Mamita Meher ମର୍ଡର ମାମଲାରେ ସାମ୍ନାକୁ ଆସିଲେ Mamita ଙ୍କ ବଡ ବାପା ଓ କହିଲେ କିଛି ଏମିତି…ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ Video

ଶିକ୍ଷୟତ୍ରୀ ମମିତା ମେହେର ହ-ତ୍ୟା ମା-ମ-ଲା-ରେ ଦିନକୁ ଦିନ ନୂଆ ତ-ଥ୍ୟ ସାମନାକୁ ଆସିବାରେ ଲାଗିଛି । ମମିତା ନି-ଖୋ-ଜ ହେବା ପରେ ତାଙ୍କର ଜଣେ ସମ୍ପର୍କୀୟ ବଡବାପା ଗ-ଣ-ମା-ଧ୍ୟ-ମ-ଙ୍କୁ ବାରମ୍ବାର ଫୋନ କରି ସବୁ କିଛି ଜାଣିଛନ୍ତି, ତାଙ୍କ ପାଖେ ସବୁ ତ-ଥ୍ୟ ଅଛି ବୋଲି କହୁଥିଲେ । ମମିତାଙ୍କ ମୃ-ତ-ଦେ-ହ ଚିହ୍ନଟ ହେବା ଦିନ ମଧ୍ୟ ପୋ-ଲି-ସ ସହ ସେ ସେଠାରେ ଉପସ୍ଥିତ ଥିଲେ । ସେତେବେଳେ ପୋ-ଲି-ସ ଉପରେ ମଧ୍ୟ ଖୁବ ବର୍ଷିଥିଲେ ବୋଲି ଶୁଣିବାକୁ ମିଳିଥିଲା ।

କିନ୍ତୁ ହଠାତ ତାଙ୍କ ହାବଭାବରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଗ-ଣ-ମା-ଧ୍ୟ-ମ-ରେ ଅ-ଭି-ଯୋ-ଗ ଉପରେ ଅ-ଭି-ଯୋ-ଗ ଆଣୁଥିବା ଏହି ବ୍ୟକ୍ତିଜଣକ ହଠାତ ଚୁପ ହୋଇ ଯାଇଥିଲେ । ଏପରିକି ମମିତାଙ୍କ ପିତାମାତାଙ୍କୁ ମଧ୍ୟ ସିଧାସଳଖ ଗ-ଣ-ମା-ଧ୍ୟ-ମ ସହ କଥା ହେବାକୁ ଦେଇ ନଥିଲେ । ସେ ନିଜ କାରରେ ମମିତାଙ୍କ ପିତାମାତାଙ୍କୁ ପୋ-ଲି-ସ ଥା-ନା ମଧ୍ୟ ନେବା ଆଣିବା କରୁଥିଲେ । ତେବେ ଆଜି ଆଉ ଥରେ ସେ ଗ-ଣ-ମା-ଧ୍ୟ-ମ ସମୁଖରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।।

ଗତକାଲି ସେ ଆଉ ମମିତାଙ୍କ ପିତାମାତା ଏସ-ପି ଅଫିସ ଯାଇଥିଲେ ଓ ସେଠାରେ ମମିତାଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ଲିଖିତ ଭାବେ କିଛି କାଗଜପତ୍ର ଦେଇଛନ୍ତି । ସେଠାରେ କଲେକ୍ଟର ଓ ଡ଼ି-ଆଇ-ଜି ଉଭୟଙ୍କୁ ମଧ୍ୟ ଦେଖା କରିଥିଲେ । ଏସ-ପି ଅଫିସରେ ପୀ-ଡ଼ି-ତା ତଥା ମମିତାଙ୍କ ମା’ଙ୍କ ସହ ସେମାନେ ଖୁବ ସମ୍ମାନ ପୂର୍ବକ କଥା ହୋଇଥିଲେ । ଏପରିକି ନିଜ ସ୍ଥାନରୁ ଠିଆ ହୋଇ ତାଙ୍କ ନମସ୍କାର ମଧ୍ୟ ଜଣାଇଥିଲେ ବୋଲି ମମିତାଙ୍କ ବଡବାପା କହିଛନ୍ତି

ପୋ-ଲି-ସ ସେମାନଙ୍କ ସହ ଖୁବ ଭଲ କରିଥିଲେ ଓ ସେଥିପାଇଁ ପୋ-ଲି-ସ ଉପରେ ତାଙ୍କର ପୂର୍ଣ୍ଣ ବିଶ୍ବାସ ଅଛି ସେମାନେ ନିଶ୍ଚୟ ତାଙ୍କ ଝିଅ ପାଇଁ ତାଙ୍କୁ ନ୍ୟା-ୟ ଦେବେ ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ସେଠାରେ ମମିତାଙ୍କ କିଛି ପିନ୍ଧା ବସ୍ତ୍ର, ଚେନ ଓ ବ୍ୟାଗ ଆଦି ଦେଖାଇଥିଲେ । ଯାହା ମମିତାଙ୍କର ବୋଲି ତାଙ୍କ ମା ଚିହ୍ନଟ କରିଥିଲେ । ଏହାସହ ଅ-ସ୍ତି ବି-ସ-ର୍ଜ-ନ ପାଇଁ ସେମାନେ ମମିତାଙ୍କର କିଛି ଅବଶେଷ ମାଗିଥିଲେ । ତାହା ମଧ୍ୟ ସେମାନେ ତାଙ୍କୁ ଦେଇଥିଲେ ।

ଏପରିକି କଲେକ୍ଟର ମମିତାଙ୍କ ମା’ଙ୍କୁ ନିଜ ବ୍ୟକ୍ତିଗତ ଫୋନ ନମ୍ବର ଦେଇଛନ୍ତି ଓ କୌଣସି ଅସୁବିଧା ହେଲେ ତାଙ୍କୁ ଫୋନ ସିଧାସଳଖ ଫୋନ କରି ଜଣାଇବା ପାଇଁ କହିଛନ୍ତି ବୋଲି ମମିତାଙ୍କ ବଡବାପା ଗ-ଣ-ମା-ଧ୍ୟ-ମ ଆଗରେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।