ମାଇକକୁ ଓଡିଆରେ କଣ କୁହାଯାଏ ? ଏହା ସହିତ ଆହୁରି 25ଟି GK Question ଓ Answer

ପାଠ ଆମ ଜୀବନରେ ବହୁତ ମହତ୍ତ୍ଵପୂର୍ଣ୍ଣ । ଗୋଟେ ଭଲ ଚାକିରି ପାଇଁ ବ୍ୟକ୍ତିଟିକୁ ଶିକ୍ଷିତ ହୋଇଥିବା ନିହାତି ଆବଶ୍ୟକ । ଯିଏ ଯେତେ ପାଠ ପଢିଥାଏ ସେ ତା ଜୀବନରେ ସେତିକି ଉନ୍ନତି କରେ । କିନ୍ତୁ ଆମ ଦେଶରେ ଏବେବି ଏମିତି ଲୋକ ଅଛନ୍ତି ଯେଉଁମାନେ କମ ପଢିଛନ୍ତି ବା ବିଲକୁଲ ପାଢୀ ନାହାଁନ୍ତି ।

ସେଥିପାଇଁ ସେମାନଙ୍କୁ ଭଲ ରୋଜଗାର କରିବାର ପନ୍ଥା ମିଳୁ ନାହିଁ । ଯଦି ଆପଣ ମଧ୍ୟ କମପଢିଛନ୍ତି ଓ କୌଣସି ଭଲ ଚାକିରି ମିଳୁନାହିଁ ତେବେ ଚିନ୍ତା କରନ୍ତୁ ନାହିଁ, ଆଜି ଆମେ ଆପଣଙ୍କୁ କିଛି ଏପରି କାମ ବିଷୟରେ କହିବୁ ଯାହା ଆପଣ କରିଲେ ବହୁତ ଭଲ ରୋଜାଗର କରିପାରିବେ ।

୧- ଏମିତି କେଉଁ ଜିନିଷ ଅଛି ଯାହା କୁକୁଡ଼ାର ତିନୋଟି ଓ ଝିଅମାନଙ୍କର ଚାରୋଟି ?

ଉତ୍ତର- ଲେଟର- (hen, girl)

୨- କେଉଁ ପକ୍ଷୀର ଡେଣା ନାହିଁ ?

ଉତ୍ତର- କିୱ୍ବି ପକ୍ଷୀର ଡେଣା ନ ଥାଏ ।

୩- କେଉଁ ଦେଶରେ ସବୁଠୁ ଅଧିକ ଫିଲ୍ମ ତିଆରି ହୋଇଥାଏ ?

ଉତ୍ତର- ଭାରତରେ

୪- କେଉଁ ଦେଶର ଲୋକମାନେ ମୋବାଇଲ ଫୋନ ବ୍ୟବହାର କରିପାରନ୍ତି ନାହିଁ ?

ଉତ୍ତର- ପେରୁ ଦେଶର ଲୋକମାନେ

୫- ସଂସାରରେ ସବୁଠୁ ବଡ କଇଁଛ କେଉଁ ସ୍ଥାନରେ ଦେଖା ଯାଆନ୍ତି ?

ଉତ୍ତର- ଅଷ୍ଟ୍ରେଲିୟାରେ

୬- ଏମିତି କେଉଁ ପକ୍ଷୀ ଅଛି ଯିଏ ନିଜର ବସା କରେ ନାହିଁ ?

ଉତ୍ତର- କୋଇଲି

୭- ଭାରତରେ ସବୁଠୁ ଅଧିକ କେଉଁ ବ୍ୟକ୍ତିର ଫଟୋ ଛପା ହୁଏ ?

ଉତ୍ତର- ମହାତ୍ମା ଗାନ୍ଧୀଙ୍କ

୮- ମାଇକକୁ ଓଡିଆରେ କଣ କୁହାଯାଏ ?

ଉତ୍ତର- ଧ୍ୱନି ଗ୍ରହଣ ଯନ୍ତ୍ର

୯- କଣ ପାଣିରେ ପହଁରିବା ବାଲା ହୋଟେଲ ତିଆରି କରାଯାଏ ?

