Jyotish Shastra- ଆଜି ରାତି ଠାରୁ ପୁରା ୫୧ ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନ ବର୍ଷା କରିବେ ମହାଦେବ, କଣ ଏହା ଆପଣଙ୍କ ରାଶି ନୁହେଁ ତ ?  

ହିନ୍ଦୁ ଶାସ୍ତ୍ର ଅନ୍ୟସାରେ ଆମେ ବିଭିର୍ଣ୍ଣ ପ୍ରକାରର ଦେବା ଦେବୀଙ୍କୁ ପୂଜା କରିଥାଉ । କିନ୍ତୁ ଏହି ଦେବା ଦେବୀଙ୍କ ଠାରୁ ଭଗବାନ ଶିବଙ୍କ ମହିମାତ ନିୟରା ଅଟେ । ଶିବଙ୍କର ନା କୌଣସି ଆଦ୍ୟ ଅଛି ନା ପ୍ରାନ୍ତ ଅନ୍ତ ଅଛି ସେ ତ ମହାଦେବ । ତାଞ୍ଜର କୌଣସି ଜନ୍ମ ଅଛି ନା କୌଣସି ମୃତ୍ୟୁ ଅଛି । ସେ ସୃଷ୍ଟିର ବିନାଶକ ଅଟନ୍ତି । ସେ ରୁଦ୍ର ବି ଅଟନ୍ତି ଓ ସେ ଶାନ୍ତ ଚେହେରା ଵାଲା ବାବା ଭଲେନାଥ ବି ଅଟନ୍ତି । ତାଙ୍କ କ୍ରୋଧ ରୁ ବଞ୍ଚିବା କାହା ପକ୍ଷ ରେ ବି ସମ୍ଭବ ନୁହେଁ ।

ମହାଦେବଙ୍କୁ ପ୍ରସନ୍ନ କରିବା ଅନ୍ୟ ଦେବା ଦେବୀଙ୍କ ଅପେକ୍ଷା ବହୁତ ସହଜ ହୋଇଥାଏ । ମହାଦେବ ବିଭିର୍ଣ୍ଣ ସମୟରେ ନିଜର ବହୁତ ପ୍ରକାରର ସ୍ୱରୂପ ରେ ଦର୍ଶନ ଦେଇଛନ୍ତି ।

ଶିବ ଭକ୍ତଙ୍କୁ କୌଣସି ପ୍ରକାରର ମୃତ୍ୟୁ ର ଭୟ ନଥାଏ କି ରୋଗ କି ଶୋକ କୌଣସି ପ୍ରକାରର ଭୟ ନଥାଏ । ଶିବ ତତ୍ୱ ସବୁ ମନୁଷ୍ୟକୁ ଭକ୍ତି ଓ ଶକ୍ତି ର ସାମର୍ଥ୍ୟ ଦେଇଥାଏ । ଶିବ ତତ୍ୱର ଧ୍ୟାନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଦ୍ୱାରା କରାଯାଏ । ଏହି ମନ୍ତ୍ର ଦ୍ୱାରା ଶିବଙ୍କର ଆଶୀର୍ବାଦ ମିଳିଥାଏ । ଶାସ୍ତ୍ର ଅନୁସାରେ ଏହି ମନ୍ତ୍ର ଦ୍ୱାରା ସବୁ କଷ୍ଟ ଲାଘବ ହୋଇଥାଏ । ଶିବଙ୍କ ବାହାନ ବଳଦ ଅଟେ ସେ ଧର୍ମର ପ୍ରତୀକ ଅଟେ ।

ତା ଉପରେ ଶିବ ବିରାଜମାନ କରନ୍ତି । ଯାହା ନିଦର୍ଶନ କରେ କି ସବୁ କାମ ମୋକ୍ଷ ତାଙ୍କ ଦ୍ୱାରା ମିଳିଥାଏ । ଏହାଦ୍ୱାରା ଜଣାଯାଏ ଯେ ଶିବଙ୍କ ମହିମା ପରାମ୍ପାର ଅଟେ । ଶାସ୍ତ୍ର ଅନୁସାରେ ଯାହା ଉପରେ ଶିବଙ୍କ କୃପା ଥାଏ ତାର ସବୁ ସମସ୍ୟା ଦୂର ହୋଇଯାଏ । ଏହି କ୍ରମରେ ବିଗତ ୫୧ ବର୍ଷ ପର୍ଯ୍ୟନ୍ତି କିଛି ରାହୀର ବ୍ୟକ୍ତିଙ୍କ ଉପରେ ଭଗବାନ ଶିବଙ୍କର କୃପା ମିଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ

