8 ସେପ୍ଟେମ୍ବର ରୁ 11 ନଭେମ୍ବର, ଆଗାମୀ 72 ଦିନ ପର୍ଯ୍ୟନ୍ତ ଆକାଶ ଛୁଆଁ ହେବ ଏହି ରାଶିର ଭାଗ୍ୟ, ଏହି 6ଟି ରାଶି ହେବେ ମାଲାମାଲ୍।

ଆଗାମୀ 72 ଦିନ ପର୍ଯ୍ୟନ୍ତ ଆକାଶ ଛୁଆଁ ହେବ ଏହି ରାଶିର ଭାଗ୍ୟ

ଆମ ଜୀବନରେ ସମୟ କ୍ରମରେ ବହୁତ ପରିବର୍ତ୍ତନ ଆସିଥାଏ ଆମେ ଆମ ଜୀବନରେ ସୁଖ ଓ ଦୁଃଖର ଅନୁଭବ ମଧ୍ୟ ବହୁତ ପ୍ରକାରରେ କରିଥାଉ ଏହାର ମୁଖ୍ୟ କାରଣ ହେଉଛି ଗ୍ରହଙ୍କର ପ୍ରଭାବ ଗ୍ରହଙ୍କର ପ୍ରବ୍ଯବରେ ଆମ ଯିବନରେ ଅନେକ ପରିବର୍ତ୍ତନ ଘଟୁଛି ତେବେ ଜ୍ୟୋତିଶ ଶାସ୍ତ୍ର ଅନୁସାଆରେ 2019 ରୁ ଆରମ୍ଭ କରି 2022 ପର୍ଯ୍ୟନ୍ତ ଏହି 6 ଗୋଟି ୠଷିଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ତେବେ ଆସଙ୍ଞ୍ଜ ଜାଣିବା ସେ କେଉଁ 6 ଗୋଟି ରାଶି ଯାହାର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ।

ଏହି 6ଟି ରାଶି ହେବେ ମାଲାମାଲ୍

ଏହି ରାଶି ମାନେ ହେଲେ ସିଂହ, କନ୍ୟା ଓ ଧନୁ ରାଶି ଏହି ରାଶିରେ କିଛି ପରିବର୍ତ୍ତନ ଆପଣ ନିଜେ ଲକ୍ଷ କରିପାରିବେ ଯେମିତିକି ପାରିବାରିକ ସୁଖ ଶାନ୍ତି ଫେରିବ ଓ ବହୁତ ସଫଳତା ପାଇବେ ଉଛ ଶିକ୍ଷା ଦିଗରେ ଦୁର ଯାତ୍ରା ମଧ୍ୟ କରିପାରନ୍ତି । ଦୀର୍ଘ ଦିନରୁ କରିବାକୁ ଚଂହୁଥିବା ସବୁ କାର୍ଯ୍ୟ କରିପାରିବେ ଜୀବନ ସାଥୀଙ୍କ ସହଯୋଗ ଆପଣ ପାଇବେ ।

ଅନ୍ୟ ତିନୋଟି ରାଶି ହେଉଛି ମକର ମେଷ ଓ ବୃଷ ରାଶି ଏହି ରାଶିର ବ୍ୟକ୍ତିମାନେ ମଧ୍ୟ ଜୀବନରେ ଆଗକୁ ବଢିବାର ବହୁତ ଆଶା ଦେଖାଦେବ । ଚାକିରୀ ହୋଇନଥିବା ବ୍ୟକ୍ତିଙ୍କର ଶୁଭ ଦିନ ଆସୁଛି ।