ଆମେ କେତେ ବର୍ଷ ପୁରୁଣା ପାଣି ପିଇ ଥାଉ ! ୯୯ ପ୍ରତିଶତ ଲୋକମାନେ ଜାଣି ନାହାନ୍ତି ଏହାର ଜବାବ

ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ରୋଚକପୂର୍ଣ ଓ ଉତ୍ସାହ ପୂର୍ଣ ପ୍ରଶ୍ନ ଓ ତାହାର ଜବାବ ନେଇ ଆସିଛୁ, ଯେଉଁ ପ୍ରଶ୍ନ ବିଷୟରେ ଆପଣମାନେ କେବେ ବି ଏହା ଆଗରୁ ନା ହିଁ ଶୁଣିଥିବେ ଓ ନା ହିଁ ଆପଣଙ୍କୁ କେହି ପଚାରି ଥିବ । ଏହି ପ୍ରଶ୍ନ ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଓ ଏହି ପ୍ରଶ୍ନର ଜବାବ ଜାଣିଲା ପରେ ଆପଣ ବି ଚିନ୍ତା କରିବାକୁ ବାଧ୍ୟ ହୋଇଯିବେ କି ଏହିଭଳି ବି କିଛି ଜିନିଷ ଅଛି ।

୧ : OKର ଫୁଲ ଫର୍ମ କଣ ହୋଇଥାଏ?

ଉତ୍ତର : OKର ଫୁଲ ଫର୍ମ All କରେକ୍ଟ ଅଟେ । ଏଠି All Correctର AC ହୋଇ ଥାଏ । କିନ୍ତୁ ବର୍ଷ ୧୮୩୮ – ୩୯ ସମୟରେ English ଶବ୍ଦକୁ ଭଲ ସେପଲିଙ୍ଗ ଲେଖିବାର ଫ୍ୟାଶନ ଚାଲି ଥିଲା, ଯେଉଁ କାରଣରୁ All Correctକୁ Oll Korrect କହୁଥିଲେ ।

ଏହା ପରେ ୨୩ ମାର୍ଚ ୧୮୩୯ରେ ପ୍ରଥମ ଥର ଆମେରିକା ଖବର କାଗଜ Oll Korrectକୁ ପ୍ରକାଶିତ କରିଲା । ପୁଣି କିଛି ପରେ ଏହାକୁ ଛୋଟ କରି ବସ୍ଟନ ମର୍ନିଗ ପୋସ୍ଟ ନାମକ ଖବର କାଗକ OK କରି ଦେଲା । ଯାହା ପରେ ଏହା ପୁରା ଦୁନିଆରେ ପ୍ରସିଦ୍ଧ ହୋଇଗଲା । ପାଖପାଖି ୧୭୦ ବର୍ଷ ହେବ ଭୁଲ ସେପ୍ଲିଙ୍ଗର ଫ୍ୟାଶନ କାରଣରୁ OK ଶବ୍ଦର ଜନ୍ମ ହୋଇଛି । ଓକର ଜନ୍ମ ୧୮୩୯ରେ ହୋଇଛି ଓ ସେହି ସମୟରୁ ଆଜି ପର୍ଯ୍ୟନ୍ତ ସମସ୍ତେ OK ହିଁ କୁହନ୍ତି ।

୨ : ଆର୍ମୀରେ କୋର୍ଟ ମାର୍ଶଲ କଣ ହୋଇଥାଏ ?

ଉତ୍ତର : କୋର୍ଟ ମାର୍ଶଲ ଏକ ପ୍ରକାରର କୋର୍ଟ ହୋଇଥାଏ । ଯାହା ଖାସ ଆର୍ମୀ କର୍ମଚାରୀମାନଙ୍କ ପାଇଁ ହୋଇଥାଏ । ଏହାର କାମ ଆର୍ମୀ ଅନୁଶାସନ ଭାଙ୍ଗିବା କିମ୍ବା ଅନ୍ୟ ଅପରାଧ କରିବା, ଆର୍ମୀ କର୍ମଚାରୀ ଉପରେ କେସ ଚାଲିବା, ତାହାର ଶୁଣାଣୀ ଓ ଦଣ୍ଡ ବିଧାନ କରିଥାଏ । ଆର୍ମୀ କର୍ମଚାରୀ ଦ୍ଵାରା କରା ଯାଇ ଥିବା ଅପରାଧର ଟ୍ରାୟଲ ମିଲିଟ୍ରୀ ଆଇନ ଅନୁସାରେ ହୋଇଥାଏ । ଏହି ଆଇନରେ ୭୦ ପ୍ରକାରର ଅପରାଧ ପାଇଁ ଦଣ୍ଡ ବିଧାନ ଅଛି ।

୩ : ଆମେ କେତେ ବର୍ଷ ପୁରୁଣା ପାଣି ପିଉ ?

ଉତ୍ତର : ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବୈଜ୍ଞାନିକମାନଙ୍କ ରିସର୍ଚ ଦ୍ଵାରା ଏହା ଜଣା ପଡିଛି କି ଆମେ ଯେଉଁ ପାଣି ପିଇ ଥାଉ ତାହା ୩ ରୁ ୫ ଅରବ ବର୍ଷ ପୁରୁଣା ଅଟେ ।

୪ : ପିଆଜ କାଟିବା ସମୟରେ ଆଖିରୁ ଲୁହ କାହିଁକି ଆସିଥାଏ ?

ଉତ୍ତର : ପିଆଜରେ ସାଇନ-ପ୍ରୋପେଂଥିୟଲ-ଏସ-ଅକ୍ସାଇଡ ନାମକ ରସାୟନ ଥାଏ । ପିଆଜ କାଟିବା ସମୟରେ ଏହି ରସାୟନ ଆମର ଆଖିର ଲେକ୍ରାଇମଲ ଗ୍ଲୈଂଡ ଅଶ୍ରୁ ଗ୍ରଂଥିକୁ ଉତ୍ତେଜିତ କରି ଦିଏ, ଯେଉଁ କାରଣରୁ ଆଖିରେ ଲୁହ ଚାଲି ଆସେ ।

୫. ଇଣ୍ଟର୍ନେଟର ମାଲିକ କିଏ ଅଟେ ?

ଇଣ୍ଟର୍ନେଟର ମାଲିକ କେହି ବି ନୁହନ୍ତି । କହିବାକୁ ଗଲେ ଇଣ୍ଟର୍ନେଟ କୌଣସି ଗୋଟିଏ ବ୍ୟକ୍ତି କିମ୍ବା ଗୋଟିଏ ଦେଶର ନୁହେଁ । ଇଣ୍ଟର୍ନେଟ ବିଭିନ୍ନ ଦେଶମାନଙ୍କ ସହଯୋଗ ଦ୍ଵାରା ଚାଲି ଥାଏ । କହିବାକୁ ଗଲେ ପ୍ରତ୍ୟକ ଦେଶର ସରକାର ନିଜ ନିଜ ଦେଶର ଇଣ୍ଟର୍ନେଟ ସର୍ବିସ ପ୍ରୋଭାଇଡର କମ୍ପାନୀମାନଙ୍କ ଜରିଆରେ ଇଣ୍ଟର୍ନେଟକୁ କଣ୍ଟ୍ରୋଲ କରି ପାରିବେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।