ବୃଷ

ଏହି ରାଶିର ବ୍ୟକ୍ତିଙ୍କର ସବୁ ସମସ୍ୟା ଦୂର ହୋଇଯିବ । ଆପଣଙ୍କର ବହୁତ ପୁରୁଣା କାର୍ଯ୍ୟ ରେ ସଫଳତା ପାଇବେ । ଅଚଳ ଭାବେ କୌଣସି ଶୁତ୍ରରୁ ଧନ ମିଳିବ । ବ୍ୟବସାୟାରେ ଭଞ ଉର୍ଣ୍ଣତି କରିବେ । ବେରୋଜଗାରଙ୍କୁ ରୋଜଗାର ମିଳିବ । ପରିବାରରେ ଶାନ୍ତି ରହିବ ।

ମିଥୁନ

ଏହି ରାଶିର ବ୍ୟକ୍ତିଙ୍କୁ କୌଣସି ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଚାକିରୀରେ ପଦୋନ୍ନତି ମିଳିବ । ଦାମ୍ପତ୍ୟ ଜୀବନ ଖୁସି ରହିବ । ପାରିବାରିକ ସମ୍ପର୍କ ସୁଦୃଢ଼ ରହିବ । ସନ୍ତାନ ଶୁଖ ମିଳିବ । ଆର୍ଥିକ ସ୍ଥିତିରେ ଉର୍ଣ୍ଣତି ହେବ ।

ମେଷ

ଏହି ରାଶିର ବ୍ୟକ୍ତିଙ୍କୁ କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ ଅନୁସାରେ ସଫଳତା ମିଳିବ । ଧନର କୌଣସି ଅଭାବ ରହିବ ନାହିଁ । ଛାତ୍ର ମାନେ ସବୁ କ୍ଷେତ୍ରରେ ସଫଳତା ପାଇବେ । ଚାକିରୀରେ ପଦୋନ୍ନତି ମିଳିବ । ବ୍ୟବସାୟରେ କୌଣସି ବଡ ଡିଲ ହେବାର ସମ୍ଭାବନା ଅଛି । ପରିବାର ଓ ସମ୍ପର୍କୀୟଙ୍କ ସହ ଭଲ ସଂପର୍କ ରହିଵ ।

ସିଂହ

ଆପଣଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ଅତି ସହଜରେ ହୋଇଯିବ । ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ଚାକିରୀ ମିଳିଯିବ । ପରିବାରରେ ଖୁସିର ପରିବେଶ ରହିବ । ଏହି ସମୟରେ ଆପଣ ସମସ୍ତ ବିବାଦରୁ ବଞ୍ଚି ରହିବାକୁ ଚେଷ୍ଟା କରନ୍ତୁ । ବିରୋଧୀ ମାନେ ଆପଣଙ୍କର ବେସୀ କିଛି ଅସୁବିଧା କରି ପାରିବେ ନାହିଁ ।

ବିଚ୍ଛା

ଆପଣଙ୍କୁ ବ୍ୟବସାୟରେ ଭଲ ଲାଭ ମିଳିବ । ପ୍ରଶାସନିକ ଅଧିକାରୀଙ୍କ ସମ୍ମାନ ମିଳିବ । ଜୀବନ ସାଥୀଙ୍କ ସହ ଭଲ ସମୟ ବିତିବ । ଆଗକୁ ବ୍ୟବସାୟରେ ବହୁତ ଲାଭ ହେବାର ଅଛି । ଶତ୍ରୁ ମାନଙ୍କର ଉପରେ ଆପଣ ଭାରି ହୋଇଥାନ୍ତି । ଘର ପରିବାରରେ ବହୁତ ଖୁସି ରହିବେ ।

ତୁଳା

ଆପଣଙ୍କର ସବୁ ଦୁଖଃର ଦିନ ଅପସାରି ଯାଇ ବହୁତ ଶୁଖ ମିଳିବ । ଆପଣଙ୍କୁ ସେୟାର ବାଜାର କିମ୍ବା କୌଣସି ନିବେଶରେ ଭଲ ଲାଭ ମିଳିବ । ଚାକିରୀରେ ପଦୋନ୍ନତି ମିଳିବ । ଆପଣଙ୍କର ଜିବନରେ ଯେଉଁ ସବୁ ସମସ୍ୟା ଅଛି ଏବେ ସେହି ଜିନିଷ ପୂର୍ଣ ହୋଇଯିବ । ଏହି ରାଶି ଥିବା ଲୋକ ମାନଙ୍କର ବହୁତ ଟଙ୍କା ପାଇ ପାରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।