ଆଜି ରାତିରେ ହିଁ ଜପ କରନ୍ତୁ ଏହି ମନ୍ତ୍ରକୁ ୮ ଥର, କିଛି ବି ଅଭାବ ରହିବ ନାହିଁ ଜୀବନରେ

ଆଜି ଆମେ ଆପଣଙ୍କୁ ଭଗବାନ ହନୁମାନଙ୍କ ଏହିଭଳି କିଛି ଚମତ୍କାରୀ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ଯେଉଁଥିରୁ ଯଦି ଆପଣ ଗୋଟିଏ ମନ୍ତ୍ରକୁ ଜପ କରୁଛନ୍ତି ତେବେ ଆପଣ ନିଜ ଜୀବନର ଆସୁଥିବା ସମସ୍ତ ବାଧା, ବିଘ୍ନ ଓ ଅସୁବିଧାକୁ ପାର କରି ପାରିବେ । ଏହା ସହିତ ଆପଣଙ୍କୁ ଧନ ପ୍ରାପ୍ତ ବି ହେବ । ତୁଲସୀ ଦାସ ଏହି ମନ୍ତ୍ରର ରଚନା କରିଥିଲେ । କିନ୍ତୁ ମନ୍ତ୍ର ବିଷୟରେ କହିବା ପୂର୍ବରୁ ଆମେ ଆପଣଙ୍କୁ ଗୋଟିଏ କାହାଣୀ କହିବୁ ଓ ଏହା ବି କହିବୁ କି ଏହି ମନ୍ତ୍ର ଆପଣଙ୍କ ପାଇଁ କେତେ ମୂଲ୍ୟବାନ ଅଟେ ।

ଯେତେବେଳେ ଇନ୍ଦ୍ରଙ୍କ ବଜ୍ରବାଣରେ ହନୁମାନ ଆଘାତ ହୋଇ ତଳେ ପଡିଗଲେ ତେବେ ଏହା ଦେଖି ତାଙ୍କର ପିତା ବାୟୁ ଦେବତା କ୍ରୋଧିତ ହୋଇ ପୃଥିବୀ ପୃଷ୍ଠକୁ ବାୟୁ ଶୂନ୍ୟ କରିଦେଲେ ।

ଯେଉଁ କାରଣରୁ ପୃଥିବୀର ଲୋକମାନେ ନିଶ୍ଵାସ ନେଇ ପାରିଲେ ନାହିଁ । ଏହା ଦେଖି ସବୁ ଦେବତାମାନେ ହନୁମାନଙ୍କ ନିକଟରେ ଉପସ୍ଥିତ ହୋଇ ହନୁମାନଙ୍କୁ ବିଭିନ୍ନ ପ୍ରକାରର ବରଦାନ ଦେଇଥିଲେ । ଏଥିପାଇଁ ହନୁମାନଙ୍କୁ କଳିଯୁଗର ସବୁଠୁ ମହାନ ଦେବତା ବୋଲି କୁହାଯାଏ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ତୁଲସୀ ଦାସଙ୍କ ଦ୍ଵାରା ରଚିତ ଶ୍ରୀହନୁମାନ ଚାଳିଶା ବହୁତ ମୁଖ୍ୟ ଅଟେ ।

ଏଥିରେ ହଜାର ହଜାର ମନ୍ତ୍ର ରଚନା କରାଯାଇଛି । ଏମିତିରେ ଯଦି ଆପଣ ସମ୍ପୂର୍ଣ ହନୁମାନ ଚାଳିଶାକୁ ପାଠ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ହିଁ ଲାଭକାରୀ ପ୍ରମାଣିତ ହେବ । ଏହା ସହିତ ଯଦି ଆପଣ ହନୁମାନ ଚାଳିଶାର ଏହି ୫ଟି ଚୌପାଇକୁ ସଠିକ ରୂପରେ ସବୁଦିନ ଜପ କରିବେ ତେବେ ଆପଣଙ୍କୁ ସବୁ ଦୁଖରୁ ମୁକ୍ତି ମିଳିଯିବ ।

ପ୍ରଥମ ମନ୍ତ୍ର

ଭୂତ ପିସାଚ ନିକଟ ନହିଂ ଆୱୈ ।

ମହାବୀର ଜବ ନାମ ସୁନାୱୈ ॥

ଯଦି ଆପଣଙ୍କୁ କୌଣସି ଜିନିଷ ପ୍ରତି ଭୟ ରହୁଛି ତେବେ ପ୍ରତ୍ୟକ ଦିନ ସକାଳେ କିମ୍ବା ସନ୍ଧ୍ୟା ସମୟରେ ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ।

ଦ୍ଵିତୀୟ ମନ୍ତ୍ର

ନାସୈ ରୋଗ ହରୈ ସବ ପୀରା ।

ଜପତ ନିରଂତର ହନୁମତ ବୀରା ॥

ଯଦି ଆପଣ ସବୁବେଳେ କୌଣସି ନା କୌଣସି ରୋଗରେ ପୀଡିତ ରହୁଛନ୍ତି ତେବେ ଏହି ମନ୍ତ୍ରକୁ ବି ସକାଳ ଓ ସନ୍ଧ୍ୟା ସମୟରେ ୧୦୮ ଥର ଜପ କରନ୍ତୁ ।

ତୃତୀୟ ମନ୍ତ୍ର

ଅଷ୍ଟ ସିଦ୍ଧି ନୌ ନିଧି କେ ଦାତା ।

ଅସ ବର ଦୀନ ଜାନକୀ ମାତା ॥

ଯଦି ଆପଣ ଊର୍ଜାବାନ ଓ ସମସ୍ତ ଅସୁବିଧାରୁ ମୁକ୍ତି ପାଇବା ଚାହୁଁଛନ୍ତି ତେବେ ଏହି ମନ୍ତ୍ରର ଜପ କରନ୍ତୁ ।

ଚତୁର୍ଥ ମନ୍ତ୍ର

ବିଦ୍ୟାବାନ ଗୁନୀ ଅତି ଚାତୁର ।

ରାମ କାଜ କରିବେ କୋ ଆତୁର ॥

ସବୁଦିନ ଏହି ମନ୍ତ୍ର ଜପ କରିବା ଦ୍ଵାରା ବିଦ୍ୟା ବୁଦ୍ଧି ଉଭୟ ପ୍ରାପ୍ତ ହେବ ।

ପଞ୍ଚମ ମନ୍ତ୍ର

ଭୀମ ରୂପ ଧରି ଅସୁର ସଂହାରେ ।

ରାମଚଂଦ୍ର କେ କାଜ ସଂବାରେ ।।

ଶତ୍ରୁ ବାଧା ଦେଉଛି କିମ୍ବା ଅନ୍ୟ କୌଣସି କାରଣ ଯୋଗୁ ଆପଣଙ୍କ କୌଣସି କାମ ହୋଇ ପାରୁ ନାହିଁ ତେବେ ସବୁଦିନ ଏହି ମନ୍ତ୍ରର ଜପ କରନ୍ତୁ । ଏହା ସହିତ ମଙ୍ଗଳବାର ଓ ଶନିବାର ଦିନ ହନୁମାନଙ୍କର ପୂଜା ଓ ଅର୍ଚନା କରନ୍ତୁ ଓ ହନୁମାନ ଚାଳିଶାର ପାଠ କରନ୍ତୁ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।