ଆଜି ଗୋଟିଏ ଦିନରେ ହିଁ ଭୟଙ୍କର ଶସ୍ତା ହେଲା ସୁନା, ଭାଙ୍ଗିଲା ସବୁ ରେକର୍ଡ, ଜାଣନ୍ତୁ କେତେ ଅଛି ଆଜିର Gold Rate

ଏହି ଦୁନିଆରେ ସମସ୍ତେ ସୁନା ଓ ଚାନ୍ଦି କିଣିବାକୁ ଓ ପିନ୍ଧିବାକୁ ଭଲ ପାଆନ୍ତି । କାରଣ ସୁନା ଓ ଚାନ୍ଦି ଜଣଙ୍କୁ ବହୁତ ସୁନ୍ଦର ପରିଦର୍ଶନ କରାଇଥାଏ । କିନ୍ତୁ ଲୋକମାନେ ଯେତେବେଳେ ସୁନା ଓ ଚାନ୍ଦିର ଦାମ ଶୁଣନ୍ତି ତେବେ ସମସ୍ତ ଅଳ୍ପ ଭୟଭୀତ ହୋଇ ଯାଆନ୍ତି ଏବଂ ସୁନା ଓ ଚାନ୍ଦି କ୍ରୟ କରିବାକୁ ବି ସଙ୍କୋଚ କରିଥାନ୍ତି । କାରଣ ଆଜିକାଲି ସୁନା ଓ ଚାନ୍ଦିର ଦାମ ଆକାଶ ଛୁଆ ହୋଇ ଯାଇଛି । ଏହା ସହିତ ପ୍ରାୟତଃ ସମସ୍ତେ ସୁନା ଓ ଚାନ୍ଦିର ଦାମ ବିଷୟରେ ବିଶେଷ କିଛି ଜାଣି ବି ନ ଥାନ୍ତି ।

ଏମିତିରେ ଆଜି ଆମେ ଆପଣଙ୍କୁ ଆଜି ଦିନରେ ସୁନା ଓ ଚାନ୍ଦିର ଦାମ କେତେ ରହିଛି ଓ କାଲି ଅପେକ୍ଷା ସୁନା ଆଜି ବଢି ନା କମିଛି ସେହି ବିଷୟରେ କହିବୁ । ତେବେ ଚାଳନ୍ତୁ ଜାଣିବା ଆଜି ସୁନାର ରେଟ କେତେ ଅଛି । କହିଦେଉଛୁ କି ଆଜି ସୁନା ଓ ଚାନ୍ଦିର ଦାମ ବହୁତ ହ୍ରାସ ହୋଇଛି । ବହୁ ଦିନ ପରେ ସୁନା ଏତେ ଟଙ୍କା କମ ହୋଇଛି । ଯାହାକି ଅବିଶ୍ଵାସନୀୟ ଅଟେ ।

କହିବାକୁ ଗଲେ ଆଜି ମାର୍ଚ୍ଚ ୨ ୨୦୨୧ ମଙ୍ଗଳବାର ଦିନ ୧୮ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୩,୫୬୦ ଟଙ୍କା, ୮ ଗ୍ରାମକୁ ୨୮,୪୮୦ ଟଙ୍କା, ୧୦ ଗ୍ରାମକୁ ୩୫,୬୦୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୩,୫୬,୦୦୦ ଟଙ୍କା ଅଛି । ଏମିତିରେ ଆଜି ୧୮ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମର ମୂଲ୍ୟ ଗତ କାଲି ଅପେକ୍ଷା ୭୨୮ ଟଙ୍କା କମ ହୋଇଛି । କାରଣ ଗତକାଲି ୧୮ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୩୬,୩୨୭ ଟଙ୍କା ଥିଲା ।

ଯଦି ୨୨ କ୍ୟାରେଟ ସୁନା ବିଷୟରେ କହିବା ତେବେ ଆଜି ମାର୍ଚ୍ଚ ୨ ୨୦୨୧ ମଙ୍ଗଳବାର ଦିନ ୨୨ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୪,୨୧୦ ଟଙ୍କା, ୮ ଗ୍ରାମକୁ ୩୩,୬୮୦ ଟଙ୍କା, ୧୦ ଗ୍ରାମକୁ ୪୨,୧୦୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୪,୨୧,୦୦୦ ଟଙ୍କା ଅଛି । ଆଜି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ଗତକାଲି ଅପେକ୍ଷା ୯୫୦ ଟଙ୍କା କମିଛି । କାରଣ ଗତକାଲି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୪୩,୦୫୦ ଟଙ୍କା ଥିଲା ।

ସେହିଭଳି ୨୪ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୪,୫୯୩ ଟଙ୍କା, ୮ ଗ୍ରାମକୁ ୩୬,୭୪୪ ଟଙ୍କା, ୧୦ ଗ୍ରାମକୁ ୪୫,୯୩୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୪,୫୯,୩୦୦ ଟଙ୍କା ଅଛି । ଆଜି ୨୪ କ୍ୟାରେଟ ସୁନା ପ୍ରତି୧୦ ଗ୍ରାମ ଗତକାଲି ଅପେକ୍ଷା ୧୦୪୦ ଟଙ୍କା କମିଛି । କାରଣ ଗତକାଲି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୪୬,୯୭୦ ଟଙ୍କା ଥିଲା ।

ଯଦି ଚାନ୍ଦି ବିଷୟରେ କହିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୭୩.୬୦ ଟଙ୍କା, ୮ ଗ୍ରାମକୁ ୫୮୮.୮୦ ଟଙ୍କା, ୧୦ ଗ୍ରାମକୁ ୭୩୬ ଟଙ୍କା, ୧୦୦ ଗ୍ରାମକୁ ୭,୩୬୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୭୩,୬୦୦ ଟଙ୍କା ଅଛି । କହିବାକୁ ଗଲେ ଗତକାଲି ଅପେକ୍ଷା ଆଜି ଚାନ୍ଦି ୧ କିଲୋକୁ ୩୦୦ ଟଙ୍କା ବଢିଛି । ଗତକାଲି ଚାନ୍ଦି ୧ କିଲୋର ଦାମ ୭୩,୩୦୦ ଟଙ୍କା ଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।