ଉତ୍ତର- ହଁ

୧୦- ମଧ୍ୟ ପ୍ରଦେଶର ରାଜଧାନୀର ନାମ ଜଣ ?

ଉତ୍ତର- ଭୋପାଳ

୧୧- କଣ କୁକୁର ଆସୁଥିବା ବିପଦକୁ ଆଗରୁ ଜାଣିପାରେ ?

ଉତ୍ତର- ହଁ

୧୨- ପ୍ରଧାନମନ୍ତ୍ରୀଙ୍କ ଗାଡି କେତେ ସ୍ପୀଡ଼ରେ ଚାଲେ ?

ଉତ୍ତର- ୯୦ କିଲୋମିଟର ପ୍ରତି ଘଣ୍ଟା

୧୩- ବାଇକ ବନ୍ଦ ହେଲା ପରେ ବି ଟିକ ଟିକ ଶବ୍ଦ କାହିଁକି ହୁଏ ?

ଉତ୍ତର- ବାଇକର ଇଞ୍ଜିନ ଅଧିକ ଗରମ ହୋଇଥିବା କାରଣରୁ

୧୪- ମୁକେଶ ଅମ୍ବାନୀ ଭାରତର କେଉଁ ରାଜ୍ୟରେ ବାସିନ୍ଦା ଅଟନ୍ତି ?

ଉତ୍ତର- ଗୁଜରାଟର

୧୫- ଇଣ୍ଟରନେଟର ଫୁଲ ଫର୍ମ କଣ ?

ଉତ୍ତର- international network

୧୬- ଦୁନିଆର ସବୁଠୁ ମହଙ୍ଗା ପେନର ମୂଲ୍ୟ କେତେ ?

ଉତ୍ତର- ୮୦ ଲକ୍ଷ ଡଲାର

୧୭- ଏମିତି କେଉଁ ଗଛ ଅଛି ଯେଉଁଥିରେ କି କାଠ ହିଁ ନାହିଁ ?

ଉତ୍ତର- କଦଳୀ ଗଛରେ କାଠ ନାହିଁ

୧୮- ଦୁନିଆର ସବୁଠୁ ବଡ ଜାଦୁଗରର ନାମ କଣ ?

ଉତ୍ତର- ହେରି ହାଉଦିନ

୧୯- ବିଏସଏନଏଲର ମାଲିକ କିଏ ?

ଉତ୍ତର- ଏହା ଏକ ସରକାରୀ କମ୍ପାନୀ

୨୦- ମୋଟୁ ପତଲୁ କାର୍ଟୁନ ଭାରତକୁ କେବେ ଆସିଥିଲା ?

ଉତ୍ତର- ୧୬ ଅକ୍ଟୋବର ୨୦୧୨ରେ

୨୧- ଲତା ମଙ୍ଗେସ୍କର କେବେ ଗୀତ ଗାଇବା ଆରମ୍ଭ କରିଥିଲେ ?

ଉତ୍ତର- ୧୯୪୨ରେ

୨୨- ସାଇ ବାବାଙ୍କ ବାପାଙ୍କ ନାମ କଣ ଥିଲା ?

ଉତ୍ତର- ଗୋବିନ୍ଦ ଭାଉ

୨୩- ଜାପାନର ମୋଟ ଜନ ସଂଖ୍ୟା କେତେ ?

ଉତ୍ତର- ୧୨.୭ କୋଟି

୨୪- କେଉଁ ଗଛ ତଳେ ଶୋଇଲେ ମଣିଷ ମରିପାରେ ?

ଉତ୍ତର- ନୀମ୍ବ ଗଛ ତଳେ ଶୋଇଲେ ମଣିଷ ମରିପାରେ

୨୫- ଭୟଭୀତ ହେବା ଦ୍ଵାରା ହୃଦୟର ସ୍ପନ୍ଦନ କାହିଁକି ବଢିଯାଏ ?

ଉତ୍ତର- ରକ୍ତ ସଂଚାର ଅଧିକ ବଢିବା କାରଣରୁ

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।