନ୍ତୁ ।

ବିଛା ରାଶି

ଏହି ରାଶିମାନଙ୍କୁ ସବୁଠୁ ଅଧିକ କ୍ଷତି ପହଞ୍ଚିବାର ସମ୍ଭାବନା ଅଛି । ଏମାନଙ୍କ ପାଈଁ ଏହି ତିନି ମାସ ଦୁଃଖ ଓ ସମସ୍ୟାରେ ଭରପୁର ରହିବ । ଏଥିରୁ ବଞ୍ଚିବା ପାଇଁ ଆପଣ ଶନିଦେବଙ୍କର ଉପବାସ କରନ୍ତୁ ଓ ଶନିବାର ଦିନ କୌଣସି ଗରିବଙ୍କୁ ଧାତୁ ଓ କପଡା ଦାନ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଦୁଃଖ ଅଳ୍ପ କମିଯିବ ।